Latest Odisha News

BREAKING NEWS

Browsing Category

ଫିଚର

ବିରାଟ କାହିଁକି ଛାଡିଥିଲେ ଅଧିନାୟକ ପଦ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ କାହିଁକି ଛାଡିଲେ ସେ ନେଇ ବୟାନ ଦେଇଛନ୍ତି । ବିସିସିଆଇ ବିରାଟଙ୍କୁ ଟେଷ୍ଟ ଅଧିନାୟକ ପଦ ନ ଛାଡିବା ପାଇଁ ବାରମ୍ବାର ଅନୁରୋଧ କରିଥିଲା ।…

ଓଲିଉଡରେ ପୁଣି କାଷ୍ଟିଂକାଉଚ ଅଭିଯୋଗ ଆଣିଲେ ରୂପଶ୍ରୀ ପଣ୍ଡା

ଭୁବନେଶ୍ୱର:ଓଲିଉଡରେ ପୁଣି ସାମ୍ନାକୁ ଆସିଲା କାଷ୍ଟିଂକାଉଚ ଅଭିଯୋଗ । ଅଳ୍ପଦିନ ତଳେ ଅଭିନେତ୍ରୀ ଯସ୍ମିନ ରଥ ଏମିତି ଅଭିଯୋଗ ଆଣିଥିବାବେଳେ ତାଙ୍କ ସମର୍ଥନ କରିଥିଲେ ପ୍ରକୃତି ମିଶ୍ର । ଏବେ ଆଉଜଣେ ଅଭିନେତ୍ରୀ ସମାନ ଅଭିଯୋଗ ଆଣିଛନ୍ତି । ଏଇ ଅଭିନେତ୍ରୀ ଜଣକ ହେଉଛନ୍ତି ରପଶ୍ରୀ ପଣ୍ଡା।…

ଆୟଠାରୁ ୧୮୩% ଅଧିକ ସମ୍ପତ୍ତି ରଖିଥିଲେ ସହକାରୀ ଯନ୍ତ୍ରୀ, ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର:ରଖିଥିଲେ ଆୟ ବହିର୍ଭୁତ ସମ୍ପତ୍ତି । ବାନ୍ଧିନେଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଘରୁ ଆଖି ଟେରା ହେଲା ପରି ସମ୍ପତ୍ତି ପାଇବା ପରେ ତାଙ୍କୁ ମଙ୍ଗଳବାର ଗିରଫ କରି ନେଇଛି ଭିଜିଲାନ୍ସ ।  ଏହି କୋଟିପତି ଯନ୍ତ୍ରୀ ଜଣକ ହେଲେ କଟକ ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର…

ବିଦ୍ୟୁତ କାଟକୁ ନେଇ ବର୍ଷିଲେ ଧର୍ମେନ୍ଦ୍ର; କହିଲେ, ଏହା ସରକାରଙ୍କ ଶାସନଗତ ବିଫଳତାର ଚରମ ନିଦର୍ଶନ

ଭୁବନେଶ୍ୱର: ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହେଉଛି ।  କିନ୍ତୁ ଦୀପ ତଳ ଅନ୍ଧାର ପରି ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଏମିତି କହି  ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ…

ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ନୀତି ଠିକ ସମୟରେ ହେବ, ଭକ୍ତ ଭଲ ଅନୁଭୂତି ନେଇ…

ପୁରୀ: ରଥଯାତ୍ରାକୁ ନେଇ ଶେଷ ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହି ସମନ୍ୱୟ ବୈଠକରେ ଯୋଗ ଦେବା ସହ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରଥଯାତ୍ରାକୁ ସୁରୁଖୁରରେ ସମାପନ କରିବା ପାଇଁ ବୖଠକରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।…

ଚଟାଣ ସଫା ବେଳେ ବ୍ୟବହାର କରନ୍ତୁ ଶୁଖିଲା ଲେମ୍ବୁ, ଚକ୍‌ଚକ୍‌ ଦେଖାଯିବ ଆପଣଙ୍କ ଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁରେ ଲେମ୍ବୁ ବହୁତ ଉପଯୋଗୀ। ଖରାଦିନେ ଲେମ୍ବୁ ପାଣି ତିଆରି କରି ପାନ କରାଯାଏ। ଏହା ବ୍ୟତିତ ଅନେକ ଖାଦ୍ୟରେ ଲେମ୍ବୁ ରସ ମଧ୍ୟ ବ୍ୟବହାର କରାଯାଏ। ତାଜା ଲେମ୍ବୁର ଉପକାରିତା ଏବଂ ଏହାକୁ କିପରି ବ୍ୟବହାର କରାଯିବ ତାହା ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ…

ଟାଟା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ; ୧୯ ଗୁରୁତର

ଢେଙ୍କାନାଳ: ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ  । ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍  ।  ଗ୍ୟାସ ଲିକ ହୋଇ ୧୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ୧୯ ଗୁରୁତର କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଷ୍ଟିମ ପାଇପ ଫାଟି…

ଯାତ୍ରା ସମୟରେ ବାନ୍ତି ଲାଗିଲେ କ’ଣ କରିବେ ? ଜାଣନ୍ତୁ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଛୁଟି ଚାଲିଛି ଏବଂ ଏହି ସମୟ ମଧ୍ୟରେ ବହୁତ ଲୋକେ ବୁଲିବାକୁ ବହାରନ୍ତି। ପିଲାମାନେ ନିଜ ମାମୁଁ ଘରେ କିମ୍ବା ସମ୍ପର୍କୀୟଙ୍କ ଘରକୁ ଯାଆନ୍ତି। କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ବସରେ କିମ୍ବା କାରରେ ଯାତ୍ରା କରିବା ବେଳେ ବାନ୍ତି କରନ୍ତି। ଆଉ ଏହି…

କାଶ୍ମୀରରେ ଶକ୍ତିଶାଳୀ ଭୂମିକମ୍ପ, ଦିଲ୍ଲୀ ସମେତ ଥରାଇ ଦେଲା ଉତ୍ତର ଭାରତ

ନୂଆଦିଲ୍ଲୀ: ପୂର୍ବ କାଶ୍ମୀରରେ ଶକ୍ତିଶାଳୀ ଭୂମିକମ୍ପ। ଦିଲ୍ଲୀ ସମେତ ଥରାଇ ଦେଲା ଉତ୍ତର ଭାରତ। ମଙ୍ଗଳବାର ଦିନ ୧.୩୦ ବେଳେ ପୂର୍ବ କାଶ୍ମୀରରେ ଭୂମିକମ୍ପ ହୋଇଛି।  ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ରିକ୍ଟୋର ସ୍କେଲ୍‌ରେ ତୀବ୍ରତା ୫.୪ ରହିଛି। ମିଳିଥିବା…

ଟ୍ରେନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର ଏସସିବିରେ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୮୯କୁ ବୃଦ୍ଧି

କଟକ: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ  ସଂଖ୍ୟା  ୨୮୯କୁ ବୃଦ୍ଧି ପାଇଛି ।   କଟକ ଏସସିବିରେ ଚିକିତ୍ସିତ ହେଉଥିବା ଦୁର୍ଘଟଣାଗ୍ରସ୍ତ ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିବା ପରେ ଏହାର ସଂଖ୍ୟା ୨୮୮ରୁ ୨୮୯ରେ ପହଞ୍ଚିଛି। ମୃତକ ହେଉଛନ୍ତି ବିହାରର ବିଜୟ ପାଶୱାନ ।  ତାଙ୍କୁ…