Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକରେ ସରିଲା ପ୍ରଚାର, ଡବଲ ଇଞ୍ଜିନକୁ ବନ୍ଦ କରିଦେବନି ତ ଦୁର୍ନୀତି କାର୍ଡ?

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ଶେଷ ହେବା ସହ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାଇଭୋଲ୍ଟେଜ ପ୍ରଚାରରେ ଦୀର୍ଘ ଦିନ ଧରି କର୍ଣ୍ଣାଟକ ମୈଦାନ କମ୍ପୁଥିଲା। ଏପରିକି କଂଗ୍ରେସ ଓ ବିଜେପିର ଅନେକ ନେତା ଜୋରଦାର…

ଆନ୍ତର୍ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶା ଆଥଲେଟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ବେଙ୍ଗାଲୁରୁରେ ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ଏହି ଚାମ୍ପିୟନଶିପରେ ଭାରତ ଦଳରେ ସ୍ଥାନ ପାଇଥିବା ଓଡିଶା ପାରା ଆଥଲେଟଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରଛି । ଓଡିଶାର ୪ଜଣ ଆଥଲେଟ ଏଥିରେ ଅଂଶଗ୍ରହଣ କରି ଦେଶ ପାଇଁ ୮…

୨୦୨୭ ସୁଦ୍ଧା ଡିଜେଲ୍ କାର୍ ବ୍ୟାନ୍ କରିବାକୁ ସରକାରୀ କମିଟିର ସୁପାରିଶ୍

ନୂଆଦିଲ୍ଲୀ: ଦେଶରେ ପ୍ରଦୂଷଣ ହ୍ରାସ କରିବାକୁ ହେଲେ ଭାରତରେ ଡିଜେଲ୍ ଚାଳିତ କାର୍ ବ୍ୟାନ୍ କରିବାକୁ ହେବ। ୨୦୨୭ ସୁଦ୍ଧା ଦେଶରେ ଡିଜେଲ୍ କାର୍ ବ୍ୟାନ୍ କରି ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ କିମ୍ବା ଗ୍ୟାସ୍ ଚାଳିତ କାର୍ ବ୍ୟବହାର କରିବା ଦରକାର। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ…

ଝାରସୁଗୁଡା: ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥରେ ପହଁଚିଲା ଇଭିଏମ୍; ସବୁ ବୁଥରେ ଓ୍ୱେବକାଷ୍ଟିଂ

ଝାରସୁଗୁଡା: ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର। ୧୦ରେ ପଡିବ ଭୋଟ୍। ଏବେ ଅନ୍ଧାରିବିଜେ। ପୋଲିଂ ଅଧିକାରୀମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ପହଞ୍ଚି ସାରିଛନ୍ତି, ସେମାନେ ମତଦାନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ଥିବା ସେମାନଙ୍କ ନିର୍ଦ୍ଧାରିତ ବୁଥକୁ ଯିବେ।…

ୟୁକ୍ରେନର ବାଖମୁଟ ସହର ଉପରେ ରୁଷ ପକାଇଛି ଫସଫରସ ବୋମା !

ମସ୍କୋ: ୟୁକ୍ରେନର ବାଖମୁଟ ସହର ଉପରେ ରୁଷିଆ ଫସଫରସ ବୋମା ପକାଇଥିବା ଅଭିଯୋଗ ହୋଇଛି । ୟୁକ୍ରେନ ସେନା ଏ ସମ୍ପର୍କୀତ ପ୍ରମାଣ ଡ୍ରୋନ ଫୁଟେଜ ମାଧ୍ୟମରେ ଦର୍ଶାଇଛି । ଧଳା ଫସଫରସ ଅସ୍ତ୍ର ନିଷେଧ ନ ଥିଲେ ମଧ୍ୟ ନାଗରିକ ରହୁଥିବା ସ୍ଥାନରେ ଏହି ବୋମା ପକାଇବା ଅପରାଧ ଭାବେ ବିବେଚନା କରାଯାଇଥାଏ…

ନୀଟ୍ ପରୀକ୍ଷା ସେଣ୍ଟରରେ ଛାତ୍ରୀଙ୍କୁ ‘ବ୍ରା’ ଖୋଲିବାକୁ ବାଧ୍ୟ କରିବା ପରେ ତେଜିଲା ବିବାଦ

ଚେନ୍ନାଇ:  ନ୍ୟାସନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ(ଅଣ୍ଡର ଗ୍ରାଜୁଏଟ୍) ବା ନୀଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଚେନ୍ନାଇରେ ଜଣେ ମହିଳା ସମ୍ବାଦିକ ପ୍ରଥମେ ଏ ନେଇ ଟ୍ୱିଟ୍ କରିବା ପରେ ଘଟଣା ସାମ୍ନାକୁ…

ପ୍ରବଳ ବର୍ଷାରେ ଭିଜି ଭିଜି ବରକନ୍ୟାଙ୍କ ଏଣ୍ଟ୍ରି : ବରଯାତ୍ରୀ ଛତା ଧରି ନାଚିଲେ

ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ନିଶ୍ଚୟ । ବିଶେଷକରି ଯେତେବେଳେ ବିବାହର ଋତୁ ଆସେ ସେତେବେଳେ ବିଭିନ୍ନ ପ୍ରକାରର ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ଏବେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରକନ୍ୟା ପ୍ରବଳ ବର୍ଷାରେ ଭିଜି ଭିଜି ଏଣ୍ଟ୍ରି…

ପୁରୁଷଙ୍କ ପରି ବଡ଼ି ତିଆରି କଲେ ଯୁବତୀ: ପାଲଟିଗଲେ ଫିଟ୍‌ନେସ୍ ମଡ଼େଲ

ଋଷିଆ: ସାଧାରଣତଃ ପୁରୁଷମାନେ ଜିମରେ ବ୍ୟାୟାମ କରି ଓ ପ୍ରୋଟିନ୍ ପାଉଡ଼ର ବା ଅସ୍ତ୍ରୋପଚାର କରି ବଡ଼ି ତିଆରି କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । କିନ୍ତୁ କୌଣସି ଯୁବତୀ ପୁଅମାନଙ୍କ ପରି ବଡ଼ି ତିଆରି କରିଥିବା ଦେଖିଛନ୍ତି ? ଏମିତି ଜଣେ ଯୁବତୀ ଅଛନ୍ତି ଯିଏ କେବଳ ବ୍ୟାୟାମ କରି ବଡ଼ି ବାହାର…

ସ୍ପା କରିବାକୁ ଗୋଟେ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି ଯୁବକ

ବ୍ରିଟେନ୍‌: ସାଧାରଣତଃ ଅଧିକାଂଶ ଲୋକ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଭ୍ରମଣ କରିବାକୁ ଯାଇଥାନ୍ତି । କିନ୍ତୁ ବ୍ରିଟେନ୍‌ର ଜଣେ ଯୁବକ କେବଳ ସ୍ପା ପାଇଁ ନିୟମିତ ବିମାନରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ଚର୍ଚ୍ଚାକୁ ଆସିଛନ୍ତି । ବ୍ରିଟେନରେ ରହୁଥିବା କାଲୁମ୍ ରିୟାନ୍ ନାମକ ଜଣେ ଯୁବକ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ରାହୁଲଙ୍କ ସ୍ଥାନରେ ସାମିଲ ହେଲେ ଈଶାନ କିଶାନ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଚୟନକର୍ତା କେଏଲ ରାହୁଲଙ୍କ ସ୍ଥାନରେ ଈଶାନ କିଶାନଙ୍କୁ ଦଳରେ ସାମିଲ କରିଛନ୍ତି । ଚଳିତ ଆଇପିଏଲ ଅବସରରେ ରାହୁଲ ଆଘାତପ୍ରାପ୍ତ ହୋଇଥିଲେ । ପରେ ସେ ଆଇପିଏଲ ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରି ଯାଇଥିଲେ ।…