Latest Odisha News

BREAKING NEWS

Browsing Category

ଫିଚର

ଜୁନ ୧୬ରୁ ତିନି ମାସ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ଯ

ମୟୂରଭଞ୍ଜ: ଭାରତର ଅନ୍ୟତମ ବୃହତ ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନକୁ ୨୦୨୩ ଜୁନ୍ ୧୬ରୁ ସେପ୍ଟେମ୍ବର ୧୫ ଯାଏ ତିନି ମାସ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଏହି ପାର୍କକୁ ମୌସୁମୀ ଋତୁ ପୂର୍ବରୁ ବନ୍ଦ କରିଦିଆଯିବ। ବର୍ଷା ଋତୁର ବିପଦରୁ…

କନ୍ୟା ବେଶରେ ସଜେଇ ହୋଇ ଯୁବତୀ କରୁଥିଲେ ରିଲ୍‌ସ, ପୋଲିସ ଘରକୁ ପଠାଇଲା ଚାଲାଣ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ବଢୁଥିବା ଧାରା ଲୋକଙ୍କୁ ରିଲ ଏବଂ ଭିଡିଓ ତିଆରି କରିବା ପଛରେ ପାଗଳ କରିଦେଇଛି । କେତେବେଳେ, କେଉଁଠାରେ ଏବଂ କିପରି ଏକ ରିଲ୍ ତିଆରି କରିବେ ସେନେଇ ସମସ୍ତେ ପାଗଳ । ଏବେ ବର ଏବଂ କନ୍ୟା ସେମାନଙ୍କ ବିବାହ ଫଟୋ ସୁଟ୍ ଏବଂ ଭିଡିଓ ପାଇଁ ରିଲ୍ ମୋଡକୁ ଯାଉଛନ୍ତି ।…

ରାଉରକେଲାରେ ବସ୍-ଟ୍ରକ ମୁହାମୁହିଁ ଧକ୍କା, ୧୦ ଗୁରୁତର

ରାଉରକେଲା: ରାଉରକେଲାରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବୀରମିତ୍ରପୁର ରାଣୀ ସତୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ଜଣାପଡ଼ିଛି ଯେ ରାଣୀ ନାମକ ଏହି ଯାତ୍ରୀବାହୀ ବସ୍ ଘଟଣା ସମୟରେ…

ଆହୁରି ୫ ଦିନ ଜଳିବ ଓଡ଼ିଶା, ପାଣିପାଗ ବିଭାଗ ଜାରି କଲା ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ରଜରେ ବି ତାତିରୁ ତ୍ରାହି ନାହିଁ । ଟକମକ ହୋଇ ଫୁଟିବ ଓଡ଼ିଶା । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗି ରହିବ । ୨୪ ଘଣ୍ଟାରେ ଅତ୍ୟଧିକ ଗ୍ରୀଷ୍ମ…

ପବରେ ପ୍ରେମିକା ପାଇଁ ପ୍ରେମିକର ତୁମୁଳକାଣ୍ଡ, ୫ ଗିରଫ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ହୋଟେଲର ପବ ଆଗରେ ଗତକାଲି ରାତିରେ ତୁମୁଳକାଣ୍ଡ। ଭଙ୍ଗାରୁଜା କରିବା ଏବଂ କ୍ଷତି ପହଞ୍ଚାଇଥିବା ଅଭିଯୋଗରେ ପୋଲିସ ଏବେ ପ୍ରେମିକ ସମେତ ୫ ଯୁବକଙ୍କୁ ଗିରଫ କରିଛି। ଜଣେ ଜିଦଖୋର ପ୍ରେମିକ କିଛି ସହଯୋଗୀଙ୍କ ସହ ମିଶି ପବ ଆଗରେ…

ବିରାଟ କାହିଁକି ଛାଡିଥିଲେ ଅଧିନାୟକ ପଦ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ କାହିଁକି ଛାଡିଲେ ସେ ନେଇ ବୟାନ ଦେଇଛନ୍ତି । ବିସିସିଆଇ ବିରାଟଙ୍କୁ ଟେଷ୍ଟ ଅଧିନାୟକ ପଦ ନ ଛାଡିବା ପାଇଁ ବାରମ୍ବାର ଅନୁରୋଧ କରିଥିଲା ।…

ଓଲିଉଡରେ ପୁଣି କାଷ୍ଟିଂକାଉଚ ଅଭିଯୋଗ ଆଣିଲେ ରୂପଶ୍ରୀ ପଣ୍ଡା

ଭୁବନେଶ୍ୱର:ଓଲିଉଡରେ ପୁଣି ସାମ୍ନାକୁ ଆସିଲା କାଷ୍ଟିଂକାଉଚ ଅଭିଯୋଗ । ଅଳ୍ପଦିନ ତଳେ ଅଭିନେତ୍ରୀ ଯସ୍ମିନ ରଥ ଏମିତି ଅଭିଯୋଗ ଆଣିଥିବାବେଳେ ତାଙ୍କ ସମର୍ଥନ କରିଥିଲେ ପ୍ରକୃତି ମିଶ୍ର । ଏବେ ଆଉଜଣେ ଅଭିନେତ୍ରୀ ସମାନ ଅଭିଯୋଗ ଆଣିଛନ୍ତି । ଏଇ ଅଭିନେତ୍ରୀ ଜଣକ ହେଉଛନ୍ତି ରପଶ୍ରୀ ପଣ୍ଡା।…

ଆୟଠାରୁ ୧୮୩% ଅଧିକ ସମ୍ପତ୍ତି ରଖିଥିଲେ ସହକାରୀ ଯନ୍ତ୍ରୀ, ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର:ରଖିଥିଲେ ଆୟ ବହିର୍ଭୁତ ସମ୍ପତ୍ତି । ବାନ୍ଧିନେଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଘରୁ ଆଖି ଟେରା ହେଲା ପରି ସମ୍ପତ୍ତି ପାଇବା ପରେ ତାଙ୍କୁ ମଙ୍ଗଳବାର ଗିରଫ କରି ନେଇଛି ଭିଜିଲାନ୍ସ ।  ଏହି କୋଟିପତି ଯନ୍ତ୍ରୀ ଜଣକ ହେଲେ କଟକ ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର…

ବିଦ୍ୟୁତ କାଟକୁ ନେଇ ବର୍ଷିଲେ ଧର୍ମେନ୍ଦ୍ର; କହିଲେ, ଏହା ସରକାରଙ୍କ ଶାସନଗତ ବିଫଳତାର ଚରମ ନିଦର୍ଶନ

ଭୁବନେଶ୍ୱର: ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହେଉଛି ।  କିନ୍ତୁ ଦୀପ ତଳ ଅନ୍ଧାର ପରି ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଏମିତି କହି  ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ…

ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ନୀତି ଠିକ ସମୟରେ ହେବ, ଭକ୍ତ ଭଲ ଅନୁଭୂତି ନେଇ…

ପୁରୀ: ରଥଯାତ୍ରାକୁ ନେଇ ଶେଷ ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହି ସମନ୍ୱୟ ବୈଠକରେ ଯୋଗ ଦେବା ସହ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରଥଯାତ୍ରାକୁ ସୁରୁଖୁରରେ ସମାପନ କରିବା ପାଇଁ ବୖଠକରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…