Latest Odisha News

BREAKING NEWS

Browsing Category

ଫିଚର

ବଢ଼ିଲା ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ…

ନକଲି ସାର୍ଟିିଫିକେଟ ପ୍ରସଙ୍ଗ: ନିରପେକ୍ଷ ତଦନ୍ତ ଦାବି କଲେ ଭର୍ତ୍ତୃହରି, ସିବିଆଇ ତଦନ୍ତକୁ କେନ୍ଦ୍ରମନ୍ତ୍ରୀଙ୍କ…

କଟକ: ନକଲି ସାର୍ଟିଫିକେଟ ରାକେଟରେ ବିଜୁ ଜନତା ଦଳର ସମ୍ପୃକ୍ତି ଥିବା ଅଭିଯୋଗ ରାଜ୍ୟ ରାଜନୈତିକକୁ ଉଷ୍ମ କରିଥିବା ବେଳେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦଳର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ଦାବି କରିଛନ୍ତି। କଟକ ସାଂସଦ କହିଛନ୍ତି, ପୂର୍ବରୁ ଉତ୍ତର ପ୍ରଦେଶ ଓ…

ଆଜି କଡା ସୁରକ୍ଷା ମଧ୍ୟରେ ସମ୍ବଲପୁରରେ ହେବ ହନୁମାନ ଜୟନ୍ତୀ ଶୋଭାଯାତ୍ରା

ସମ୍ବଲପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ବୁଧବାର ସନ୍ଧ୍ୟାରେ ସହରରେ ହୋଇଥିବା ହିଂସାକାଣ୍ଡରେ ୧୦ ଜଣ ପୁଲିସ କର୍ମଚାରୀ ଆହତ ହେବା ପରେ ଶୋଭାଯାତ୍ରା ଓ ସୁରକ୍ଷା ଅଧିକ…

ରାଜ୍ୟରେ ପାଣିର ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟ, ଜଳ ସଂପଦ ବିଭାଗ-ଆଇଆଇଟି ରୁରକି ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ଜଳ ସଂପଦ ବିଭାଗ, ଓଡ଼ିଶା ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇ.ଆଇ.ଟି) ରୁରକି, ଉତ୍ତରାଖଣ୍ଡ ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା (ଷ୍ଟେଟ୍‌ ସ୍ପେସିଫିକ୍‌ ଆକ୍ସନ ପ୍ଲାନ) ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ରାଜ୍ୟ ଜଳ ସଂପଦ ବିଭାଗ…

ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଧର୍ମର ଜୟ କହିଲା ବିଜେପି

ଭୁବନେଶ୍ୱର: ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସୁପ୍ରିମକୋର୍ଟଙ୍କ ରାୟକୁ 'ଧର୍ମ'ର ବିଜୟ ବୋଲି କହିଛି ବିଜେପି। ଏହି ପ୍ରକଳ୍ପ ପାଇଁ ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ ବୋଲି ବିବେଚନା କରି ବେଦାନ୍ତ ଉପରେ ୫ ଲକ୍ଷ ଟଙ୍କା ଜରିମାନା…

ନିୟମିତ ହେବେ ୧୮ ହଜାରରୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକ, ବିସ୍ତୃତ ରିପୋର୍ଟକୁ ଅପେକ୍ଷା: ସଙ୍ଘ ସଭାପତି

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ୧୮ ହଜାରରୁ ଉର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଶିକ୍ଷକ ଉପକୃତ ହେବେ। ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ। …

୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୪୫ ଗୋଟି ସ୍ଥାନରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୩ ଏପ୍ରିଲ ୨୦୧୩ ରେ ପ୍ରାୟ ୭୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ…

କୋଟିଆ ରାଜନୀତି: ଧର୍ମେନ୍ଦ୍ରଙ୍କ ‘ଗୋ ବ୍ୟାକ ଆନ୍ଧ୍ର’ ନାରାକୁ ବିଜେଡିର ଉପହାସ, ମଧ୍ୟସ୍ଥତା ଦାବି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଗୋ ବ୍ୟାକ୍ ଆନ୍ଧ୍ର' ସ୍ଲୋଗାନକୁ 'ବ୍ୟର୍ଥ' କହି ଉପହାସ କରିଥିଲା ବିଜୁ ଜନତା ଦଳ। ଏବେ ଏହାର କଡା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସକ ଦଳ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ କୋଟିଆ…

ଝାରସୁଗୁଡା ଉପନିର୍ବାଚନ: ‘କିଏ ସ୍ଥାନୀୟ ବାସିନ୍ଦା, କିଏ ଜିଲ୍ଲା ବାହାର’ ତେଜିଲା ବୟାନବାଜି

ଝାରସୁଗୁଡା: ଗୁରୁବାର ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ନିମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପୂର୍ବରୁ ତିନି ଦଳ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି। ଏବେ ଝାରସୁଗୁଡାରେ ନିର୍ବାଚନ ମୈଦାନ କମ୍ପୁଛି। ଏହି ସମୟରେ ଆଗ ମାଟି ପରେ…

ବିସ୍ଫୋରଣରେ ୧୮ ହଜାରରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ

ଟେକ୍ସାସ: ଆମେରିକାର ଟେକ୍ସାସରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଏଠାରେ ଏକ ଡେୟରୀ ଫାର୍ମରେ ବଡ ଧରଣର ବିସ୍ଫୋରଣ ଘଟିବା ଫଳରେ ୧୮,୦୦୦ରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ ଘଟିଛି । ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଡିମିଟରେ ଥିବା ସାଉଥ ଫୋର୍କ ଡେୟରୀରେ…