Latest Odisha News

BREAKING NEWS

Browsing Category

ଫିଚର

ବାହାଘର ଭୋଜିରୁ ୭ ବର୍ଷର ଝିଅ ଚୋରି ଅଭିଯୋଗରେ ଜଣେ ଅଟକ

ସୋନପୁର: ବାହାଘର ଭୋଜିରେ ଛୁଆ ଚୋରି । ପାଣି ପାଉଚ୍ ଦେବା ବାହାନାରେ ୭ ବର୍ଷର ନାବାଳିକାର ଝଅକୁ ଚୋରି କରି ନେବା ବେଳେ ଧରାପଡ଼ିଛି ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ । ସୂଚନା ଅନୁଯାୟୀ,…

ଚିନ୍ତା ବଢାଉଛି ମଧୁମେହ ରୋଗ, ଭାରତରେ ୧୦ କୋଟିରୁ ଅଧିକ ଆକ୍ରାନ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖରାପ ଜୀବନଶୈଳୀ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେଉଛି। ଏହି ରୋଗ ମଧ୍ୟରେ ମଧୁମେହ ରୋଗୀ ସଂଖ୍ୟା ବେଶ୍ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ଲଗାତାର ଭାବେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ…

ବାହାନଗା ଷ୍ଟେସନରେ ଅଟକିବନି କୌଣସି ଟ୍ରେନ, କାରଣ କ’ଣ ଜାଣନ୍ତୁ

ବାଲେଶ୍ୱର:   ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ  ବାହାନଗା ରେଳ ଷ୍ଟେଶନରେ ଟ୍ରେନ ଚଳାଚଳ ସାମାନ୍ୟ ସ୍ୱାଭାବିକ ହେଉଥିବାବେଳେ  ପୁଣି ଏହା ଉପରେ  ଲାଗିଛି ବ୍ରେକ । ଏଣିକି ଏହି ଷ୍ଟେସନରେ ଅଟକିବନି କୌଣସି ଟ୍ରେନ ।  ପରବର୍ତ୍ତୀ ନୋଟିସ ମିଳିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି…

ରିଲିଜ ହେଲା ଫିଲ୍ମ ‘ସତ୍ୟପ୍ରେମ କି କଥା’ର ନୂଆ ଗୀତ ‘ଆଜ କେ ବାଦ୍’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ସତ୍ୟପ୍ରେମ କି କଥା'ର ନୂଆ ଗୀତ 'ଆଜ କେ ବାଦ୍' ସୋସିଆଲ ମିଡିଆରେ ମୁକ୍ତିଲାଭ କରିଛି। ଏହି ଗୀତରେ କାର୍ତ୍ତିକ ଏବଂ କିଆରାଙ୍କ ବିବାହ ଦେଖିବାକୁ ମିଳୁଛି। ରିଲିଜ ହୋଇଥିବା ଏହି ସଙ୍ଗୀତ…

ମନ୍ତ୍ରୀଙ୍କ ପିଛା ଛାଡ଼ୁନି ଦୁର୍ଘଟଣା: ହ୍ରଦ ଭିତରେ ଖସିପଡ଼ିଲେ, ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ: ମନ୍ତ୍ରୀଙ୍କ ପିଛା ଛାଡ଼ୁନି ଦୁର୍ଘଟଣା। ଯେତେବେଳେ ପାଣିକୁ ଗଲେ ବୁଡିଲେ। ଷ୍ଟେଜ୍‌ରେ ଭାଷଣ ଦେବା ବେଳେ ମଞ୍ଚ ଭାଙ୍ଗି ମନ୍ତ୍ରୀ ଗଳି ପଡ଼ି  ଆହତ ହୋଇଥିଲେ। ତେଲେଙ୍ଗାନା ପଛୁଆବର୍ଗ କଲ୍ୟାଣ ଓ ସିଭିଲ ସପ୍ଲାଏ ମନ୍ତ୍ରୀ ଗାଙ୍ଗୁଲା କମଳକଙ୍କ ସହ ଏଭଳି ଘଟଣା ବାରମ୍ବାର ଘଟୁଛି। ଦୁଇ…

ଈଶ୍ୱର ଉପାଶକ ହେଲା ଶୈତାନ: ପ୍ରେମିକାକୁ ହତ୍ୟା କରି ନାଳରେ ଫିଙ୍ଗି ଦେଲା ମନ୍ଦିର ପୂଜାରୀ

ହାଇଦ୍ରାବାଦ: ଈଶ୍ୱର ଉପାଶକ ହେଲା ଶୈତାନ। ବିବାହ ପରେ ବି ଅବୈଧ ସମ୍ପର୍କ। ତା ପରେ ପ୍ରେମିକା ବିବାହ କରିବାକୁ ଜିଦ୍ ଧରିବାରୁ କଲେ ହତ୍ୟା। ଘଟଣା ଘଟିଛି ତେଲେଙ୍ଗାନା ସରୁରନଗର ଠାରେ। ଈଶ୍ୱରକୁଙ୍କୁ ଉପାଶନା କରୁଥିବା ଜଣେ ମନ୍ଦିର ପୂଜକ ଏଭଳି ଶୈତାନୀ କାର୍ଯ୍ୟ କରିଛନ୍ତି। ତା ପୁଣି ଏତେ…

ରାଜ୍ୟ ସରକାର ଦଳିତ ବିରୋଧୀ କହି ବର୍ଷିଲା ବିରୋଧୀ ବିଜେପି

ଭୁବନେଶ୍ୱର: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତରାଇ କହିଛନ୍ତି ଯେ ରାଜ୍ୟ ସରକାର ଦଳିତ ବିରୋଧୀ। ଦଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ…

ୟୁରୋପ ପାଇଁ ଭାରତୀୟ ଟ୍ରକ ଡ୍ରାଇଭର ନିଯୁକ୍ତି, ମିଳିବ ଫ୍ରି ଭିଜା ଓ ଭଲ ଦରମା

ଓଡ଼ିଶା ସମ୍ବାଦ ବ୍ୟୁରୋ: ନିକଟରେ ଆପଣ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଟ୍ରକରେ ଯାଉଥିବାର ଦେଖିଥିବେ। ଏହି ଭିଡିଓରେ ରାହୁଲ ଗାନ୍ଧୀ ଟ୍ରକ୍ ଡ୍ରାଇଭରମାନଙ୍କୁ ସେମାନଙ୍କର କାର୍ଯ୍ୟ ଅବସ୍ଥା, ଆୟ ଇତ୍ୟାଦି ବିଷୟରେ ପଚାରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆଜିକାଲି ୟୁରୋପର ଦୁଇ ଦେଶରେ…

ଘରେ କରେଣ୍ଟ ଚାଲିଗଲେ ‘ପାଓ୍ବର କଟ୍’ କୁହାନଯାଉ, ଗଣମାଧ୍ୟମକୁ ଶକ୍ତିମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ମନ୍ତ୍ରୀ ଶୁଣିବାକୁ ଚାହୁଁ ନାହାନ୍ତି ଗଣମାଧ୍ୟମର 'ପାଓ୍ବର କଟ୍' ଶବ୍ଦ ବ୍ୟବହାର। ଖବର ପରିବେଷଣ ବେଳେ ଗଣମାଧ୍ୟମ ପାଓ୍ୱର କଟ୍ ନୁହେଁ ବରଂ ପାଓ୍ୱାର ଟ୍ରିପ୍ ବୋଲି କହିବା ଆବଶ୍ୟକ। ଏହା କହିଛନ୍ତି ବିଜେଡି ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଗୁରୁବାର ଅପରାହ୍ନରେ…