Latest Odisha News

BREAKING NEWS

Browsing Category

ଫିଚର

ବିଜୟଙ୍କ ଯୋଗୁ ଜିତିଲା ଗୁଜରାଟ

ଇଡେନ ଗାର୍ଡେନ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୭ ୱିକେଟ ବିନିମୟରେ ୧୭୯ ରନ କରିଥିଲା । ରହମୁନାଲ୍ଲା ଗୁରବାଜଙ୍କ ଆକର୍ଷଣୀୟ ୮୧ ରନ ଯୋଗୁ କୋଲକାତା ଭଲ…

କାଳବୈଶାଖୀ ଓ ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ମେ ୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବା ବେଳେ ରାଜ୍ୟରେ କାଳବୈଶାଖୀ ଆଉ ୪ରୁ ୫ ଦିନ ଲାଗି ରହିବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪ ତାରିଖ ସକାଳ ଯାଏ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି…

କେଜ୍ରିୱାଲଙ୍କ ଘର ମରାମତିରେ ୪୫ କୋଟି, ହିସାବ ମାଗିଲେ ଏଲଜି

ଭୁବନେଶ୍ୱର: ବିବାଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ମରାମତି ପ୍ରସଙ୍ଗ। ଘର ମରାମତିରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନେଇ ବିଜେପିର ଟାର୍ଗେଟରେ ଥିବା କେଜ୍ରିୱାଲଙ୍କୁ ଏଲଜିଙ୍କ ଝଟକା। ସରକାରୀ ବାସଭବନ ଉନ୍ନତିକରଣରେ ୪୫ କୋଟି ଖର୍ଚ୍ଚ ପ୍ରସଙ୍ଗରେ ସମସ୍ତ…

ସେନାର ଆର୍ଟିଲରି ରେଜିମେଣ୍ଟରେ ପ୍ରଥମଥର ଲାଗି ସାମିଲ୍ ହେଲେ ମହିଳା ଅଧିକାରୀ

ନୂଆଦିଲ୍ଲୀ: ଭାରତୀୟ ସେନା ଇତିହାସରେ ପ୍ରଥମଥର ଲାଗି ଆର୍ଟିଲରି ରେଜିମେଣ୍ଟରେ ମହିଳା ଅଧିକାରୀଙ୍କୁ ସାମିଲ୍ କରାଯାଇଛି । ଶନିବାର ଚେନ୍ନାଇରେ ପାସିଂ ଆଉଟ୍ ପରେଡ୍ ପରେ ୫ ମହିଳା ଅଧିକାରୀଙ୍କୁ ଆର୍ଟିଲରି ରେଜିମେଣ୍ଟରେ ନିଯୁକ୍ତି ମିଳିଛି । ୨ ଜଣଙ୍କୁ ପାକିସ୍ତାନ ସୀମାରେ ମୁତୟନ ୟୁନିଟରେ…

ଉଦ୍ଧବଙ୍କୁ ହଟେଇ ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର କରିଥିଲେ ଆଦିତ୍ୟ: ରାଣେ

ମୁମ୍ବାଇ: ବିଜେପି ବିଧାୟକ ନୀତିଶ ରାଣେଙ୍କ ଏକ ବୟାନ ପୁନର୍ବାର ମହାରାଷ୍ଟ୍ର ରାଜନୀତିକୁ ସରଗରମ କରି ଦେଇଛି । ରାଣେ କହିଛନ୍ତି ଉଦ୍ଧବ ଠାକରେଙ୍କୁ ହଟେଇ ପୁତ୍ର ଆଦିତ୍ୟ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡଯନ୍ତ୍ର ରଚିଥିଲେ । ମହାବିକାଶ ଅଘାଡି କ୍ଷମତାରେ ଥିବା ବେଳେ ଉଦ୍ଧବ…

ମୋଦିଙ୍କୁ ହଟାଇବାକୁ ନୀତିଶଙ୍କ ନକ୍ସା!

ଭୁବନେଶ୍ୱର: ଖୁବ ଶୀଘ୍ର ରୂପ ନେବ ବିରୋଧୀ ମେଣ୍ଟ। କଂଗ୍ରେସ ସମେତ ଦେଶର ଅନ୍ୟ ପ୍ରମୁଖ ବିରୋଧୀମାନେ ଗୋଟିଏ ସ୍ଥାନରେ ଏକାଠି ହୋଇ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବେ। କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିରୋଧୀଙ୍କ ଏହି ମହା ବୈଠକ ବସିବ। ତାହା ପୁଣି ବିହାରର ପାଟନାରେ। ଏଭଳି କିଛି…

‘କର୍ଣ୍ଣାଟକ ନିର୍ବାଚନ’, ମୋଦିଙ୍କୁ କଂଗ୍ରେସର ୯୧ ଗାଳି

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି। ନିଜର ପ୍ରଥମ ଦିନର ପ୍ରଚାରରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ବିଜେପିକୁ ବହୁମତ ଦେବାକୁ କର୍ଣ୍ଣାଟକବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ହମନାବାଦରେ ବିଶାଳ ଜନସଭାକୁ ଉଦବୋଧନ ଦେଇ କଂଗ୍ରେସ ଦେଶକୁ ଭାଗ…

ବ୍ରିଜଭୂଷଣଙ୍କୁ କାହିଁକି ସୁରକ୍ଷା ଦେଉଛି ମୋଦୀ ସରକାର: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପରେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ' ୮ ପର୍ଯ୍ଯନ୍ତ ବୃଦ୍ଧି କରିଛନ୍ତି। ଶନିବାର ଦିନ ଇଡି ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା। ଦିଲ୍ଲୀରେ ଅବକାରୀ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ…

କିମ ଜୋଙ୍ଗ ଉନଙ୍କ ଭଉଣୀ ଜୋ ବାଇଡେନଙ୍କୁ କହିଲେ ବୃଦ୍ଧ ଓ ଦୁର୍ବଳ

ୱାଶିଂଟନ: ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ନ୍ୟୁକ୍ଲିୟର ଚୁକ୍ତି ହେବା ପରେ ଉତର କୋରିଆ ଅସନ୍ତୁଷ୍ଟ ହୋଇ ପଡିଛି । ଇତି ମଧ୍ୟରେ ଶନିବାର ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବୃଦ୍ଧ ଓ ଦୁର୍ବଳ ବୋଲି କହି ଥଟ୍ଟା…