Latest Odisha News

BREAKING NEWS

Browsing Category

ଫିଚର

ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ, ଗୋଟିଏ ଜାଗାରେ ଏକାଠି ହେବାକୁ ମନା

ସମ୍ବଲପୁର:  ସମ୍ବଲପୁରରେ ୧୨ ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହା ପୂର୍ବରୁ ମଧ୍ୟ  ୧୧ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା। ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରିଥିଲା ପ୍ରଶାସନ। ଅନ୍ୟପଟେ…

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ

ଜଗତସିଂହପୁର : ଆଖିବୁଜିଲେ ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେ…

କୋଭିଡ୍-୧୯: କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ, ଭିଡ଼ କରିବା ମନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି। ଦିଲ୍ଲୀରେ ପରିସ୍ଥିତି ଧୀରେ ଧୀରେ ସଂଗୀନ ଆଡ଼କୁ ଗତି କରିଛି। ଦିଲ୍ଲୀରେ ଗତି କିଛି ମାସ ଭିତରେ ୪୦୦ ପ୍ରତିଶତରୁ ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି। ତେଣୁ କୋର୍ଟ ପରିସରରରେ ମାସ୍କ ବାଧ୍ୟତାମୁଳକ କରାଯାଇଛି। ଏଥିସହିତ କୋର୍ଟ…

ମଦ୍ୟପ ଯୁବକଙ୍କର ଉନ୍ମତ୍ତ କାଣ୍ଡ ; ଛୁରାମାଡ଼ରେ ପୁଅ ମୃତ, ବାପ ଗୁରୁତର

ଯାଜପୁର : ମଦ୍ୟପ ଯୁବକଙ୍କ ଛୁରାମାଡ଼ରେ ପୁଅ ମୃତ ବାପ ଗୁରୁତର । ଏଭଳି ଅଭାବନୀୟ ଘଟଣା ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗ୍ରାମରେ ଦେଖିବାକୁ ମିଳିଛି  । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ଯାଜପୁର ରୋଡ ଥାନା ପୋଲିସ । ସୂଚନା ଅନୁଯାୟୀ,  ଗତକାଲି ରାତି ୯ ଟା ସମୟରେ…

ଆଜିଠୁ ତାତିରୁ ମିଳିବ ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବ ବଢ଼ିବା ସମ୍ଭାବନା

ଭୁବନେଶ୍ୱର : ଆଜିଠୁ ତାତିରେ ଲାଗିବ ବ୍ରେକ୍‌ । ରାଜ୍ୟବାସୀଙ୍କୁ ତାତିରୁ ମିଳିବ ଆଶ୍ୱସ୍ତି । ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ । ଫଳରେ ଆଜିଠୁ ତିନି ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି । ଆଜି…

ରାତି ଅଧରେ ନବୀନ, ଯୋଗୀଙ୍କ ସମେତ ଅନେକ ବଡ଼ ବଡ଼ିଆ ହରାଇଲେ ବ୍ଲୁ ଟିକ୍

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜ୍ୟ ତଥା ଦେଶର ଅନେକ ବଡ ବଡିଆ ଏବଂ ସଂସ୍ଥାର ଟ୍ବିଟର ଆକାଉଣ୍ଟର ବ୍ଲୁ ଟିକ୍ ମାର୍କ ହଟିଯାଇଛି। ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ରାଜ୍ୟର ଶାସକ ଦଳର ଅନେକ ବଡ଼ ବଡିଆ ନେତା,…

ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ବର୍ଷ ମେ' ୯ ତାରିଖରେ ମୟୂରଭଞ୍ଜର ବାରିପଦା ଗସ୍ତରେ ଆସିବେ ମହାମହିମ। ସେ ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏଥିସହ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ ମୁଖ୍ୟ…

ଓଡ଼ିଶାରେ ୪, ଦେଶରେ ୧୦୦ ଫୁଡ୍ ଷ୍ଟ୍ରୀଟ ତିଆରି କରିବାକୁ କେନ୍ଦ୍ର୍ରର ପ୍ରସ୍ତାବ

ନୂଆଦିଲ୍ଲୀ: ଦେଶର ୧୦୦ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ କରି ଫୁଡ ଷ୍ଟ୍ରୀଟ ଖୋଲି ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଯେଉଁଥିରେ ଓଡ଼ିଶାର ୪ଟି ଫୁଡ୍ ଷ୍ଟ୍ରୀଟ୍ ରହିଛି। ଏହାକୁ ଆଗୁଆ ଯୋଜନା ବା ପାଇଲଟ ପ୍ରୋଗ୍ରାମ ଭିତ୍ତିରେ…

ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ହୋଟେଲ୍ ଉପରେ ବୋମାମାଡ଼

ଭୁବନେଶ୍ୱର: ଗୁରୁବାର ରାତିରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ବୋମାମାଡ଼ ହୋଇଛି । ବାଇକ୍ ଯୋଗେ ୨ ଜଣ ଦୁର୍ବୃତ୍ତ ଜାତୀୟ ରାଜପଥରେ ରସୁଲଗଡ଼ ଛକରେ ପହଞ୍ଚିଥିଲା । ରାତି ପ୍ରାୟ ୮ଟା ୧୫ ପାଖାପାଖି ଓଭରବ୍ରିଜରେ ବାଇକକୁ ରଖି ବୋମା ଫିଙ୍ଗିଥିଲେ ଦୁଇ ଦୁର୍ବୃତ୍ତ ।…

ପୁଞ୍ଚ ୫ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ

ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି । ସେନା ବାହିନୀର ଗାଡ଼ିକୁ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିଥିବା ଗାଡ଼ି ଜଳି ଯାଇଥିଲା । ସହିଦ ହୋଇଥିବା ଓଡ଼ିଆ ଯବାନ ଜଣଙ୍କ ଘର…