Latest Odisha News

BREAKING NEWS

Browsing Category

ଫିଚର

ବାଘ ସହ ଫଟୋ ଉଠାଉଥିଲେ ଦୁଇ ପର୍ଯ୍ୟଟକ, ଗର୍ଜନ ଶୁଣି ଦୌଡ଼ିଲେ

ଥାଇଲ୍ୟାଣ୍ଡ: ଆଜିର ଯୁବପିଢୀଙ୍କୁ ଭିଡ଼ିଓ ବନାଇବା ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ଭିଡ଼ିଓ ବନାଉଛନ୍ତି । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ ହୋଇଯିବେ । ଦୁଇଜଣ ପର୍ଯ୍ୟଟକ ନିଜ ଜୀବନକୁ ବାଜି ଲଗାଇ ବାଘ…

ଇଂଲଣ୍ଡରେ ବାତିଲ ହେଲା ଦି କେରଳ ଷ୍ଟୋରି ଫିଲ୍ମର ସ୍କ୍ରିନିଂ

ମୁମ୍ବାଇ: ଦି କେରଳ ଷ୍ଟୋରି ଫିଲ୍ମ ଭାରତରେ ସୁପରହିଟ ହେବା ପରେ ଏବେ ଏହା ଆନ୍ତର୍ଜାତୀୟ ବଜାର ଉପରେ ନଜର ପକାଇଛି । ଆମେରିକା ଓ କାନାଡାରେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରୁଥିବା ରିପୋର୍ଟ ମିଳିଛି । ତେବେ ଇଂଲଣ୍ଡରେ ଏହାର ସ୍କ୍ରିନିଂ ଉପରେ ରୋକ ଲଗାଯାଇଛି । ବ୍ରିଟିଶ ବୋର୍ଡ ଅଫ ଫିଲ୍ମ…

୧୪ ସ୍ଥାନରେ ୪୦ ଉପରେ ପାରଦ, କାଲିଠୁ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି । କାଲିଠୁ ରାଜ୍ୟରେ ହିଟ୍ ୱେଭ୍ ନେଇ ୧୭ ତାରିଖ ଯାଏ ବିଭିନ୍ନ ଜିଲ୍ଲାକୁ ଜାରି ହୋଇଛି ୟେଲୋ…

୧୨ ଫୁଟର କିଙ୍ଗ୍ କୋବ୍ରା ସହ ଖେଳୁଛନ୍ତି ଯୁବକ, କିସ୍ ବି କରୁଛନ୍ତି

ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ହେଲେ ଏବେ ସାପକୁ ନେଇ ଏମିତି ଏକ…

ମହିଳାଙ୍କୁ ଅନଲାଇନରେ ମିଳିଲେ ପ୍ରେମିକ, ପ୍ରତି ମାସରେ ୬୦ ହଜାର ଟଙ୍କା ପାଉଛନ୍ତି ପକେଟ ମନି

ବିଟ୍ରେନ: ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ସମ୍ମାନ ଓ ବିଶ୍ୱାସରେ ଚାଲିଥାଏ । ଯଦି ଏହି ଦୁଇଟି ମଧ୍ୟରୁ ଗୋଟିଏ ସମ୍ପର୍କରୁ ଦୂରେଇ ଯାଏ, ତେବେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥାଏ । ପାରସ୍ପରିକ ବିଚ୍ଛିନ୍ନତା ବଢିଯାଏ ଏବଂ ବ୍ୟକ୍ତି ନିଜ ସାଥୀକୁ ଠକିବାକୁ ମଧ୍ୟ ପ୍ରସ୍ତୁତ ହୁଏ ।…

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବୃହତ ବିଜୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଫାପ ଡୁପ୍ଲେସି ୫୫ ଓ ଗ୍ଲେନ ମ୍ୟାକ୍ସୱେଲ ୫୪ ରନ କରିଥିଲେ ।…

ମହାକାଶରେ ହେବ ହୋଟେଲ, ଉଡ଼ି ଉଡ଼ି ନେବେ ଖାଦ୍ୟର ମଜା

ଫ୍ରାନ୍ସ: ଆମେ ପ୍ରତ୍ୟେକ ଦିନ ଘରେ ଖାଇଥାଉ । ଆଉ କେବେ କେବେ ହୋଟେଲ ଯାଇ ଖାଇବାକୁ ବି ପସନ୍ଦ କରିଥାଉ । କିନ୍ତୁ ଏବେ ଉଡ଼ି ଉଡ଼ି ଖାଦ୍ୟର ମଜା ନେଇପାରିବେ । ଏମିତି ଏକ ନୂଆ ବିକଳ୍ପ ଏବେ ଆସିଛି, ଯେଉଁଥିରେ ଉଡ଼ାଣ ସମୟରେ ଖାଇବାରେ ସକ୍ଷମ ହୋଇପାରିବେ । ଫ୍ରାନ୍ସର ଏକ ଷ୍ଟାର୍ଟଅପ୍ କମ୍ପାନୀ…

ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ପ୍ରମୋଦ ଜିତିଲେ ୨ ସ୍ୱର୍ଣ୍ଣ

ଭୁବନେଶ୍ୱର: ପାରା ଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡମିଂଟନ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଓଡିଶାର ଷ୍ଟାର ଖେଳାଳି ପ୍ରମୋଦ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ ୨ ବିଭାଗର…

ମହିଳାଙ୍କ ଅଜବ ସର୍ତ୍ତ: ଡେଟିଂ ପୂର୍ବରୁ ଲେଖିକି ଦେବାକୁ ପଡ଼ିବ ୫୦୦ ଶବ୍ଦର ପ୍ରବନ୍ଧ

ଇଂଲଣ୍ଡ: ସମସ୍ତେ ନିଜ ପାଇଁ ଗୋଟେ ଭିନ୍ନ ସାଥୀଟିଏ ଚାହିିଁଥାନ୍ତି । କେହି ସୁନ୍ଦର ସାଥୀ ଚାହାଁନ୍ତି ତ ଆଉ କିଏ ଉଚ୍ଚଶିକ୍ଷିତ ବା ବୁଦ୍ଧିମାନ ଚାହାଁନ୍ତି । କିନ୍ତୁ ଇଂଲଣ୍ଡରେ ରହୁଥିବା ଜଣେ ମହିଳା ଡେଟିଂ ପାଇଁ ଏମିତି କିଛି ଭିନ୍ନ ସର୍ତ୍ତ ରଖନ୍ତି, ଯାହା ଆପଣ କେବେ ଶୁଣି ନ ଥିବେ ।…

ସିବିଆଇର ନୂଆ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦଙ୍କୁ ନିଯୁକ୍ତ କରାଯାଇଛି । ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ପ୍ରବୀଣ ସୁଦ । ସେ ଦୁଇ ବର୍ଷ ଧରି ସିବିଆଇ ନିର୍ଦ୍ଦେଶକ ରହିବେ । ଏବେ ସିବିଆଇ ନିର୍ଦ୍ଦେଶକ ଥିବା…