Latest Odisha News

BREAKING NEWS

Browsing Category

ଫିଚର

ଏହି ସେଲିବ୍ରେଟିଙ୍କ ପାଇଁ ବ୍ଲୁ ଟିକ୍ ସବ୍ସକ୍ରିପ୍‌ସନ ଟଙ୍କା ଦେଉଛନ୍ତି ଏଲନ ମସ୍କ; ଟ୍ୱିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ଘୋଷଣା ହେବା ପର ଠାରୁ ଯେଉଁ ବିଶିଷ୍ଟ ବ୍ୟାକ୍ତିମାନେ ସବ୍ସକ୍ରିପସନ ନେଇ ନାହାନ୍ତି ସେମାନଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ କାଢ଼ି ଦିଆଯାଇଛି। ବଲିଉଡ୍‌ର ଶାହରୁଖ ଖାନ, ସଲମାନ, ଅମିତାଭ ବଚ୍ଚନଙ୍କ ଭଳି ଅନେକ ସେଲିବ୍ରେଟିଙ୍କ ବ୍ଲୁଟିକ୍ ହଟାଇ…

ଆସିବ ୧୦୦ ଟଙ୍କିଆ କଏନ; ଲେଖା ରହିବ ’ମନ କି ବାତ ୧୦୦’

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ କି ବାତ’ର ୧୦୦ ଏପିସୋଡ ପୂରଣ ହେବ । ରେଡିଓ ମାଧ୍ୟମରେ ପ୍ରଚାରିତ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ । ଏହି ଅବସରରେ ୧୦୦ ଟଙ୍କିଆ କଏନ ଜାରି କରାଯିବ । ଏହି କଏନରେ ଲେଖାଯିବ ‘ମନ କି…

ସ୍କୁଲ ସମସ୍ୟା ଭିଡିଓ କରି ମୋଦୀଙ୍କୁ ଜଣାଇଥିଲେ କୁନି ଝିଅ, ଏବେ ଆରମ୍ଭ ହେଲା ନବୀକରଣ କାମ

ଶ୍ରୀନଗର: ଜମ୍ମୁ କଶ୍ମୀରର କଠୁଆରେ ନିଜ ସ୍କୁଲରେ ମୌଳିକ ସୁବିଧା ନଥିବା କହି ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଏକ ଭିଡିଓ କରିଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି ତାଙ୍କ ସ୍କୁଲକୁ ସଜାଡିବାକୁ ନିବେଦନ କରିଥିଲେ। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଜମ୍ମୁ କଶ୍ମୀର ପ୍ରଶାସନ…

ଆଇଏମଡିବି ୨୦୨୩ ତାଲିକା: ଜବାନ ଫିଲ୍ମ ଦେଖିବା ପାଇଁ ଦର୍ଶକଙ୍କ ଅଧିକ ଉତ୍କଣ୍ଠା

ମୁମ୍ବାଇ: ଆଇଏମଡିବି ୨୦୨୩ରେ କେଉଁ ଫିଲ୍ମ ଦେଖିବା ପାଇଁ ଦର୍ଶକ ବ୍ୟଗ୍ର ଅଛନ୍ତି ସେ ନେଇ ଏକ ସୂଚୀ ଜାରୀ କରିଛି । ଏହି ତାଲିକାରେ ଶାହାରୁଖ ଖାଁଙ୍କ ଜବାନ ସବୁଠାରେ ଆଗରେ ରହିଛି । ପଠାନ ପରେ କିଙ୍ଗ ଖାଁଙ୍କ ଫିଲ୍ମର ଚାହିଦା ବୃଦ୍ଧି ପାଇଛି । ଏହା ୨ ଜୁନ ୨୩ରେ ରିଲିଜ ହେବ । ରଣବୀର…

ପେନସନ ପାଇଁ ବ୍ୟାଙ୍କ ଯିବାକୁ ବୃଦ୍ଧାଙ୍କ ଆଶାବାଡ଼ି ସାଜିଲା ଚୌକି, ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର: ଟାଣ ଖରାରେ ଖାଲି ପାଦରେ ଚାଲି ଚାଲି ବୃଦ୍ଧା ଗଲେ ପେନସନ ଆଣିବାକୁ। ଚେୟାରକୁ ଆଶାବାଡି କରି ବ୍ୟାଙ୍କ ଆସିଥିଲେ ନବରଙ୍ଗପୁରର ସୂର୍ଯ୍ୟ ହରିଜନ। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ଦେଶର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ମାମଲାକୁ ଗୁରୁତର ସହ ନେଇଛନ୍ତି ଆଉ…

ରାଜଧାନୀରେ ଅପରାଧୀଙ୍କ ରାଜ ! ମାସକରେ ୩ ଥର ବୋମାମାଡ କରି କମିଶନରେଟ ପୋଲିସକୁ ଖାେଲା ଚାଲେଞ୍ଜ

ଭୁବନେଶ୍ୱର:ରାଜଧାନୀରେ ବଢୁଛି ଅପରାଧୀଙ୍କ ରାଜ । ଖୋଲାଖୋଲି ପୋଲିସକୁ ଚାଲେଞ୍ଜ ଦେଇ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । ଗତକାଲି ରାତିର ଘଟଣା ଏକଥା ସ୍ପଷ୍ଟ କରୁଛି । ରାଜଧାନର ଏକ ଜନଗହଳି ପୂର୍ଣ୍ଣ ସ୍ଥାନ ରସୁଲଗଡରେ ସନ୍ଧ୍ୟା ୮ଟାରେ କରିଛନ୍ତି ବୋମାମାଡ । ସବୁଠାରୁ ବଡ…

ଓଃ ଶାନ୍ତି… ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ପ୍ରତ୍ୟାହାର କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳିରୁ ଆଶ୍ବସ୍ତି। ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ ଆଗାମୀ ୨୪ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ସକାଶେ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ବେଳେ, ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ଓଈ ଯାଏଁ ତଳକୁ ଖସିବା…

ସାକ୍ଷୀ ଦେବାକୁ ଆସିଥିଲେ ମହିଳା; ଓକିଲ ବେଶରେ ଆସି କୋର୍ଟରେ ଗୁଳି ମାରିଦେଲେ ଦୁର୍ବୃତ

ନୂଆଦିଲ୍ଲୀ: କୋର୍ଟ ପରିସରରେ ଫୁଟିଲା ଗୁଳି। ଓକିଲ ବେଶରେ ଆସି ମହିଳାଙ୍କୁ ମାରିଲେ ଗୁଳି। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ମହିଳା। ଶୁକ୍ରବାର ଦିଲ୍ଲୀର ସାକେତ୍ ଜିଲ୍ଲା କୋର୍ଟରେ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ବୃତ ଜଣଙ୍କ ମହିଳାଙ୍କ ଉପରେ ୪ ରାଉଣ୍ଡ ଗୁଳିମାଡ଼…

ଗତ କାଲି ଠାରୁ ଆଜି କମିଲା କରୋନା ସଂକ୍ରମଣ; ସାପ୍ତାହିକ ସଂକ୍ରମଣ ୫.୩୩କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧୧,୬୯୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ସେହିପରି ଦିନକରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେରଳରେ ପୁନଃ ଗଣନାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା…

କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍‌ ଲିଙ୍କ୍‌ରେ ବରଗଡ଼ରେ ୟୁପି ଏସଟିଏଫ

ବରଗଡ଼: ବରଗଡ ଭଟଲିରେ ଉତ୍ତର ପ୍ରଦେଶର ଏସଟିଏଫ। କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ବରଗଡ ଜିଲ୍ଲା ଆସି ଥାଇପାରେ ବୋଲି ଭାବି ୟୁପିର ଏସଟିଏଫ ରେଡ୍ କରିଛି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ ଖାନ୍ ନାମକ ବ୍ୟକ୍ତିଙ୍କୁ ୟୁପି ଏସଟିଏଫ ଜେରା କରୁଛି। ରାଜା ଖାନ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର…