Latest Odisha News

BREAKING NEWS

Browsing Category

ଫିଚର

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ବଢ଼ିଛି ସିଜରିଆନ୍! ମେ’ରୁ ହେବ ସି ସେକ୍ସନ ଅଡିଟ୍

ଭୁବନେଶ୍ୱର: ଦେଶରେ ସର୍ବାଧିକ ସିଜରିଆନ୍ ଓଡ଼ିଶାରେ ହେଉଛି। ଯାହା ଆବଶ୍ୟକତାଠୁ ଅଧିକ। ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ। ନିୟନ୍ତ୍ରଣ କରିବାକୁ ଯାଇ ଘରୋଇ ଡାକ୍ତରଖାନାରେ ସିଜେରିଆନ୍ ଡେଲିଭରି (ସି-ସେକ୍ସନ)ର ଅଡିଟ୍ କରିବାକୁ ନିର୍ଦ୍ଦେଶ…

ଏଲ୍ଆଇସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲ୍ଆଇସି ଅଧ୍ୟକ୍ଷ ଭାବେ ଜୁନ୍ ୨୦୨୪ ଯାଏ କାର୍ଯ୍ୟ କରିବେ । ଏହାପରେ ସେ ଜୁନ୍ ୨୦୨୫ ଯାଏ ମୁଖ୍ୟ କାର୍ଯ୍ୟନିର୍ବାହୀ…

ଇଡି ଜାଲରେ ବାଇଜୁ: ରବୀନ୍ଦ୍ରନଙ୍କ ଅଫିସ ଓ ବାସଭବନରେ ଇଡିର ଯାଞ୍ଚ, ମିଳିଲା ଆପତ୍ତିଜନକ ଦସ୍ତାବିଜ

ନୂଆଦିଲ୍ଲୀ: ଇଡି ଜାଲରେ ପଡିଲେ ବାଇଜୁର ପ୍ରତିଷ୍ଠାତା ଏବଂ ଚିଫ ଏକଜିକ୍ୟୁଟିଭ ଅଫିସର ବାଇଜୁ ରବୀନ୍ଦ୍ରନ । ଶନିବାର ୨ଟି କାର୍ଯ୍ୟାଳୟ ଏବଂ ଗୋଟିଏ ବାସଭବନ ଏହିପରି  ତିନୋଟି ଜାଗାରେ  ଇଡି ପକ୍ଷରୁ ଚଢଉ କରାଯାଇଛି । ଚଢାଉ ଓ ଜବତ କାର୍ଯ୍ୟାନୁଷ୍ଠାନ ବେଳେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ ଓ…

ବଙ୍ଗୋପ ସାଗରରେ ସୃଷ୍ଟି ହେଉଛି ଲଘୁଚାପ କ୍ଷେତ୍ର: ହେବ କି ବାତ୍ୟା ?

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ମେ’ ୫ ତାରିଖ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଶନିବାର ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ…

ରାଜସ୍ୱ ନୀରିକ୍ଷକ ପିଅନ ହତ୍ୟା ମାମଲା: ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ

ଧର୍ମଗଡ:ଏକ ହତ୍ୟା ମାମଲାର ବିଚାର କରି ଧର୍ମଗଡ ଅତିରିକ୍ତ ଜିଲ୍ଳା ଦୌରାଜଜ୍  ମା’ ଓ ୩ ପୁଅଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ,  ହତ୍ୟାକାରୀ ମା କୁଚିତା ଦଣ୍ଡସେନା, ପୁଅ ରାଧୁ ଦଣ୍ଡସେନା, ପିତୁ ଦଣ୍ଡସେନା ଓ ଯଦୁ ଦଣ୍ଡସେନା । ଏଥସହିତ ଏମାନଙ୍କୁ ୫୦ହଜାର ଟଙ୍କା…

ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କରୁଛନ୍ତି ଛାତ୍ରଛାତ୍ରୀ; ୨ ଦିନରେ ଗଲାଣି ୧୦ ଜୀବନ

ହାଇଦ୍ରାବାଦ: ପରୀକ୍ଷା ଫଳ ଖରାପ ହେବାରୁ ୨ ଦିନରେ ୧୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଆନ୍ଧ୍ର ପ୍ରଦେଶକୁ ଦୋହଲାଇ ଦେଇଛି। ଗତ ବୁଧବାର ଯୁକ୍ତ ୨ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ପାସ୍‌ ହାର ୬୧% ରହିଥିବା…

ହନୁମାନ ଜୟନ୍ତୀ ହିଂସାର ଯାଞ୍ଚ କରିବ ବିଜେପି ଯାଞ୍ଚ କମିଟି; ମେ’ ୧ରେ ପହଞ୍ଚିବ ସମ୍ବଲପୁରରେ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ୪ ଜଣିଆ ସଦସ୍ୟ ସମ୍ବଲପୁର ଗସ୍ତ କରି ହନୁମାନ ଜୟନ୍ତୀରେ ହୋଇଥିବା ହିଂସାର ଅନୁଧ୍ୟାନ କରିବେ । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଗଠିତ ଏହି କେନ୍ଦ୍ରୀୟ ଅନୁଧ୍ୟାନ…

ଅତିକ-ଅଶରଫଙ୍କ କଳା କାରନାମା: ମୁସଲିମ ଯୁବକଙ୍କୁ ପାକିସ୍ତାନ ପଠାଇ ଆତଙ୍କୀ ସଜାଉଥିଲେ

ଲକ୍ଷ୍ନୌ:ମାଫିଆ ଡନ ଅତିକ ଅହମ୍ମଦ ଏବଂ ଅଶରଫର କଳା କାରନାମାକୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଏଟିଏସ ତଦନ୍ତରୁ ଜଣାପଡିଛି, ଅତିକ ଏବଂ ଅଶରଫ ଉଭୟ ମୁସଲିମ ସଂପ୍ରଦାୟର ଯୁବକଙ୍କ ବଦେଶ ପଠାଇ ଆତଙ୍କୀ ସଂଗଠନ ସାମିଲ କରାଉଥିଲେ । ଏହା ବଦଳରେ ଅତିକଙ୍କୁ  ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଦି…

୨ ମାସ ପରେ ୟୁକ୍ରେନ୍ ଉପରେ ଋଷର ଏୟାର୍‌ ଷ୍ଟ୍ରାଇକ୍; ୪ ଶିଶୁଙ୍କ ସହ ୨୫ ମୃତ୍ୟୁ

ନୂଆଦିଲ୍ଲୀ: ରାତିରେ ୟୁକ୍ରେନରେ ସମସ୍ତେ ଶୋଇଥିଲା ବେଳେ ଏୟାର ଷ୍ଟ୍ରାଇକ୍‌ କଲା ଋଷିଆ। ଦୁଇ ମାସ ପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍‌ରେ ୨୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥରେ ୫ ଜଣ ଶିଶୁ ବି ରହିଛନ୍ତି। ଋଷ କବଳରୁ ନିଜର ଅଞ୍ଚଳ ଛଡ଼ାଇ ଆଣିବାକୁ ୟୁକ୍ରେନ୍…

୮ ପ୍ରମୁଖ କ୍ଷେତ୍ରରେ ଉଦ୍ୟୋଗ ଉତ୍ପାଦନ ୩.୬ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ୮ଟି ମୁଖ୍ୟ କ୍ଷେତ୍ରରେ ଉତ୍ପାଦନ ହ୍ରାସ ହୋଇଛି। ମାର୍ଚ୍ଚ ମାସରେ ୮ କୋର୍ ସେକ୍ଟର(ମୁଖ୍ୟ କ୍ଷେତ୍ରରେ) ଅଭିବୃଦ୍ଧି ମାତ୍ର ୩.୬ ପ୍ରତିଶତ ରହିଛି। ଶୁକ୍ରବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ଫେବ୍ରୁଆରୀ ମାସରେ ଏହି ଅଭିବୃଦ୍ଧି ହାର ୬…