Latest Odisha News

BREAKING NEWS

Browsing Category

ଫିଚର

୧୫ ସହରରେ ୪୨ ଉପରେ ପାରଦ, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର/କାମାକ୍ଷାନଗର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଖରାରେ ସିଜୁଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଆଜି ରାଜ୍ୟର ୧୫ ସହରରେ ପାରଦ ୪୨ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ରାଜ୍ୟର ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ପାରଦ…

ବିଜେପି ହାତରୁ ଖସୁଛି କ୍ଷମତା ! ୨୦୨୪ରେ ଶକ୍ତିଶାଳୀ ହେବେ କି ବିରୋଧୀ ?

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ହାତରୁ ଆଉ ଏକ ରାଜ୍ୟ ଖସିଛି । ଏବେ ୧୫ ରାଜ୍ୟରେ ସରକାରରେ ଅଛି ବିଜେପି । ବହୁମତ ସହ ୬ ରାଜ୍ୟରେ ବିଜେପି କ୍ଷମତାରେ ଥିବା ବେଳେ ୯ ରାଜ୍ୟରେ ସହଯୋଗୀ ଦଳ ସହ ସରକାର ଚଳାଉଛି । ଉତ୍ତର-ପୂର୍ବ ରାଜ୍ୟରେ ବିଜେପିର ସର୍ବାଧିକ…

ମହାରାଷ୍ଟ୍ରରେ ପାୱାର କଷୁଛନ୍ତି କର୍ଣ୍ଣାଟକ ଗଣିତ !

ଭୁବନେଶ୍ୱର: କଂଗ୍ରେସର ୪୦ ପ୍ରତିଶତ କମିଶନ ଫଣ୍ଡା କର୍ଣ୍ଣାଟକରେ କାମ କରିବା ପରେ ଏହି ଫଣ୍ଡାକୁ ଅନ୍ୟ ରାଜ୍ୟରେ ଆପଣାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଯଦି କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନର ଦୁର୍ନୀତି ଥିଲା ତହେଲେ ମହାରାଷ୍ଟ୍ରରେ ଦୁର୍ନୀତିର ମାତ୍ରା ଶହେ ପ୍ରତିଶତ। ତେଣୁ ଏହି…

କର୍ଣ୍ଣାଟକରୁ କଂଗ୍ରେସ ଖସାଇଲା, ଦେଶରୁ ଖସାଇଦେବେ କି ବିରୋଧୀ ?

ଭୁବନେଶ୍ୱର: କଂଗ୍ରେସର କର୍ଣ୍ଣାଟକ ବିଜୟ ବିରୋଧୀଙ୍କ ପାଇଁ ନୂତନ ଆଶାର ସଂଚାର କରିଛି। ବିରୋଧୀ ଏକତା ଦିଗରେ ଏହା ଏକ ବଡ଼ ଉପଲବ୍ଧି କୁହାଯାଉଥିବା ବେଳେ ଆସନ୍ତା ୧୦ ଦିନ ମଧ୍ୟରେ ବିରୋଧୀମାନେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିବେ। ଦେଶର ପ୍ରମୁଖ ୧୨ ଟି ବିରୋଧୀ ଦଳ ବିହାରର ପାଟନାରେ…

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

ଏସିଆନ ଜୁନିୟର ଆଥଲେଟିକ୍ସ: ଜାତୀୟ ଶିବିର ପାଇଁ ଚୟନ ହେଲେ ଓଡିଶାର ରେୟାନ, ଜୟରାମ

ଭୁବନେଶ୍ୱର: ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆୟୋଜିତ ଜାତୀୟ ଶିବିର ପାଇଁ ଖେଳାଳି ଚୟନ କରାଯାଇଛି । ଏହି କ୍ୟାମ୍ପରେ ଭଲ ପ୍ରଦର୍ଶନ କରିଥିବା ଆଥଲେଟଙ୍କୁ ଚାମ୍ପିୟନଶିପ ପାଇଁ ଚୟନ କରାଯିବ । ଓଡିଶାର ଦୁଇ ଉଦୀୟମାନ ଆଥଲେଟ ରେୟାନ…

ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ :ପୁରୀ ଜିଲ୍ଲା ଆକ୍ୟୁଟିକ ସଂଘ ଓ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଆଜି ସ୍ଥାନୀୟ ଶ୍ରୀଜଗନ୍ନାଥ ଷ୍ଟାଡିୟମ ପରିସରରେ ଷଷ୍ଠ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୮୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଚାରିଗୋଟି ଚାରିଗୋଟି କାଟାଗୋରିରେ ମୋଟ…

ଏଟଲୀଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ବରୁଣ ଧାୱନ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଟଲୀ କୁମାର ଏବେ ଶାହାରୁଖ ଖାଁଙ୍କ ସହ ଯବାନ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପାଦ ଥାପିବା ପାଇଁ ଚେଷ୍ଟା କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏଟଲୀ ଏବେ ବରୁଣ ଧାୱନଙ୍କ ସହ…

ନାବାଳିକା ଦୁଷ୍କର୍ମ ମାମଲାରେ ଶିକ୍ଷକଙ୍କୁ ୨୦ ବର୍ଷ ସଜ୍ଜା

ବାଲେଶ୍ୱର: ୪ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ରାମପୁରର ଶିକ୍ଷକ ବସନ୍ତ ଦାସ ୨୦୧୯ରେ ଚକଲେଟ୍ ଦେବେ କହି ନାବାଳିକାଙ୍କୁ…

ଗ୍ରାହକ ସାଜି ଆସିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ୧୫ କୋଟିର ଗହଣା

ଯାଜପୁର: ଗ୍ରାହକ ସାଜି ସୁନା ଦୋକାନକୁ ଆସିଥିଲେ । ସୁନା ଗହଣା ଦେଖିଲେ । ଶେଷରେ ମାରଣାସ୍ତ୍ର ଦେଖାଇ ଦୋକାନ ଲୁଟିନେଲେ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସ ନଗରରେ ।  ପୋଲିସକୁ ଚାଲେଞ୍ଜ ଦେଇ ଦିନ ୧ଟାରୁ ସାଢେ ଗୋଟାଏ ସମୟରେ ଏପରି ଲୁଟପାଟ ଘଟାଇଛନ୍ତି ଦୁର୍ବୃତ୍ତ । ଯାଜପୁର…