Latest Odisha News

BREAKING NEWS

Browsing Category

ଫିଚର

ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦି କେରଳ ଷ୍ଟୋରୀ’ ଫିଲ୍ମ

କୋଲକାତା: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ଦ କରେଳ ଷ୍ଟୋରୀ। ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ବିରୋଧ ଜାରି ରହିଛି। ପ୍ରଥମେ ତାମିଲାଡୁ ସରକାର ଏହାର ସ୍କ୍ରିନିଂ ବନ୍ଦ କରିବା ପରେ ପଶ୍ଚିମବଙ୍ଗ ସରକାର ଏହାକୁ ବ୍ୟାନ୍ କରିଛନ୍ତି। ଫିଲ୍ମ ବ୍ୟାନ୍ କରିବା ନେଇ…

ଜିତିବା କଂଗ୍ରେସର ମାନସିକତାରେ ନାହିଁ ବୋଲି କହି ଦଳକୁ ସମାଲୋଚନା କଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ପଦରେ ପଡିଲା ଦଳୀୟ କନ୍ଦଳ । ଦଳ ଉପରେ ବର୍ଷିଛନ୍ତି ପୂର୍ବତନ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । କଂଗ୍ରେସର ଲଢିବା ମନୋବୃତ୍ତି ଆଉ ନାହିଁ । ଦଳରେ ୯ ଜଣ ବିଧାୟକ  । ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏହି ସଂଖ୍ୟା ଦିନକୁ ଦିନ ବଢିବାରେ…

୬୪ ବର୍ଷୀୟା ଜେଜେମା : ଅଧା ବୟସର ପୁଅମାନେ ତାଙ୍କୁ ବିବାହ କରିବାକୁ ବ୍ୟାକୁଳ

ଅଷ୍ଟ୍ରେଲିଆ: ଆଜିକାଲି ମହିଳାମାନେ ନିଜକୁ ଫିଟ୍ ରଖିବା ଓ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଉଛନ୍ତି । ତେବେ ଜଣେ ୬୪ ବର୍ଷୀୟା ବୃଦ୍ଧା ନିଜକୁ ଏମିତି ଫିଟ୍ ରଖିଛନ୍ତି ଯେ, ଦେଖିଲେ ତାଙ୍କ ବୟସକୁ କେହି ଅନୁମାନ ଲଗାଇ ପାରିବେ ନାହିଁ । ଏବେ ତାଙ୍କ ପାଖକୁ ତାଙ୍କ ବୟସର ଅଧା ବୟସର…

ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମିଛ ଶୋଭା ପାଉନି: ଲେଖାଶ୍ରୀ

ଭୁବନେଶ୍ୱର: ଏ ବୟସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଡାହା ମିଛ ଶୋଭା ପାଉନାହିଁ ।  ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି ।  ନବୀନ ବାବୁଙ୍କ ୨୩ ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ।  ମମିତା, ପରୀ, ସ୍ମିତାରାଣୀ, ସୋନାଲିକା ଓ ସଂଯୁକ୍ତାଙ୍କୁ କେବେ ନ୍ୟାୟ…

ଓଲଟି ପଡିଲା ପିକଅପ ଭ୍ୟାନ: ୩୦ ଆହତ, ୧୦ ଗୁରୁତର

ବରଗଡ: ବରଗଡ ଜିଲ୍ଲା ଭଟଲିରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର  ଅଛି।ଏହି ଦୁର୍ଘଟଣା ସୋମବାର ଭଟଲି ଥାନା ଅନ୍ତର୍ଗତ ପିପଲମୁଣ୍ଡା ଛକରେ ଘଟିଛି । ଏକ ପିକଅପ ଭ୍ୟାନରେ ଭେଡେନ ଥାନା ଅନ୍ତର୍ଗତ ଗୁଡ଼ି…

ଚାଉଳ ପାଇଁ ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଦେଢ଼ କିଲୋମିଟର, ସୁବିଧା ପାଇଁ ବୃଦ୍ଧାଙ୍କ ନିବେଦନ

ଯାଜପୁର: ବୟସ ଛୁଇଁଲାଣି ୧୦୦ । ଅଣ୍ଟା ନଇଁ ପଡ଼ିଲାଣି । ହାତ ଗୋଡ଼ ଥର ଥର ହେଉଛି । ଚାଲିବାକୁ ନାହିଁ ବଳ ତଥାପି ଆଶାବାଡ଼ି ସହାୟତାରେ ଚାଉଳ ପାଇଁ ଧାଉଁଛନ୍ତି ବୃଦ୍ଧା । ଆମେ କହୁଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତ ବନ୍ଦସାହିର କାଲି ଜେନାଙ୍କ କଥା ।…

କେବେ ଆସିବ ବାତ୍ୟା ? କେଉଁ ଦିଗକୁ ମୁହାଁଇବ ? ସୂଚନା ଦେଲେ ଆଇଏମଡି ଡିଜି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃ୍ତ୍ୟୁଞ୍ଜୟ ମହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୋଖା ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ, ଆଜି ସକାଳ ୮.୩୦ରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର…

‘ସିଲ୍କ ରୁଟ’କୁ ଟକ୍କର ଦେବା ପାଇଁ ଭାରତ ସହ ହାତ ମିଳେଇଲେ ସାଉଦି, ୟୁଏଇ ଓ ଆମେରିକା; ହଜିଯିବ ଚୀନର ନିଦ

ନୂଆଦିଲ୍ଲୀ: ଭାରତ ସହ ହାତ ମିଳେଇଛନ୍ତି  ସାଉଦି, ୟୁଏଇ ଓ ଆମେରିକା । ଖୁବ ଶୀଘ୍ର ଏକ ମିଳିତ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି ଏମାନେ । ଏହି ପ୍ରୋଜେକ୍ଟ ଦ୍ୱାରା ମଧ୍ୟ ପୂର୍ବ ଦେଶକୁ ରେଲୱେ ନେଟୱର୍କ ଦ୍ୱାରା ଯୋଡାଯାଇ ପାରିବ । ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଏହି ପ୍ରୋଜେକ୍ଟ…

ଲୁଟିନେଲେ ଗରିବର ଭାତହାଣ୍ଡି; ଖାଇଗଲେ ତିନିମାସର ପିଡିଏସ ଚାଉଳ

ନୂଆପଡା: ସବୁଥିରେ ଦୁର୍ନୀତି ।  ଶ୍ରମିକଙ୍କୁ ପାଉଣା ଦେବାରେ ଦୁର୍ନୀତି । ବୁଢାବୁଢୀଙ୍କ ଭତ୍ତାରେ ଦୁର୍ନୀତି । ଅସହାୟ ଭିନ୍ନକ୍ଷମଙ୍କୁ ସହାୟତା ଟଙ୍କା ଯୋଗାଣରେ ବି ଦୁର୍ନୀତି । ତଥାପି ପୂରିଲାନି ପେଟ । ଶେଷରେ ଗରିବର ଭାତହାଣ୍ଡିରୁ ଚାଉଳ ବି ଛଡ଼ାଇ ନେଲେ । ଖାଇଗଲେ ତିନି ମାସର ପିଡିଏସ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ ଆଏମଡି ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତା…