Latest Odisha News

BREAKING NEWS

Browsing Category

ଫିଚର

ସ୍ଥାନ ଭିତ୍ତିରେ ଅଧିକ ଦରମା ପାଇବେ ମେଡିକାଲ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଡାକ୍ତର

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ର ସହ ରାଜ୍ୟ ସରକାର ମେଡିକାଲ୍ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଶିକ୍ଷାଦାନ କରୁଥିବା ଜୁନିଅର ରେସିଡେଣ୍ଟ ଓ ସିନିଅର୍ ରେସିଡେଣ୍ଟଙ୍କୁ ସ୍ଥାନ (ଜିଲ୍ଲା) ଅନୁସାରେ ଇନସେଣ୍ଟିଭ୍ ମିଳିବ । ଏନେଇ ବିଭାଗୀୟ…

୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଅର୍ଜୁନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅର୍ଜୁନ ରାମପାଲ ୪ର୍ଥ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ସେ ସୋସିଆଲ ମିଡିଆରେ ଗର୍ଲଫ୍ରେଣ୍ଡ ଗାବ୍ରିଏଲ ଡେମେଟ୍ରିଡସଙ୍କ ବେବି ବମ୍ପ ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ପୂର୍ବରୁ ଏହି ଦମ୍ପତିଙ୍କ ଆରିକ ନାମକ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି । ୧୯୯୮ରେ…

କୈଫ୍ ଖାନ୍ ବିରୋଧରେ ଲମ୍ବିଲା ଠକେଇ ତାଲିକା, ଏଥର ସୁନା ଇଟା ପାଇଁ ନେଇଥିଲେ ୫ ଲକ୍ଷ!

କଟକ: ଆତ୍ମଘୋଷିତ ତାନ୍ତ୍ରିକ ତଥା ମୌଲାନା କୈଫି ଖାନଙ୍କ ବିରୋଧରେ ଠକେଇର ତାଲିକା ଆହୁରି ବଢିଲା। କାରଣ କଟକରେ କମିସନରେଟ୍ ପୋଲିସ କୈଫି ଖାନଙ୍କ ବିରୋଧରେ ଆଉ ଏକ ଠକେଇ ମାମଲା ରୁଜୁ କରିଛି। ଏଥର ଭଦ୍ରକର ଜଣେ ବ୍ୟକ୍ତି ତାଙ୍କ ଘର ପଛପଟୁ ସୁନା ବିସ୍କୁଟ୍ ବାହାର କରିବାରେ ସାହାଯ୍ୟ କରିବେ…

ଖାଇରେ ଖସି ପଡ଼ିଲା ସେନା ଆମ୍ବୁଲାନ୍ସ: ୨ ଯବାନ ମୃତ

ଶ୍ରୀନଗର:ଜମ୍ମୁକଶ୍ମୀରର ରାଜୌରୀ ଠାରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନାର ଏକ ଆମ୍ବୁଲାନ୍ସ  ନିୟନ୍ତ୍ରଣ ହରାଇ ଏକ ଖାଇରେ ଖସିପଡିଛି । ଫଳରେ ୨ ଜଣ ଯବାନଙ୍କର ମୃତ୍ୟୁ ଘଟିଛି । ସେନା ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିୟନ୍ତ୍ରଣ ରେଖା ନିକଟ ଡୁଙ୍ଗି ଗାଲା ନିକଟରେ…

ସମ୍ବଲପୁରର ୨ ଥାନା ଅଞ୍ଚଳରୁ ଆଜି ହଟିବ କର୍ଫ୍ୟୁ

ସମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରିଥିବାରୁ ସହରରୁ ଶନିବାର କର୍ଫ୍ୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେବା ଲାଗି ନିଷ୍ପତ୍ତି ନେଇଛି ପ୍ରଶାସନ । ସହରର ୪ଟି ଥାନା ଅଞ୍ଚଳରୁ କର୍ଫ୍ୟୁ କଟକଣା ହଟାଇ ନିଆ ଯାଇଥିବା ବେଳେ ଆଉ ୨ଟି ଥାନା ଅଞ୍ଚଳରୁ ପ୍ରତିବନ୍ଧ ଆଜି ହଟିବ । ପୂର୍ବରୁ…

ନକ୍ସଲଙ୍କୁ ଚାନ୍ଦା ଦେଉଛନ୍ତି ବିଜେଡି ନେତା ଏନ୍. ଭାସ୍କର ରାଓ : କଂଗ୍ରେସ

ଭୁବନେଶ୍ୱର: ଯେଉଁ ନକ୍ସଲଙ୍କ ପାଇଁ ଛତିଶଗଡ ଦନ୍ତେଓ୍ୱାଡାରେ ଦେଶର ୧୦ ଯବାନ ସହିଦ ହୋଇଛନ୍ତି ଆଉ ଏଥିପାଇଁ ରାଜ୍ୟରେ ମଧ୍ୟ ତିନି ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯିବା ସହିତ ହାଇଆଲର୍ଟ ରଖାଯାଇଛି ସେହି ନକ୍ସଲଙ୍କୁ ଚାନ୍ଦା ଦିଅନ୍ତି ବିଜେଡିର ପୂର୍ବତନ ସାଂସଦ ତଥା ଦଳର ବରିଷ୍ଠ…

ଓଡ଼ିଶାରେ ରାଜ୍ୟ ଜିଏସଟି ଓ ସେଣ୍ଟ୍ରାଲ ଜିଏସଟି ସକ୍ରିୟ, ସବୁଠି କୋଟି କୋଟି ଟଙ୍କାର ଠକେଇ ସୂଚନା

ଅନୁଗୋଳ: ଗତକାଲି ଯାଜପୁର ଜିଲ୍ଲାରେ ସେଣ୍ଚ୍ରାଲ ଜିଏସଟି ରେଡ୍ କରି କୋଟି କୋଟି ଟଙ୍କାର ଠକେଇ ହୋଇଥିବା ଜାଣିବାକୁ ପାଇଥିଲା। ଆଉ ଆଜି ରାଜ୍ଯ ଜିଏସଟି ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନରେ ଚଢ଼ାଉ କରିଛି । ଯାଜପୁର ଓ ତାଳଚେରରେ ହଠାତ୍ ଜିଏସଟି…

ରାହୁଲ ଗାନ୍ଧୀଙ୍କ ପରେ ଲୋକସଭା ସାଂସଦ ପଦ ହରାଇବେ ଅଫଜଲ ଅନସାରୀ

ନୂଆଦିଲ୍ଲୀ: ବାନ୍ଦା ଜେଲରେ ଥିବା ମାଫିଆ ତଥା ରାଜନେତା ମୁକ୍ତାର ଅନସାରୀଙ୍କୁ ଏମପି/ଏମଏଲ୍ଏ କୋର୍ଟ ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ କୋର୍ଟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ସମାନ ମାମଲାରେ ମୁକ୍ତାର ଅନସାରୀଙ୍କ ବଡ଼ ଭାଇ ଓ ବିଏସପି ସାଂସଦ…

ନବ ଦାସଙ୍କ ମୃତ୍ୟୁକୁ ତିନି ମାସ: ହତ୍ୟାର କାରଣ ବାବଦରେ କ୍ରାଇମବ୍ରାଞ୍ଚ ନିରବ, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର: କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତିନି ମାସ ପୂରଣ ହୋଇଛି। ଗୋଟିଏ ପଟେ ଝାରସୁଗୁଡାବାସୀ ନିଜର ପ୍ରତିନିଧି ବାଛିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଏବେ ବି ରହସ୍ୟ ଘେରରେ ରହିଛି ନବ ଦାସଙ୍କ ହତ୍ୟା ପଛର କାରଣ। ଯାହାର ତଦନ୍ତ କରୁଛି…

ଭୁଶୁଡି ପଡ଼ିଲା ୩ ମହଲା କୋଠା: ୧୫ ଜଣ ଫସି ରହିଥିବା ଆଶଙ୍କା

ମୁମ୍ବଇ: ଭୁଶୁଡି ପଡିଲା ତିନିମହଲା କୋଠା । ଶନିବାର ମଧ୍ୟାହ୍ନ ପ୍ରାୟ ୧.୪୫ ମିନିଟରେ ଏହି କୋଠା ଭୁଶୁଡି ପଡିଛି । ଏହି କୋଠାରେ ୨ୟ ମହଲାରେ ୩ରୁ ୪ଟି ପରିବାର ରହୁଥିଲେ । ସେହିପରି କୋଠାର ତଳ ମହଲାରେ ଶ୍ରମିକମାନେ କାମ କରୁଥିଲେ । ଏହି ଘଟଣା ଘଟିଛି ମୁମ୍ବାଇର ଭିବଣ୍ଡି ନିକଟ…