Latest Odisha News

BREAKING NEWS

Browsing Category

ଫିଚର

ଜିତିବାର ୨୪ ଘଣ୍ଟା ପରେ ହାରିଗଲେ କଂଗ୍ରେସ ପ୍ରାର୍ଥୀ; ନିର୍ବାଚନ କମିଶନଙ୍କ ବିରୋଧରେ କୋର୍ଟକୁ ଯିବେ

ବେଙ୍ଗାଲୁର:କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଲା । କଂଗ୍ରେସ ଶିବିରରେ ବିଜୟର ଦୀପାବଳି  । ସମସ୍ତେ ମନାଉଛନ୍ତି ବିଜୟ ଉତ୍ସବ । ହେଲେ ଏଇ କଂଗ୍ରେସ ନେତାଙ୍କୁ ଦେଖ, ବିଜୟର ଖୁସିକୁ  ଦିନଟିଏ ବି ଉପଭୋଗ କରିପାରିଲେ ନାହିଁ । ବିଜୟର ଦିନକ ପରେ ଅର୍ଥାତ ଗତକାଲି ସେ ଜାଣିବାକୁ…

ଉଚ୍ଛେଦ ବେଳେ ଉତ୍ତେଜନା, ମହିଳା ବ୍ୟବସାୟୀଙ୍କୁ ବାସନ ମାଜିବାକୁ ଅଧିକାରୀ କହିଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ୟୁନିଟ୍ ୨ ସ୍ଥିତ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଥିଲା। ବିଏମସି ଏନଫୋର୍ସମେଣ୍ଟ ଟିମର କିଛି ଅଧିକାରୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଅନେକ ଦୋକାନୀ । ଏହାର ଜବାବରେ ବହୁ…

ଯୁବକଙ୍କ ପ୍ରତିଭା: ପେପର କାଟି ପିନ୍ଧିଲେ ପୋଷାକ, ଉର୍ଫି ଜାଭେଦଙ୍କୁ ପକାଇଲେ ପଛରେ

ଦୁନିଆରେ ଅନେକ ପ୍ରତିଭାଶାଳୀ ଲୋକ ଅଛନ୍ତି । ଆଗରୁ ଅନେକ ପ୍ରତିଭା ଲୁଚି ରହୁଥିଲେ । ହେଲେ ଏବେ ନିଜର ପ୍ରତିଭା ଦେଖାଇବାକୁ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ । ପୂର୍ବରୁ ଅଭିନେତା, ଗାୟକ ଆଦିି ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡୁଥିଲା । କିନ୍ତୁ ଏବେ ଖୁବ୍ ସହଜରେ ଲୋକେ ନିଜର…

ଖଡଗେଙ୍କ ବିରୋଧରେ ୧୦୦ କୋଟିର ମାନହାନି ମକଦ୍ଦମା; କୋର୍ଟରୁ ଆସିଲା ସମନ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ପରେ ଏବେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ମାନହାନି ମକଦ୍ଦମା । ଏ ନେଇ ଖଡଗେଙ୍କ ପାଖକୁ ଯାଇଛି କୋର୍ଟ ନୋଟିସ । ଏହି କେସ କରିଛି ବଜରଙ୍ଗ ଦଳ । ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI)…

ଅସହ୍ୟ କଲାଣି ଗୁଳୁଗୁଳି ସାଙ୍ଗକୁ ତାତି; ଆହୁରି ତିନି ଦିନ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବ ବୋଲି ସୂଚନା ରହିଛି। ପଶ୍ଚିମ, ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ପବନ, ବାୟୁମଣ୍ଡଳର ଆର୍ଦ୍ରତା କମିବା…

୬୦ ବର୍ଷର ପୁରୁଣା ଘଣ୍ଟା ହେଲା ନିଲାମ: ଏତେ ଟଙ୍କା ମିଳିଲା ଯେ, ମର୍ସିଡ଼ିଜ୍ କାର କିଣିହେବ

ବ୍ରିଟେନ: ପୁରୁଣା ଜିନିଷଗୁଡିକୁ ଫିଙ୍ଗିଦିଅ ନାହିଁ । କାରଣ ସେହି ପୁରୁଣା ଜିନିଷ ତୁମକୁ ଧନୀ କରିଦେଇପାରେ । ବ୍ରିଟେନରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାଙ୍କ ବାପା ୬୦ ବର୍ଷ ପୂର୍ବେ କିଣିଥିବା ଘଣ୍ଟାକୁ ବିକ୍ରି କରି ଏବେ ଏତେ ଟଙ୍କା ପାଇଛନ୍ତି ଯେ, ଜାଣିଲେ…

ଝାରସୁଗୁଡା ଉପନିର୍ବାଚନର ସମୀକ୍ଷା କରିବ ତିନି ଜଣିଆ କମିଟି: ପିସିସି ସଭାପତି

ଭୁବନେଶ୍ୱର: ଏକ ତିନି ଜଣିଆ କମିଟି ଝାରସୁଗୁଡ଼ା ଗସ୍ତ କରି ଦଳର ଭୋଟ ପ୍ରତିଶତର କାରଣ ଖୋଜିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଏହାପରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ପିସିସି ସଭାପତି…

ଦୀପାଳି ହେବେ କି ମନ୍ତ୍ରୀ ? ପ୍ରମିଳା କହିଲେ ମୁଖ୍ୟମନ୍ତ୍ରୀ ଯେବେ ଚାହିଁବେ…

ଭୁବନେଶ୍ୱର: ନବ ନିର୍ବାଚିତ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ହେବେ କି ମନ୍ତ୍ରୀ ? ନବୀନଙ୍କ ମନ୍ତ୍ରିମଣ୍ଡଳରେ ଦୀପାଳି ପାଇବେ କି ମନ୍ତ୍ରୀ ପଦ ? ଏନେଇ ନାନା ଚର୍ଚ୍ଚା ଆଲୋଚନା ହେଉଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ…

ମୋକିମ ଓ ଚିରଞ୍ଜୀବଙ୍କ ଦଳ ବିରୋଧୀ ମନ୍ତବ୍ୟ ପାଇଁ ଉପନିର୍ବାଚନ ହାରିଲୁ: ତରୁଣ ପାଣ୍ଡେ

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଦଳୀୟ ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ୫ ହଜାରରୁ କମ୍ ଭୋଟ୍ ପାଇଛନ୍ତି। ତେବେ ଦଳ କାହିଁକି ଏତେ କମ୍ ଭୋଟ୍ ପାଇଲା ତାର କାରଣ କହିବାକୁ ଯାଇ ଝାରସୁଗୁଡା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର…

5ଜି ଆଣିବା ପରେ ବି ସ୍ଲାେ ହେଉଛି କି ଇଣ୍ଟରନେଟ ? ଜାଣନ୍ତୁ, କେମିତି ବଢାଇବେ ସ୍ପିଡ

ନୂଆଦିଲ୍ଲୀ:ଜିଓ ଏବଂ ଏୟାରଟେଲ ସାରା ଦେଶରେ ୫ଜି ସେବା ଯୋଗାଇ ଦେଉଛନ୍ତି ।  ଦ୍ରୁତ ଏବଂ ସୁଗମ ଇଣ୍ଟରନେଟ ସେବା ପାଇବା ପାଇଁ ଉପଭୋକ୍ତା ୫ଜି ସେବା ତ ନେଉଛନ୍ତି । ସେ ସେଇ ସ୍ପିଡ ପାଉ ନାହାନ୍ତି । ଏମିତି ଅଭିଯୋଗ ଅନେକ ଜାଗାରୁ ଆସୁଛି । ତେବେ ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ…