Latest Odisha News

BREAKING NEWS

Browsing Category

ଫିଚର

ପାଟଣାଗଡ଼ରେ ଚାଞ୍ଚଲ୍ୟ, ବୋମା ବିସ୍ଫୋରଣରେ ଯୁବକ ଗୁରୁତର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ବୋମା ବିସ୍ଫୋରଣ। ଉକ୍ତ ବ୍ଲକର ବିଲେଇସାଥୀ ଗାଁ ନିକଟରେ ପରିତ୍ୟକ୍ତ ଅବସ୍ଥାରେ ଏକ ପଲିଥିନ ଭିତରେ ଥିବା ବୋମା ହେଲା ବିସ୍ଫୋରଣ। ଏହି ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ ଉକ୍ତ ଗ୍ରାମର ହେମସାଗର…

ଅଣସର ପିଣ୍ଡିରେ ଗୁପ୍ତନୀତି, ଆଜି ଶ୍ରୀଜିଉଙ୍କ ଫୁଲୁରି ତେଲ

ପୁରୀ : ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୁର୍ତ୍ତି । ଅଣସର ଘରେ ଦଇତାପତି ଓ ମହାପାତ୍ର ସେବକ ମାନେ ନିଷ୍ଠାର ସହ କରୁଛନ୍ତି ଚିକିତ୍ସା। ଅଣସର ପିଣ୍ଡିରେ ଚାଲିଛି ଗୁପ୍ତନୀତି। ଜ୍ୟେଷ୍ଠ କୃଷ୍ଣ ପ୍ରତିପଦଠାରୁ ଚତୁର୍ଥୀ ତିଥି ମଧ୍ୟରେ…

ଓଟିପି ସେୟାର କରି ପାକିସ୍ତାନୀ ଗୁଇନ୍ଦା ଅଧିକାରୀ ସହ ଲିଙ୍କ ଅଭିଯୋଗ, ଗିରଫ କଲା ଏସଟିଏଫ୍

ଭୁୂୂବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା କର୍ମଚାରୀଙ୍କ ସହ ଓଟିପି ସେୟାରିଂ ସ୍କାମର ତଦନ୍ତ ଚାଲିଥିବା ବେଳେ ବୁଧବାର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଆଉ ଏକ ଗିରଫ କରିଛି। ଗିରଫ ଯୁବକ ଜଣକ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିତାମା ଗ୍ରାମର ପ୍ରଦ୍ୟୁମ୍ନ କୁମାର ସାହୁ(୩୨)।…

ତିନି ଦିନ ପରେ ବୋରଓ୍ବେଲରୁ ଉଦ୍ଧାର ହେଲା ସୃଷ୍ଟି; କିନ୍ତୁ ବଞ୍ଚିପାରିଲାନି

ଭୋପାଳ: ସିହୋରରେ ଏକ ବୋରୱେଲରେ ପଡ଼ିଥିବା ଅଢେଇ ବର୍ଷର ଝିଅକୁ ଉଦ୍ଧାର କରାଗଲା। ପ୍ରାୟ ୫୫ ଘଣ୍ଟା ପରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ତେବେ ଶେଷରେ ଝିଅଟି ସବୁ ଦିନ ପାଇଁ ଆଖି ବୁଜି ଦେଇଛି। ମଙ୍ଗଳବାର ଅପରାହ୍ନରେ ନାବାଳିକା ଜଣକ ମୁଙ୍ଗାୱାଲି ଗାଁର ଏକ କ୍ଷେତରେ ୩୦୦ ଫୁଟ ଗଭୀର…

ରାଜଧାନୀରେ କାଳବୈଶାଖୀ ପ୍ରଭାବ, ଗଛ ପଡ଼ିଯିବାରୁ ରାସ୍ତା ସାଙ୍ଗକୁ ବିଜୁଳି ସେବା ବ୍ୟାହତ

ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବ ପଡ଼ିଥିଲା। ଘଡ଼ଘଡ଼ି ସହ ପବନ ବହିବା ଫଳରେ ରାଜଧାନୀରେ ଗଛ ଉପୁଡ଼ିବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇଥିଲା ପରେ ସ୍ବାଭାବିକ ହୋଇଛି।…

ଖରିଆର ରୋଡ଼ ଷ୍ଟେସନରେ ପୁରୀ ଇଣ୍ଟରସିଟି ଏକ୍ସପ୍ରେସର ଏସି କୋଚରେ ନିଆଁ, ନିଆଗଲା ତ୍ୱରିତ ପଦକ୍ଷେପ

ନୂଆପଡା: ଖରିଆର ରୋଡ଼ ରେଳ ଷ୍ଟେସନ ଠାରେ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ବିଥ୍ରୀ ଏସି ବଗିରେ ନିଆଁ ଲାଗିଥିଲା। ଖରିଆର ରୋଡ ଷ୍ଟେସନରେ ଟ୍ରେନ ନମ୍ବର ୧୮୪୨୬ର ବି୩ କୋଚ୍ ବ୍ରେକରେ ନିଆଁ ଲାଗିଯାଇଥିଲା। ଆଲାର୍ମ ଚେନ୍ ଆକ୍ଟିଭ୍ ହେବା ପରେ ବ୍ରେକ୍ ସମ୍ପୂର୍ଣ୍ଣ ଭାବେ ଛାଡ଼ି ନ ପାରିବାରୁ ଏଭଳି…

ରେଳ ଧାରଣାର ଇଣ୍ଟରଲିକିଂରେ ପଥର, ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ଦୁର୍ଘଟଣା

ଭଦ୍ରକ: ବାହାନଗାରେ ଶୁକ୍ରବାର ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ସ୍ମୃତିକୁ ମନେ ପକାଇ ଭଦ୍ରକ ଜିଲ୍ଲାରେ ଆଉ ଏକ ବଡ଼ ଦୁର୍ଘଟଣାକୁ ଅଳ୍ପକେ ଏଡ଼ାଇ ଦିଆଯାଇଛି। ଜଣେ ରେଳ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭଣ୍ଡାରିପୋଖରୀ ଥାନା ଅଧିନରେ ଥିବା ମଞ୍ଜୁରୀ…

ଧାନର ଏମଏସପି ବୃଦ୍ଧି ନେଇ ତେଜିଲା ରାଜନୀତି, କେନ୍ଦ୍ର ବିରୋଧରେ ବର୍ଷିଲେ ବିଜେଡି-କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ଉଲ୍ଲେଖନୀୟ ବୃଦ୍ଧି ଘୋଷଣା କରି ଆଗାମୀ ୨୦୨୩-୨୪ (ଜୁଲାଇ-ଜୁନ୍) ଖରିପ ଋତୁ ପାଇଁ କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରି ୨୧୮୩ ଟଙ୍କା କରିଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସେମାନଙ୍କ…

ଶିଖରଙ୍କ ପୁଅକୁ ଭାରତ ଆଣିବା ପାଇଁ ଆୟେଶାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ପୁତ୍ରଙ୍କୁ ଭାରତ ଆଣିବା ପାଇଁ ପତ୍ନୀ ଆୟେଶା ମୁର୍ଖାଜୀଙ୍କୁ ପଟିୟାଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାୱନ ଦମ୍ପତି ପରସ୍ପରଠାରୁ ଅଲଗା ରହୁଛନ୍ତି । ବିବାହ ବିଚ୍ଛେଦ ଏବଂ ପୁଅର କଷ୍ଟଡି ନେଇ ମାମଲା ଏବେ ବି…

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ମିଛ ଖବର ପ୍ରସାର କରି ବିଜେପି ସମର୍ଥକ ଗିରଫ

ଚେନ୍ନାଇ: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ମିଛ ଖବର ପ୍ରଚାର ପ୍ରସାର କରିବା ମହଙ୍ଗା ପଡ଼ିଛି । ବୃତ୍ତିରେ ଓକିଲ ଥିବା ଜଣେ ବିଜେପି ସମର୍ଥକଙ୍କୁ ଗିରଫ କରିଛି ତାମିଲନାଡ଼ୁ ପୋଲିସ । ତାମିଲନାଡ଼ୁ କନ୍ୟାକୁମାରୀ ଜିଲ୍ଲାର ସେନ୍ଥିଲ୍ କୁମାରଙ୍କୁ ପୋଲିସ ଗିରଫ କରିଛି । ଖବର ଅନୁସାରେ,…