Latest Odisha News

BREAKING NEWS

Browsing Category

ଫିଚର

ବ୍ୟର୍ଥ ହେଲା ସମସ୍ତ ଉଦ୍ୟମ, ଆଖି ଓଦା କରି ଚାଲିଗଲା ପୁଲର ପିଲାର ମଧ୍ୟରେ ଫସିଥିବା ରଞ୍ଜନ

ପାଟନା: ବିହାରର ରୋହତାସ ଜିଲ୍ଲାର ସୋନ ନଦୀ ପୁଲର ପିଲାର ମଧ୍ୟରେ ଫସି ଯାଇଥିବା ୧୧ ବର୍ଷର ଶିଶୁ ରଞ୍ଜନ କୁମାରକୁ ବଂଚାଇବା ସମ୍ଭବପର ହୋଇ ନାହିଁ । ବ୍ୟର୍ଥ ହୋଇଛି ସମସ୍ତ ଉଦ୍ୟମ ଏବଂ ଅକ୍ଳାନ୍ତ ପରିଶ୍ରମ, ଶେଷରେ ସମସ୍ତଙ୍କ ଆଖିକୁ ଓଦା କରି ଶିଶୁଟି ଆରପାରିକୁ ଚାଲିଯାଇଛି । ୨୫ ଘଂଟାର…

ରଥ ଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଜଗିବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମୟରେ କଡ଼ା ସୁରକ୍ଷା ବଳୟରେ ରହିବ ପୁରୀ ସହର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନ ଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ଵରେ ରହିବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ । ନବଦିନାତ୍ମକ ଯାତ୍ରା ସମୟରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ…

ବଘେଲଙ୍କ ଗଣିତ ଭୁଲ କରିବାକୁ ଅଙ୍କ କଷୁଛନ୍ତି ଶାହା

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଛତିଶଗଡ଼ରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଉଭୟ କଂଗ୍ରେସ ଓ ବିଜେପି ନିଜ ନିଜର ରାଜନୈତିକ କାର୍ଯ୍ୟକ୍ରମକୁ ତୀଵ୍ର କରିଛନ୍ତି। କଂଗ୍ରେସ ପକ୍ଷରୁ ଅଵ କି ବାର ୭୫ ପାରର ନାରା ଦିଆଯାଇ ରାଜ୍ୟବ୍ୟାପୀ…

‘ମୋଦିଙ୍କୁ ହରାଇପାରିବେ ପ୍ରିୟଙ୍କା’

ଭୁବନେଶ୍ୱର: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିବ କି ବଡ଼ ଦାୟିତ୍ୱ। ଉତ୍ତରପ୍ରଦେଶ ଦାୟିତ୍ବରୁ ମୁକ୍ତି ପାଇ ପ୍ରିୟଙ୍କା ସାରା ଦେଶରେ କଂଗ୍ରେସକୁ ଶକ୍ତ କରିବାର ଦାୟିତ୍ୱ ନେବେ କି। ଏମିତି କିଛି କଳ୍ପନାଜଳ୍ପନା ଏବେ ଜାତୀୟ ରାଜନୀତିରେ ଦେଖିବାକୁ ମିଳିଛି। କର୍ଣ୍ଣାଟକ…

ଓଡ଼ିଶାରେ ଆପକୁ ଜିତାଇବ କି ମାଗଣା ବିଜୁଳି ଫଣ୍ଡା?

ଭୁବନେଶ୍ୱର: ଓଡ଼ିଶାରେ ଦୁଇଶହ ୟୁନିଟ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଦାବି କରିଛି ଆମ ଆଦମୀ ପାର୍ଟି। ଏହି ଦାବି ନେଇ ପାର୍ଟିର ହଜାର ହଜାର କର୍ମୀ ଓ କାର୍ଯ୍ୟକର୍ତା ପିଏମଜି ଛକରେ ଏକାଠି ହୋଇଥିଲେ। ଏ ସମ୍ପର୍କିତ ଦାବିକୁ ନେଇ ରାଜ୍ୟର ପାଞ୍ଚ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ଏକ…

କଳ୍ପନା ଜଳ୍ପନାର ଅବସାନ ଘଟାଇ ଇଂଟର ମିୟାମିରେ ଯୋଗ ଦେବେ ମେସି

ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସି କେଉଁ କ୍ଲବ ସହ ଚୁକ୍ତିବଦ୍ଧ ହେବେ ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହାର ଅବସାନ ଘଟାଇ ମେସି ଏବେ ଇଂଟର ମିୟାମି କ୍ଲବରେ ଯୋଗ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ମେସି ତାଙ୍କର ପ୍ରଥମ କ୍ଲବ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୬୯ରେ ଅଲଆଉଟ

ଲଣ୍ଡନ: ଓଭାଲରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରି ଅଲଆଉଟ ହୋଇଯାଇଛି । ଷ୍ଟିଭ ସ୍ମିଥ ଓ ଟ୍ରାଭିସ ହେଡଙ୍କ ଆକର୍ଷଣୀୟ ଶତକ ଯୋଗୁ ଅଷ୍ଟ୍ରେଲିଆ ବଡ ସ୍କୋର କରିବାରେ ସଫଳ ହୋଇଛି । ସ୍ମିଥ ୧୨୧ ଓ ହେଡ ୧୬୩ ରନର…

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି । ୯ ତାରିଖରେ…

କଙ୍କଡ଼ାହାଡ଼ରେ ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ଛୁଙ୍କ: ଢେଙ୍କାନାଳ ଲୋକସଭା ଆସନରୁ ଲଢିବେ କି ?

ଢେଙ୍କାନାଳ: ଢେଙ୍କାନାଳରେ କେନ୍ଦ୍ର ଦକ୍ଷତା ବିକାଶ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଙ୍କଡାହାଡ ସାଧାରଣ ସଭାରେ ଦେଲେ ନିର୍ବାଚନୀ ଛୁଙ୍କ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଆଉ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ ।  ପରଜଙ୍ଗ ଓ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଗସ୍ତରେ  ଯାଇଥିବା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରସିଦ୍ଧ-କୃଷ୍ଣା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପେସ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ରଚନା କୃଷ୍ଣାଙ୍କୁ ବିବାହ କରିଛନ୍ତି । ୬ଜୁନରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଏହାର ୨ ଦିନ ପରେ ବିବାହ ହୋଇଛି । ବାହାଘର ବେଳର ଉଭୟଙ୍କ…