Latest Odisha News

BREAKING NEWS

Browsing Category

ଫିଚର

ଆୟଠୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ, ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି । ସଞ୍ଜୟଙ୍କ ଆୟଠୁ ୩୩୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସର ୪ ଜଣ ଡିଏସ୍ଏସପିଙ୍କ ନେତୃତ୍ୱରେ ୧୦ ଜଣ ଇନ୍ସପେକ୍ଟର,…

ବାହାନଗା ଦୁର୍ଘଟଣା ପରେ ୨ ରାଜ୍ୟର ଶହେରୁ ଅଧିକ ଯାତ୍ରୀଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଦୁର୍ଘଟଣା ପରେ ମୃତାହତଙ୍କ ତାଲିକା ସରକାରଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଛି । ଏସଆରସି, ବିଏମସି ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୱେବସାଇଟରେ ମୃତାହତଙ୍କ ଫଟୋ ରହିଛି । ତଥାପି ପଶ୍ଚିମବଙ୍ଗ ଓ ବିହାରର ଶତାଧିକ ଯାତ୍ରୀଙ୍କ ଖୋଜ…

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍

ଭୁବନେଶ୍ୱର: ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ । ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗାରେ ଘଟିଥିବା ଛାତି ଥରା ଦୁର୍ଘଟଣାକୁ ୪ ଦିନ ବିତିଥିବା ବେଳେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ରାଜଧାନୀ ଏକ୍ସପ୍ରେସ୍ । ମିଳିଥିବା ସୂଚନା ଅନୁସାରେ,…

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟା ପ୍ରତି ୨ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ଏବେ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୮୯୦ କିଲୋମିଟର ଦୂରରେ ରହିଥିବା ବେଳେ…

୨୦୩୦ ସୁଦ୍ଧା ଲୋପ ପାଇବ ସମୁଦ୍ର ବରଫ, ବୃଦ୍ଧି ପାଇବ ବିଶ୍ୱର ତାପମାତ୍ରା

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରକୃତିର ପରିବର୍ତ୍ତନ ଯୋଗୁଁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରିଲା ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ୍ ମହାସାଗରର ସମର ସି ଆଇସ ବା…

ଆଗାମୀ ୪୮ ଘଣ୍ଟାରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ରଜ ପରେ ଓଡ଼ିଶା ଛୁଇଁବ !

ଭୁବନେଶ୍ୱର: ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । https://twitter.com/mcbbsr/status/1666321217052344320…

ଇରାନକୁ ଆହୁରି ଶକ୍ତିଶାଳୀ କଲା ହାଇପରସୋନିକ ମିସାଇଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶବ୍ଦ ଠାରୁ ଅଧିକ ୧୫ ଗୁଣ ଦୃତରେ ଗତି କରୁଥିବା ଏକ ହାଇପରସୋନିକ୍ ମିସାଇଲ ଲଞ୍ଚ କଲା ଇରାନ। ଇରାନ ଦାବି କରିଛି ଯେ ଫତାହ ନାମକ ଏହି ମିସାଇଲର ଲକ୍ଷ୍ୟ ଭେଦ କରିବାର କ୍ଷମତା ୧୪ଶହ କିମି ରହିଛି। ଏହାର ଗତି ଅଧିକ ସ୍ପିଡ ଥିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ…

ଭୋଜି ଖାଇ ଫେରୁଥିବା ବେଳେ ବୁଡିଲା ଡଙ୍ଗା, ଦୁଇ ନାବାଳକ ନିଖୋଜ

ମଲକାନଗିରି: ବାହାଘର ଭୋଡି ଖାଇ ଫେରୁଥିବା ବେଳେ ଅଘଟଣ। ମଝି କେନାଲ୍‌ରେ ବୁଡ଼ିଲା ଡଙ୍ଗା। ପାଣିରେ ବୁଡ଼ି ଦୁଇ ନାବାଳକ ନିଖୋଜ। ମାଲକାନଜିଲ୍ଲା ଖିଇରପୁଟ ବ୍ଳକ ଦେଇ ଯାଇଥିବା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଏଭଳି ଦୁର୍ଘଟଣା ଘଟିଛି। ଜଳଭଣ୍ଡାରରେ ଉପରପାର୍ଶ୍ୱର କେନାଲରେ ବୁଡ଼ି ୨ ଜଣ ନାବାଳକ ନିଖୋଜ…

ମୃତକଙ୍କୁ ଚିହ୍ନଟ କରିବା ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯାଅ: ପୂର୍ବତଟ ରେଳପଥ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ନିଖୋଜଙ୍କ ସମ୍ପର୍କୀୟଙ୍କ ସେମାନଙ୍କ ପରିବାର ଲୋକଙ୍କୁ ଖୋଜି ଖୋଜି ନଆନ୍ତ ହେଉଛନ୍ତି। କେଉଁ ଡାକ୍ତରଖାନାରେ ତାଙ୍କ ସମ୍ପର୍କୀୟ ରହିଛନ୍ତି ସେ ନେଇ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ ରାଜଧାନୀର ବିଭିନ୍ନ ହସ୍‌ପିଟାଲ୍‌ରେ ସମ୍ପର୍କୀୟଙ୍କ ଭିଡ଼…

ମଝି ଆକାଶରେ ଏୟାର ଇଣ୍ଡିଆକୁ ଝଟକା, ଋଷ ବିମାନ ବନ୍ଦରରେ କଲା ଜରୁରୀକାଳୀନ ଅବତରଣ

ଓଡିଶା ସମ୍ବାଦ ବ୍ୟୁରୋ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ଇଞ୍ଜିନ ତୃଟି। ଜରୁରୀକାଳୀନ ଅବତରଣ ପାଇଁ ଋଷକୁ ମାଗିଲା ଅନୁମତି। ସୂଚନା ଅନୁସାରେ ମଙ୍ଗଳବାର ଦିଲ୍ଲୀରୁ ସାନ ଫ୍ରାନ୍ସିସକୋକୁ ଏୟାର ଇଣ୍ଡିଆ ବିମାନ AI173 ଉଡ଼ାଣ ଭରିଥିଲେ। ହେଲେ ହଠାତ ମଝି ଆକାଶରେ ଦେଖାଦେଇଥିଲା ଯାନ୍ତ୍ରୀକ…