Latest Odisha News

BREAKING NEWS

Browsing Category

ଫିଚର

ଏସସିବିରେ ଆହତଙ୍କୁ ଭେଟିଲେ ମମତା; କହିଲେ ଆମର ଆହୁରି ୩୧ ନିଖୋଜ ଅଛନ୍ତି

ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାରେ ଆହତ ରୋଗୀଙ୍କୁ ଦେଖିବା ପାଇଁ କଟକ ଏସିବିରେ ପହଞ୍ଚିଛନ୍ତି ରେଭେନ୍ସା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଓଡ଼ିଶା ଗସ୍ତରେ ଆସି ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେଠାରୁ ଏସସିବି ହସ୍ପିଟାଲ ଯାଇ…

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ବଜାରରେ ଜୁନ୍ ୨ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ମାମଲା ରୁଜୁ କରିଛି ସିବିଆଇ । ଆଜି ସିବିଆଇର ଏକ ଟିମ୍ ବାହାନଗା ଦୁର୍ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିବା ସହ ରେଳ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଆବେଦନ ଅନୁସାରେ ମାମଲା ରୁଜୁ କରିଛି । ଜୁନ୍ ୨ ଶୁକ୍ରବାର…

ରେଳ ଦୁର୍ଘଟଣା: ୭ ଜିଲ୍ଲାର ମୃତକଙ୍କ ଆତ୍ମୀୟଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ସହାୟତା ରାଶି

ଭୁବନେଶ୍ୱର:ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ଓଡ଼ିଶାରୁ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଆଜି ୭ଟି ଜିଲ୍ଲାର ମୃତକଙ୍କ…

ଏହି ରୋଗ ହେଲେ ଫୁଲିଯାଏ ଶରୀର, ଲକ୍ଷଣ ଚିହ୍ନି ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ କୌଣସି ପ୍ରକାର ରୋଗ ଥିଲେ ହାତ, ଗୋଡ଼ ବା ପାଦ ଫୁଲିଯିବା ଭଲ ଲକ୍ଷଣ ନୁହେଁ। ତେବେ କେଉଁ ରୋଗ କାରଣରୁ ହାତ, ଗୋଡ଼ ଫୁଲିଯାଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ତେବେ ୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ। ସର୍ବପ୍ରଥମେ ଯଦି କିଡନୀରେ କୌଣସି…

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ମୃତକଙ୍କ ମଧ୍ୟରୁ ୪୦ ଜଣ ବିଦ୍ୟୁତ ଆଘାତରୁ ମରିଛନ୍ତି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଯାତ୍ରୀ ଆହତ ହୋଇଛନ୍ତି । ହେଲେ ମୃତକଙ୍କ ମଧ୍ୟରୁ ୪୦ ଜଣଙ୍କର ବିଦ୍ୟୁତ ଆଘାତରୁ ମୃତ୍ୟୁ ଘଟିଥିବା କୁହାଯାଉଛି । ଏମିତି ତଥ୍ୟ ରହିଛି ରେଳବାଇ…

୧୨ ଘଣ୍ଟାରେ ଆରବସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଆଦିପୁରୁଷ: ପ୍ରତ୍ୟେକ ଥିଏଟରରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ଖାଲି ରଖିବାକୁ ଘୋଷଣା

ମୁମ୍ବାଇ: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ପ୍ରଭାସଙ୍କ ଫ୍ୟାନ୍ସ। ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକଙ୍କ ଉତ୍ସାହ ସୃଷ୍ଟି ହୋଇଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଉତ୍ସାହ ଦ୍ବିଗୁଣି ବଢିଯାଇଛି।…

ଘୋଳ ଦହି ପେଟକୁ ରଖେ ସୁସ୍ଥ, ଜାଣନ୍ତୁ ସେବନର ସଠିକ ସମୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକେ ଘୋଳ ଦହି ବା ବଟରମିଲ୍କ ପିଇବା ଆରମ୍ଭ କରନ୍ତି। ବାସ୍ତବରେ ଏହା ଏକ ଉତ୍ତମ ପାନୀୟ ଯାହା ଶରୀରକୁ ଥଣ୍ଡା ରଖିବା ସହିତ ଅନେକ ରୋଗ ଭଲ କରିଥାଏ। ଏହାର ବ୍ୟବହାର ଦ୍ୱାରା ଶରୀରରେ ଜଳର ଅଭାବ ଦେଖାଦିଏ ନାହିଁ। ଏହା ବ୍ୟତୀତ ଅନେକ ପୋଷକ…

ବାହାନଗା ଟ୍ରେନ୍ ଦୁର୍ଘଟଣା; ଭୁବନେଶ୍ୱର ଏମ୍ସରେ ଥିବା ୬୬ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣରେ ଭୁବନେଶ୍ୱର ଏମ୍ସରେ ଥଇବା ୧୨୩ ମୃତଦେହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୬ଟି ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ଦିଆଯାଇ ସାରିଲାଣି। ବାକି ୫୭ ମୃତଦେହ ମଧ୍ୟରୁ ୪୧ଟି ମୃତଦେହକୁ ଦୁଇଟି କଣ୍ଟେନରରେ ରଖାଯାଇଥିବା ସୂଚନା ମିଳିଚି। ଏମ୍ସରେ ଏଠାରେ…

ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ହୋଇ ଓହ୍ଲାଇ ପଡିଲେ ଯାତ୍ରୀ

ବ୍ରହ୍ମପୁର: ଟ୍ରେନ ଦୁର୍ଘଟଣା ଯେମିତି ପିଛା ଛାଡୁନି । ବାଲେଶ୍ୱର ବାହାନଗାର ଭୟଙ୍କର ରେଳ ଦୁର୍ଘଟଣା ମନରୁ ଲଭିନି, ପୁଣି ବ୍ରହ୍ମପୁରଠାରେ ଟ୍ରେନରେ ଧୂଆଁ । ଏତେ ମାତ୍ରାରେ ଧୂଆଁ ବହାରିଲା ଯେ ଯାତ୍ରୀ ଭୟରେ ଓହ୍ଲାଇ ପଡିଥିଲେ । ମଙ୍ଗଳବାର ମଧ୍ୟାହ୍ନରେ ବ୍ରହ୍ମପୁର ଷ୍ଟ୍ରେଶନ ନିକଟରେ…