Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ସରକାରଙ୍କ ଫଣ୍ଡା କ୍ଲିୟର ନାହିଁ, ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି- ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଫଣ୍ଡା କ୍ଲିୟର ନାହିଁ । ସେ ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।୨ ହଜାର ହେକ୍ଟର ଜମି ଜଳସେଚନ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଆବଶ୍ୟକତା ନାହିଁ । ଛତିଶଗଡ ସରକାରଙ୍କ ପରି ଯଦି ମହାନଦୀରେ ଛାେଟ ଛୋଟ ବ୍ୟାରେଜ କରିପାରିଥାନ୍ତିେ ତା ହେଲେ ଆଜି ଏପରି…

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ର ସୁଟିଂ

ମାଲକାନଗିରି: ସ୍ଵାଭିମାନ ଅଞ୍ଚଳରେ ପୁଷ୍ଟା ଟିମ୍ । ଆରମ୍ଭ ହେଲା ସୁଟିଂ ।   ସାଉଥ ଫିଲ୍ମ ପୁଷ୍ପା ପାର୍ଟ୍ -୨ ର ସୁଟିଂ ମାଲକାନଗିରିରେ ଆରମ୍ଭ ହୋଇଛି ।   ଆନ୍ଧ୍ର ଓଡିଶା ସୀମାନ୍ତ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପାର ଏକ ଟିମ ଗତକାଲି  ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିବା ପରେ…

ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଟପିଲା ତାପମାତ୍ରା; ଆହୁରି ବଢିବ

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ତାତି । ତତଲା ହାୱାରେ ସାରା ରାଜ୍ୟ ଜଳୁଛି । ରାଜଧାନୀ ଅବସ୍ଥା ତ  ଅସମ୍ଭାଳ। ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିଲା ।  ହେଲେ ପରେ ପରେ ପାରଦ ଉପରକୁ ଉଠୁଛି । ଅତିଷ୍ଠ କରି ଦେଉଛି । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ରାଜଧାନୀ…

ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲା, କାର୍ତ୍ତି ଚିଦାମ୍ବରମ ଏବଂ ଅନ୍ୟମାନଙ୍କ ୧୧ କୋଟିର ସମ୍ପତ୍ତି ଜବତ…

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ‘ଆଇଏନଏକ୍ସ ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍‌ ଏବଂ ଅନ୍ୟମାନଙ୍କ ମାଲିକାନାରେ ଥିବା ପ୍ରାୟ ୧୧.୦୪ କୋଟି ଟଙ୍କା ମୂଲ୍ୟର ୪ଟି ସମ୍ପତ୍ତି ମଙ୍ଗଳବାର ଦିନ ‘ଆଟାଚ୍’ କରିଥିବା ସାମ୍ନାକୁ ଆସିଛି। ଇଡି…

ପୁଣିଥରେ ଦଳକୁ ଫେରିବାକୁ ଚାହୁଁଛନ୍ତି ମୁକୁଲ ରୟ : ବିଜେପି କହିଲା ତାଙ୍କୁ ନେବାକୁ ଇଚ୍ଛା ନାହିଁ

କୋଲକାତା: ଟିଏମ୍‌ସି-ବିଜେପି-ଟିଏମ୍‌ସି ଏବେ ପୁଣି ବିଜେପିକୁ ଫେରିବାକୁ ଚାହୁଁଛନ୍ତି ପଶ୍ଚିମବଙ୍ଗର ବରିଷ୍ଠ ନେତା ମକୁଲ ରୟ। ଏଥିପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ପୁଣିଥରେ ଦଳକୁ ଫେରିଆସିବାକୁ ଚାହୁଁଥିବା କହିବେ ବୋଲି ମୁକୁଲ କହିଛନ୍ତି। ନିଜକୁ ଜଣେ ବିଜେପି ବିଧାୟକ…

କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା; ତରୁଣଙ୍କ ପାଇଁ ପ୍ରଚାର କରିବେ କହ୍ନୖେୟା କୁମାର

ଭୁବନେଶ୍ୱର:  ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ଏବେ ଯୁଦ୍ଧ ପାଇଁ ମୈଦାନ ପ୍ରସ୍ତୁତ । ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି ତିନି ପ୍ରମୁଖ ରାଜନୖେତିକ ଦଳ । ପ୍ରଚାର ପାଇଁ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି । ଉପନିର୍ବାଚନରେ କଂଗ୍ରେସ ତରୁଣ…

ସମଲିଙ୍ଗୀ ବିବାହ ମାମଲା : ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି(ବୁଧବାର) ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି…

ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ : ତୃତୀୟ ସ୍ଥାନରେ ଆମେରିକା

ନୂଆଦିଲ୍ଲୀ: ଏବେ ବିଶ୍ୱର ସର୍ବବୃହତ ଜନବହୁଳ ରାଷ୍ଟ୍ର ଚୀନ ନୁହେଁ ଭାରତ। ଜନସଂଖ୍ୟା ତୁଳନାରେ ଭାରତ ଚୀନକୁ ପଛରେ ପକାଇ ଦେଇଛି। ବୁଧବାର ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ୟୁଏନ୍‌ଏଫ୍‌ପିଏ ଜନସଂଖ୍ୟା ଡାଟା…

ଆଦିବାସୀଙ୍କ ଘରେ ପଖାଳ ଖାଇ ଟ୍ରୋଲ ହେଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ପ୍ରଶଂସା ସାଉଁଟିବାକୁ ଯାଇ ଫସିଗଲେ ସମ୍ବିତ ପାତ୍ର । ନେତା ହେଲେ ବି ସେ ଜଣେ ସାଧାରଣ ଜନତା। ଏହା ପ୍ରମାଣ କରିବାକୁ  ଯାଇ ଏବେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ନିଜ ଟୁଇଟର ପେଜରେ ନିଜେ ସେୟାର କରିଥିବା ଏକ ଫଟୋକୁ ନେଇ ଖୁବ ଟ୍ରୋଲ ହୋଇଛନ୍ତି ସମ୍ବିତ । ବିଜେପି…

ସଂକ୍ରମଣ ସହ ତାଳ ଦେଇ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା; ଦିନକରେ ୩୮ ମୃତ୍ୟୁ

ନୂଆଦିଲ୍ଲୀ: ଦୈନିକ କୋଭିଡ୍ ମାମଲାରେ ଆଜି ପୁଣି ବଢ଼ିଲା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧୦,୫୪୨ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ସଂକ୍ରମିତ ସଂଖ୍ୟାକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା…