Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦୨୩ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟରର ଉଦଘାଟନ କରିଛନ୍ତି। ରାଜଧାନୀରେ ଖୋଲା ହୋଇଥିବା ଏହି ତିନୋଟି ଫୁଟବଲ ଟ୍ରେନିଂ ସେଣ୍ଟର ହେଲା ଓଡ଼ିଶା ଫୁଟବଲ ଏକାଡେମି, ଭୁବନେଶ୍ୱର ଫୁଟବଲ…

ଯୁକ୍ତ ଦୁଇ କମର୍ସ ଟପ୍ପରଙ୍କୁ ସହାୟତା ପ୍ରଦାନ କଲା ଜିଲ୍ଲା ପ୍ରଶାସନ

ମାଲକାନଗିରି : ୨୦୨୨ ମସିହାରେ ମାଲକାନଗିରି ଜିଲ୍ଲାରୁ ଯୁକ୍ତ ଦୁଇରେ କମର୍ସ ଟପ୍ପର ହୋଇଥିବା କର୍ମା ମୁଦୁଲି ବୁଧବାର ମାଲକାନଗିରି ଡିଡବ୍ଲ୍ୟୁଓ ପ୍ରଫୁଲ କୁମାର ଭୁଜବଳଙ୍କ ଠାରୁ ୩୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି। ଯାହା ତାଙ୍କ ପାଠପଢା ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ…

ପତ୍ନୀଙ୍କ ପରକୀୟା ପ୍ରତି ସହିନପାରି ହତ୍ୟା କରିଥିବା ଅଭିଯୋଗ, ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର:  ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପତ୍ନୀ ମଧୁସ୍ମିତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅନା ଗ୍ରାମର ପ୍ରଦୀପ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ପ୍ରଦୀପଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ…

ମା’କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲା ପୁଅ ନବୀନ

ନବରଙ୍ଗପୁର: ୨୦୨୨ ମସିହା ମାର୍ଚ୍ଚ ମାସରେ ନବରଙ୍ଗପୁର ଦରୁଆବନ୍ଧ ସାହିରେ ଟଙ୍କା ପାଇଁ ମା'କୁ ହତ୍ୟା କରିଥିବା ଅଭିଯୋଗରେ ପୁଅ ନବୀନ ଅମନ୍ତ୍ୟା ନାମକ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୁଧବାର କୋର୍ଟରେ ନବୀନଙ୍କ ପୁଅ ତଥା ମୃତ ମହିଳାଙ୍କ ନାତି ରାଜା ଅମନ୍ତ୍ୟାଙ୍କ ବିରୋଧରେ…

ଅଧିକ ରିଟର୍ଣ୍ଣ ପାଇବା ଆଶାରେ ହରାଇଲେ ୧୪ ଲକ୍ଷ ୫୩ ହଜାର ଟଙ୍କା, ସାଇବର ଥାନାରେ ମାମଲା ପରେ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚିନ୍ତାମଣେଶ୍ୱରୀ ଅଞ୍ଚଳର ପ୍ରମୋଦ ସାହୁ ନାମକ ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇ ୧୪ ଲକ୍ଷ ୫୩ ହଜାର ଟଙ୍କାର କ୍ଷତି ସହିଛନ୍ତି। ପ୍ରମୋଦ ଏନେଇ ଅଭିଯୋଗ କରିବା ପରେ ସାଇବର ଥାନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଠକେଇରେ…

ଆଇପିଏଲ ଫାଇନାଲକୁ ଡିଜିଟାଲରେ ଉପଭୋଗ କଲେ ରେକର୍ଡ ସଂଖ୍ୟକ ଦର୍ଶକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚକୁ ରେକର୍ଡ ସଂଖ୍ୟକ ଦର୍ଶକ ଡିଜିଟାଲ ପ୍ଲାଟଫର୍ମରେ ଉପଭୋଗ କରିଛନ୍ତି । ରିପୋର୍ଟ ମୁତାବକ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚକୁ ୧୨କୋଟିରୁ ଊର୍ଦ୍ଧ୍ୱ ଦର୍ଶକ ଉପଭୋଗ କରିଛନ୍ତି । ରିଲାଏନ୍ସ…

ରେସଲରଙ୍କ ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ?

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରଙ୍କ ଧାରଣର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ନ୍ୟାୟ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ଏବେ ଧିରେ ଧିରେ ଅନ୍ୟ ହାତକୁ ଚାଲିଯାଉଛି । ତେବେ ରେସଲରଙ୍କ ଏହି ଆନ୍ଦୋଳନକୁ ହାଇଜ୍ୟାକ କରୁଛି କିଏ ? ଏଥିରେ…

ଜୁନ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ପ୍ଲସ୍-୨ କଳା ପରୀକ୍ଷା ଫଳ ଜୁନ୍ ୮ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ବୁଧବାର ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ଜୁନ୍ ୮…

ଆକଳନ ଠାରୁ ଅଧିକ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଥିବା ବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅଭିବୃଦ୍ଧି ହାର ଆକଳନ ଠାରୁ ଅଧିକ ରହିଛି । ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା…

ସୁନ୍ଦରୀ ପ୍ରତିଯୋଗିତାରେ ବିଜେତାଙ୍କ ମୁକୁଟ ଭାଙ୍ଗିଦେଲେ ପରାସ୍ତ ପ୍ରତିଯୋଗୀଙ୍କ ସ୍ୱାମୀ

ବ୍ରାଜିଲ: ପ୍ରତ୍ୟେକ ପ୍ରତିଯୋଗିତାରେ ହାର-ଜିତ୍ ଥାଏ । ପ୍ରତିଯୋଗିତାରେ କେହି ତ ଜଣେ ବିଜୟୀ ହୋଇଥାନ୍ତି । ଅନ୍ୟ ପ୍ରତିଯୋଗୀମାନେ ହାରୁଥିଲେ ବି ଆଗାମୀ ଦିନରେ ପୁଣି ଜିତିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବ୍ରାଜିଲରେ ଆୟୋଜିତ ଏକ ସୁନ୍ଦରୀ ପ୍ରତିଯୋଗିତାରେ ଭିନ୍ନ କିଛି ଦେଖିବାକୁ…