Latest Odisha News

BREAKING NEWS

Browsing Category

ଫିଚର

ଫିଲ୍ଡ ଅମ୍ପାୟରଙ୍କ ସଫ୍ଟ ସିଗ୍ନଲକୁ ଶେଷ କରିବାକୁ ଯାଉଛି ଆଇସିସି

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଫିଲ୍ମ ଅମ୍ପାୟରଙ୍କ ସଫ୍ଟ ସିଗ୍ନଲ ଶେଷ କରିବାକୁ ଯାଉଛି । ଏହାର ଆରମ୍ଭ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ହେବ । ଏହି ମ୍ୟାଚ ୭ଜୁନରେ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ମ୍ୟାଚ ସମୟରେ ଗ୍ରାଉଣ୍ଡ…

କର୍ଣ୍ଣାଟକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ କଂଗ୍ରେସ କରିଛି ସିକ୍ରେଟ୍ ଭୋଟିଂ: ହରିପ୍ରସାଦ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୨୨୪ ଆସନରୁ ୧୩୫ ଆସନରେ ବିଜୟୀ ହେବା ପରେ କଂଗ୍ରେସ ଦଳ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କ୍ଷେତ୍ରରେ ଏକ ଅଡୁଆ ବା କନ୍ଦଳକୁ ସମ୍ମୁଖୀନ ହେଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ନିଯୁକ୍ତ ତିନି ଜଣ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ‘ଅରବିନ୍ଦ’ ଗିରଫ

ନୂଆଦିଲ୍ଲୀ: 'ଇଣ୍ଡିଆ ଏହିଦ ନ୍ୟୁଜ୍' (India Ahead News)ର କମର୍ସିଆଲ ବା ବ୍ୟବସାୟିକ ମୁଖ୍ୟ ତଥା ପ୍ରଡକ୍ସନ କଣ୍ଚ୍ରୋଲର ଅରବିନ୍ଦ କୁମାର ସିଂହ ଗିରଫ। ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବାବେଳେ ଗିରଫ କରିଛି। ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି (ଆପ୍)ର…

ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପରକୁ କୁନି ପୁଅକୁ ଫିଙ୍ଗିଲେ ବାପା

ଭୋପାଳ: ରାଜନୈତିକ ଆକ୍ରୋଶ  ହେଉ ବା ଅସନ୍ତୋଷର ପରିପ୍ରକାଶ କରିବା ପାଇଁ ହେଉ,  ଲୋକେ ମନ୍ତ୍ରୀ-ନେତାଙ୍କ ମଞ୍ଚକୁ ଲକ୍ଷ୍ୟକରି ପଚା ଟମାଟୋ, ଅଣ୍ଡା ଏପରିକି ମୋବାଇଲ ଫିଙ୍ଗିଥାନ୍ତି । ଏପରି ଘଟଣା ଅନେକ ସ୍ଥାନରେ ଦେଖିଥିବେ । ହେଲେ ମନ୍ତ୍ରୀଙ୍କ ମଞ୍ଚ ଉପରକୁ ବାପା ନିଜ ଶିଶୁପୁତ୍ରକୁ…

ଜୀବିକା ମିଶନ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆପଡ଼ା : ନୂଆପଡା ଜିଲ୍ଲାର ଏକ ଉପାନ୍ତ ବ୍ଲକ ସିନାପାଲି ବ୍ଲକ । ଜୀବିକା ମିଶନ ଯୋଜନାରେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ମାନଙ୍କର ଲକ୍ଷଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ୨୦୦୦ ରୁ ୨୦୦୨୧ ମସିହାରେ ସ୍ୱୟଂ ସହାୟକ ମହିଳାଙ୍କ ଦକ୍ଷତା ବିକାଶ ଭଳି ବିଭିନ୍ନ…

ଦୁର୍ଘଟଣାରେ ଆହତ ‘ଦ କେରଳ ଷ୍ଟୋରି’ର ଅଭିନେତ୍ରୀ ଅଦା ଶର୍ମା

ନୂଆଦିଲ୍ଲୀ: ବିବାଦ ଭିତରେ ପ୍ରଶଂସା ସାଉଁଟୁଥିବା ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ପୁଣି ଚର୍ଚ୍ଚାରେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଦା ଶର୍ମା ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଅଳ୍ପସମୟ ତଳେ ଏ ନେଇ ସ୍ପଷ୍ଟୀକରଣ ଦେବା ସହ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା…

ନୂଆ ଏସଡିସି ଘୋଷଣା ଖାଲି ପ୍ରହେଳିକା; ନିର୍ବାଚନ ସରିଗଲେ ସବୁ ଭୁଲିଯିବେ ସରକାର

ଭୁବନେଶ୍ୱର: ୨୩ ବର୍ଷ ଧରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରି ଆସୁଛି ବିଜେଡି ସରକାର । ବିଶେଷ କରି ଅନୁସୁଚିତ ଜାତି ଓ ଜନଜାତିଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଉଛି । ସରକାରଙ୍କ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ବିଜେଡି ସରକାରର  ଏମିତି ଏକ ପ୍ରହେଳିକା  । ମୁଖ୍ୟମନ୍ତ୍ରୀ  ଆଉ ୧୪…

ଏକ ନିରୋଳା ପ୍ରେମ କାହାଣୀ: ପତ୍ନୀଙ୍କ ବିଚ୍ଛେଦ ଦୁଃଖ ସହି ନ ପାରି ଜୀବନ ହାରିଦେଲେ ସ୍ୱାମୀ

ବଲାଙ୍ଗିର: ଏକ ନିଛକ ପ୍ରେମ କାହାଣୀ ।  ଫିଲ୍ମ  ବା ଯାତ୍ରାର ପ୍ରେମ କାହାଣୀ ଇଏ ନୁହେଁ, ଏ କାହାଣୀ ବାସ୍ତବ ଜୀବନର । ପ୍ରେମ, ପ୍ରତିଶ୍ରୁତି ଆଉ ପ୍ରତାରଣାର ଅନେକ ଘଟଣା ଆପଣ ହୁଏତ ଶୁଣିଥିବେ । ହେଲେ ଏ ନିରୋଳା ପ୍ରେମ କାହାଣୀ ଶୁଣିଲେ ମନ ତ ଅବିଶ୍ୱାସ କରିବ । କିନ୍ତୁ କଥାଟା ସମ୍ପୂର୍ଣ୍ଣ…

ଝାରସୁଗୁଡା ବିକାଶ ପାଇଁ ବାପା ଦେଖିଥିବା ସ୍ୱପ୍ନ ପୂରଣ କରିବି-ଦୀପାଳି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ଟିକେଟରେ ଲଢି ବିପୁଳ ଭୋଟରେ ବିଜୟୀ ହେବା ପରେ  ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଆଜି ବିଧାୟିକା ଭାବେ ଶପଥ  ନେଇଛନ୍ତି । ମା’ ଓ ଭାଇଙ୍କ ସହ ଗତକାଲି ଭୁବନେଶ୍ୱର ଆସି  ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଆଶୀର୍ବାଦ…

ହୀରୋ ହେବେ ବବି ଦେଓଲଙ୍କ ପୁଅ

ମୁମ୍ବାଇ: ବଲିଉଡରେ ଖୁବ ଶୀଘ୍ର ଆଉ ଏକ ଷ୍ଟାର ସନଙ୍କ ଏଂଟ୍ରି ହେବାକୁ ଯାଉଛି । ହୀ ମ୍ୟାନ ଧର୍ମେନ୍ଦ୍ରଙ୍କ ପୁତ୍ର ବବି ଦେଓଲଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁଅ ଆର୍ଯ୍ୟନ ଓ ଧରମ ଅଭିନୟ କରିବେ । ଅବଶ୍ୟ ପୂର୍ବରୁ ବବି ଏହାକୁ ଖଣ୍ଡନ କରୁଥିଲେ । ସେମାନେ ସାଧାରଣ…