Latest Odisha News

BREAKING NEWS

Browsing Category

ଫିଚର

ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ ଏବେ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ମେ' ୧୫ ଠାରୁ ପୁରୀ ପର୍ଯ୍ୟନ୍ତ ଗଡ଼ିବ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ। ଅର୍ଥାତ ଏହା ବାରିପଦା ବାଙ୍ଗିରିପୋଷି ପଟୁ ଆସୁଥିବା ଏହି ଟ୍ରେନର ଅନ୍ତିମ ଷ୍ଟପେଜ ପୁରୀ ରହିବ। ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଯାହା ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରୁ…

ମହିଳା ଲିଗ ଫୁଟବଲ: କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ, ଗୋକୂଳମ କେରଳକୁ ଭେଟିବ ଓଡିଶା

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ଅନ୍ତିମ ଲିଗ ମୁକାବିଲାରେ ଓଡିଶା ଏଫସି ଓ ସେଥୁ ମଦୁରାଇ ମଧ୍ୟରେ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ଯଶୋଦା ମୁଣ୍ଡା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ…

ପ୍ରଭସିମ୍ରନଙ୍କ ଶତକ ସତ୍ୱେ ଦିଲ୍ଲୀ ସମ୍ମୁଖରେ ୧୬୮ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୧୬୮ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଏହି ମ୍ୟାଚରେ ପ୍ରଭସିମ୍ରନ ସିଂ ଆକର୍ଷଣୀୟ ଶତକ ହାସଲ କରିବା ସତ୍ୱେ ଦଳ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ପ୍ରଭସିମ୍ରନ ୬୫ ବଲରେ…

୭୨ ବର୍ଷ ବୟସରେ ସ୍ନାତକୋତ୍ତର ହାସଲ କଲେ ବୃଦ୍ଧ

ଜର୍ଜିଆ: ବୟସ କେବଳ ଏକ ସଂଖ୍ୟା, ଏହାକୁ ପ୍ରମାଣିତ କରି ଦେଖାଛନ୍ତି ଜଣେ ୭୨ ବର୍ଷ ବୟସର ବୃଦ୍ଧ । ଏହି ବୟସରେ ସେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଡ଼ିଗ୍ରୀ ଗ୍ରହଣ କରିବା ସମୟରେ ଆୟୋଜିତ ଉତ୍ସବରେ ତାଙ୍କର ୯୮ ବର୍ଷ ବୟସ୍କା ମାଆ ମଧ୍ୟ ଉପସ୍ଥିତ ଥିଲେ । ସେ ହାତରେ ଡିଗ୍ରୀ ନେବା…

ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର: ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଥାଇଲାଣ୍ଡ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନର ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଏସଏଲ୩ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକେ ଫୁଝହାରାଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ପ୍ରମୋଦ…

ଜେଜେବାପା ମହିଳାଙ୍କ ପରି ମେକଅପ ନିଅନ୍ତି, କାରଣ ଜାଣିଲେ ଆଖିରେ ଆସିବ ଲୁହ

ଚୀନ: କୁହାଯାଏ ମଣିଷ ପରିସ୍ଥିତିର ଦାସ । ପରିସ୍ଥିତି ଅନୁଯାୟୀ ମଣିଷ ଏକ ମୋଡ଼ ନେଇଥାଏ । ପରିସ୍ଥିତି କାହାକୁ ସବୁଠାରୁ ଶକ୍ତିଶାଳୀ କରିଥାଏ ତ ଆଉ କାହାକୁ ଅସହାୟ । ଚୀନ୍‌ର ଜଣେ ବୃଦ୍ଧ ନିଜକୁ ମହିଳାଙ୍କ ପରି ଏମିତି ସଜ୍ଜେଉଛନ୍ତି, ଯାହାର କାରଣ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହୋଇଯିବେ ।…

ହୋଟେଲର ଅଜବ ନିୟମ : ଭିତରକୁ ଯିବା ପୂର୍ବରୁ ପୋଷାକ କାଢିବାକୁ ପଡ଼େ, ମୋଟା ଲୋକଙ୍କ ପ୍ରବେଶ ନିଷେଧ

ଟୋକିଓ: ଦୁନିଆରେ ଅନେକ ଅଜବ ସ୍ଥାନ ରହିଛି । ଯେତେବେଳେ ଲୋକମାନେ ସେ ବିଷୟରେ ଜାଣନ୍ତି, ବିଶ୍ୱାସ କରିପାରନ୍ତି ନାହିଁ । ଆମେ ଏମିତି ଏକ ହୋଟେଲ ବିଷୟରେ କହୁଛୁ ଯେଉଁଠିକି ଯିବା ପୂର୍ବରୁ ଆପଣଙ୍କୁ ପୋଷାକ କାଢିବାକୁ ପଡ଼ିବ । କେବଳ ସେତିକି ନୁହେଁ, ମେଦବହୁଳତା ଲୋକଙ୍କ ପ୍ରବେଶ ଉପରେ ମଧ୍ୟ…

ଜଙ୍ଗଲୀ ହାତୀ ନିକଟକୁ ଯାଇ ନମସ୍କାର କରୁଛନ୍ତି ବ୍ୟକ୍ତି, ଭିଡ଼ିଓ ଭାଇରାଲ

ତାମିଲନାଡ଼ୁ: ଜଙ୍ଗଲୀ ହାତୀର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରାୟ ସମସ୍ତେ ନିଶ୍ଚୟ ଦେଖିଥିବେ । କେଉଁଠି ଜଙ୍ଗଲୀ ହାତୀ ରାସ୍ତାକୁ ଆସି ଗାଡ଼ି ଅଟକାଉଛି ତ ଆଉ କେଉଁଠି ଲୋକଙ୍କୁ ଆକ୍ରମଣ କରୁଛି । ନ ହେଲେ ଆଉ କେଉଁଠି ବିଭିନ୍ନ ପ୍ରକାର ଫସଲ ଓ ପନିପରିବା ଚାଷକୁ ନଷ୍ଟ କରୁଛି । କିନ୍ତୁ ଏବେ…

ଡାକ୍ତରଖାନାରେ ଭର୍ତି ହେଲେ ଗାୟକ ପାପୋନ, ରାତି ଯାକ ବାପାଙ୍କୁ ଜଗି ରହିଲେ ୧୩ ବର୍ଷର ପୁଅ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ପାପୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ କୋକିଲା ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ବାପାଙ୍କ ଦେହ ଭଲ ନ ଥିବାରୁ ତାଙ୍କ ୧୩ ବର୍ଷର ପୁଅ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ସେ ବାପାଙ୍କୁ ରାତି ଯାକ ଜଗି ରହିଥିଲେ ।…

ମୋଦି ଫେଲ୍, ଯୋଗୀ ପାସ୍ !

ଭୁବନେଶ୍ୱର: ଗୋଟିଏ ପଟେ କର୍ଣ୍ଣାଟକ ବିଜେପିକୁ ଝଟକା ଦେଇଥିବା ବେଳେ ସେପଟେ ଉତ୍ତରପ୍ରଦେଶ ବିଜେପିକୁ ଶୁଭ ଖବର ଦେଇଛି। ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡିକୁ ବହୁ ପଛରେ ପକାଇ ବିଜେପି…