Latest Odisha News

BREAKING NEWS

Browsing Category

ଫିଚର

ମେ ୧୭ରେ ଲଞ୍ଚ ହେବ ସଂଚାର ସାଥୀ ପୋର୍ଟାଲ୍, ଚୋରି କିମ୍ବା ହଜି ଯାଇଥିବା ଫୋନ୍‌କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଭାରତରେ ମୋବାଇଲ୍ ବ୍ଲକିଂ ଓ ଟ୍ରାକିଂ ସେବା ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଟେଲିକମ୍ ଦିବସ ଅବସରରେ ମେ ୧୭ ତାରିଖରେ କେନ୍ଦ୍ର ସରକାର ‘ମୋବାଇଲ୍ ବ୍ଲକିଙ୍ଗ୍ ଆଣ୍ଡ ଟ୍ରାକିଙ୍ଗ୍ ସିଷ୍ଟମ’ ଆରମ୍ଭ କରିବେ। କେନ୍ଦ୍ରୀୟ ଦୂର ସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂଚାର…

ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ

ଭୁବନେଶ୍ୱର : ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୋମବାରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ…

କର୍ଣ୍ଣାଟକରେ ଉପମୁଖ୍ୟମନ୍ତ୍ରୀ ମୁସ୍‌ଲିମ ହୁଅନ୍ତୁ, ୫ ବିଧାୟକଙ୍କୁ ଦିଆଯାଉ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ: ସୁନୀ…

ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ସରିବା ପରେ ସୁନି ଉଲମା ବୋର୍ଡର ମୁସଲମାନ ନେତା ନୂଆ ସରକାର ଗଠନ ନେଇ ନିଜର ଦାବି ଉପସ୍ଥାପନ କରିଛନ୍ତି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ପଦ ମୁସଲମାନ ସମ୍ପ୍ରାଦୟରୁ ହେବା ଦରକାର ବୋଲି ୱାକ୍ ଅଫ୍ ବୋର୍ଡ ଚେୟାରମ୍ୟାନ୍ ଶାଫି ସାଦୀ କହିଛନ୍ତି। କେବଳ…

ଖରାଦିନେ ଲଗାନ୍ତୁ ପୁଦିନା ଫେସ୍‌ ମାସ୍କ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ…

ତ୍ୱଚା ସୁନ୍ଦର ଦିଶିବା ପାଇଁ ମହିଳା ମାନେ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି । ବିଭିନ୍ନ ପ୍ରକାର ମାସ୍କ ମଧ୍ୟ ବ୍ୟବହାର କରନ୍ତି । ଆଜି ଆମେ ଆପଣଙ୍କୁ ପୁଦିନା ଫେସ୍‌ ମାସ୍କ ତିଆରି କରିବାର ପଦ୍ଧତି କହିବୁ । ଯାହା ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବା ସହ ତ୍ୱଚା…

ଇମ୍ରାନଙ୍କ ବିରୋଧରେ ରୁଜୁ ହେଲା ମାରାତ୍ମକ କେସ

ଇସଲାମାବଦ: ପାକିସ୍ତାନ ତେହରିକ ଏ ଇନ୍ସାଫର ମୂଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ରୁଜୁ ହୋଇଛି ମାରାତ୍ମକ କେସ । ପାକିସ୍ତାନ ଆର୍ମି ଆକ୍ଟ ୫୯, ୬୦ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ମିଳିପାରେ…

କୋଲକାତା ସମ୍ମୁଖରେ ୧୪୫ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୧୪୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ସ୍ପିନରଙ୍କୁ ସୁହାଉଥିବା ପିଚରେ ଦଳ ବଡ ସ୍କୋର…

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଉଡ଼ାଣ । ବିଦେଶକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇକୁ ସୋମବାର ଉଡ଼ାଣ କରିବ । ଇଣ୍ଡିଗୋ ଏୟାରବସ୍-୩୨୦ ବିମାନ ସପ୍ତାହକୁ ୩ ଥର ଦୁବାଇକୁ ଉଡ଼ାଣ ଭରିବ । ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର…

ଆଉ ୧୪ଟି ଜିଲ୍ଲାର ୫୫ଟି ବ୍ଲକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠିତ

ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ଼ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି । ଏହି ନୂତନ ଜିଲ୍ଲା…

ରେସଲରଙ୍କ ଧାରଣା: ବିଜେପିର ସମର୍ଥନ ନ ଥିବା କହିଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ରେସଲରମାନେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏ ନେଇ ଜନ୍ତର ମନ୍ତରରେ ସେମାନେ ଧାରଣାରେ ବସିଛନ୍ତି । ରେସଲରମାନଙ୍କ ସମର୍ଥନ ଦେବା ପାଇଁ ଖାପ ପଂଚାୟତଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ଆଗକୁ ଆସିଛନ୍ତି ।…

କର୍କଟ ରୋଗରେ ଆକ୍ରାନ୍ତ ମାଆ କାଟିଲେ ଚୁଟି: ଉତ୍ସାହିତ କରିବାକୁ ଯାଇ ପୁଅ ବି ହେଲେ ଲଣ୍ଡା

ବ୍ରାଜିଲ: ମଣିଷ କୌଣସି ରୋଗରେ ଆକ୍ରାନ୍ତ ହେଲେ ସେ ଏକା ଜୀବନ ସହିତ ସଂଘର୍ଷ କରେ ନାହିଁ । ବରଂ ପୁରା ପରିବାର ସଂଘର୍ଷ କରିଥାନ୍ତି । ପୁରା ପରିବାର ଅନୁଭବ କରନ୍ତି ଯନ୍ତ୍ରଣା କ’ଣ ? ସମସ୍ତେ ରୋଗୀଙ୍କ ପାଇଁ ଚିନ୍ତିତ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ପରିବାର ସର୍ବଦା ରୋଗୀଙ୍କ ସାହସ…