Latest Odisha News

BREAKING NEWS

Browsing Category

ଫିଚର

ହଜମ ଜନିତ ସମସ୍ୟା ଥିଲେ ଡାଏଟରେ ସାମିଲ କରନ୍ତୁ ଉପଯୁକ୍ତ ଖାଦ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ଲୋକେ ନିଜର କର୍ମ କ୍ଷେତ୍ରରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସେମାନେ ଆରାମରେ ମଧ୍ୟାହ୍ନ ଭୋଜନ, ରାତ୍ରୀ ଭୋଜନ ଏପରିକି ଜଳଖିଆ ଖାଇବାକୁ ମଧ୍ୟ ସମୟ ପାଆନ୍ତି ନାହିଁ। ଆଉ ଏହି କାରଣରୁ ଶୀଘ୍ର ଖାଉଥିବା ଜିନିଷଗୁଡ଼ିକ ସଠିକ୍ ଭାବରେ ହଜମ ହୁଏ ନାହିଁ ଏବଂ ପରେ…

ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବାଦ ପଡିଲେ ମନ୍ତ୍ରୀ ରୋହିତ ପୂଜାରୀ । ଉଚ୍ଚଶିକ୍ଷା ବିଭାଗ ପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆ ଯାଇଥିବା ନେଇ ଶୁକ୍ରବାର ସୂଚନା ଦିଆଯାଇଛି । ନିଜ ବିଭାଗରେ ରୋହିତଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବା କାରଣରୁ ତାଙ୍କ ହାତରୁ ବିଭାଗ କାଢିନେବା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଯାଏ ହିଟୱେଭ୍ ସହ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜି ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ୧୨ ତାରିଖ…

ମୀରା ରୋଡ ହତ୍ୟା ମାମଲା, ସରସ୍ୱତୀ ଆତ୍ମହତ୍ୟା କରିଛି କହିଲା ଅଭିଯୁକ୍ତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁମ୍ବାଇର ମୀରା ରୋଡରେ ଲିଭ-ଇନ ପାର୍ଟନରକୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ପୋଲିସକୁ ଦେଇଛି ବୟାନ। ଅଭିଯୁକ୍ତ ମନୋଜ ସାନେ କହିଛି ଯେ ମୃତ ସରସ୍ୱତୀ ବୈଦ୍ୟ ଆତ୍ମହତ୍ୟା କରିଥିଲେ ଏବଂ ସେ ତାଙ୍କୁ ତାଙ୍କର ଝିଅ ବୋଲି ଭାବିଥିଲେ। ସେ ସରସ୍ୱତୀଙ୍କୁ ହତ୍ୟା କରିନାହିଁ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି-ବାହାନଗା ହାଇସ୍କୁଲର ପୁନଃନିର୍ମାଣ ହେବ

ବାଲେଶ୍ୱର‍: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ ।  5T ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିର୍ଦ୍ଦେଶ…

ଓଲିଉଡରେ ପୁଣି ତେଜିଲା କାଷ୍ଟିଂ କାଉଚ ବିବାଦ; ମୁହାଁମୁହିଁ ହେଲେ ପ୍ରଯୋଜକ-ଅଭିନେତ୍ରୀ

ଭୁବନେଶ୍ୱର:ଓଲିଉଡରେ କାଷ୍ଟିଂ କାଉଚକୁ ନେଇ ପୁଣି ତେଜିଲା ବିବାଦ । ମୁହାଁମୁହିଁ ହୋଇଛି ପ୍ରଯୋଜକ-ଅଭିନେତ୍ରୀ । ଏମିତିକି କାଷ୍ଟିଂକାଉଚକୁ ନେଇ ହ୍ୱାଟସଅପ ଚାଟିଂ ମଧ୍ୟ ଭାଇରାଲ ହୋଇଛି । ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଗତକାଲି ସାଂଘାତିକ ଅଭିଯୋଗ…

ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା; ଚେନ୍ନାଇରେ ଲାଇନ୍‌ଚ୍ୟୁତ ହେଲା ଜନଶତାବ୍ଦୀ ଏକ୍ସପ୍ରେସ୍

ଚେନ୍ନାଇ: ପୁଣି ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍। ଏଥର ଚେନ୍ନାଇରେ ଲାଇନ୍‌ଚ୍ୟୁତ ହୋଇଛି ଜନଶତାବ୍ଦୀ ଏକ୍ସପ୍ରେସ୍। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇର ବାସିନ ବ୍ରିଜ୍ ୱାର୍କସ୍‌ଅପ୍ ନିକଟରେ ଜନଶତାବ୍ଦୀର ଏକ୍ସପ୍ରେସ୍ର ଦୁଇଟି ଚକ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟର…

ହରିଦ୍ୱାର ଋଷିକେଶ ମନ୍ଦିରରେ କଡ଼ା ନିୟମ: ଶଟ୍ ଡ୍ରେସ୍ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ପ୍ରବେଶ ମନା

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରର କନଖଲ ସ୍ଥିତ ଦକ୍ଷ ପ୍ରଜାପତି ମନ୍ଦିର ଓ ଋଷିକେଶର ନୀଳକଣ୍ଠ ମହାଦେବ ମନ୍ଦିରଗୁଡ଼ିକରେ ଲାଗୁ ହେଲା କଡ଼ା କଟକଣା। ଏଣିକି ଶଟ୍‌ ଡ୍ରେସ୍‌ କିମ୍ବା ଫଟା ଜିନ୍ ପିନ୍ଧି ଆସିଲେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମିତ ମିଳିବ ନାହିଁ। ଏନେଇ ମନ୍ଦିର ବାହାରେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍ଏ‌ଆଇ ସିଇଓ ଅଲ୍ଟମ୍ୟାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କଲେ ଓପେନ୍‌ଏଆଇର ସିଇଓ ସାମ ଅଲ୍ଟମ୍ୟାନ। ଭାରତ ଗସ୍ତରେ ଆସିଥିବା ଅପେନ୍‌ଏଆଇ ସିଇଓ ଆଇଆଇଆଇଟି ଦିଲ୍ଲୀରେ ଡିଜିଟାଲ ଇଣ୍ଡିଆ ଡାଏଲଗ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ…

ହ୍ୱାଟ୍ସଆପ୍‌ରେ ମେସେଜ୍ କରି ଶରଦ ପୱାରଙ୍କୁ ହତ୍ୟା ଧମକ, ଥାନାରେ ପହଞ୍ଚିଲେ ସୁପ୍ରିୟା ସୁଲେ

ମୁମ୍ବାଇ: ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ ମେସେଜ୍‌ରେ ହତ୍ୟା ଧମକ ମିଳିଥିବା ତାଙ୍କ ଝିଅ ତଥା ଏନ୍‌ସିପି ସାଂସଦ ସୁପ୍ରିଆ ସୁଲେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ…