Latest Odisha News

BREAKING NEWS

Browsing Category

ଫିଚର

‘କର୍ଣ୍ଣାଟକ ଲଢେଇ’ କଂଗ୍ରେସର ଅଭିଜ୍ଞତା ବନାମ ବିଜେପିର ନୂଆ ମୁହଁ

ଭୁବନେଶ୍ୱର: କର୍ଣ୍ଣାଟକରେ ଏଥର ନୂଆ ବନାମ ପୁରୁଣା ଲଢେଇ। ବିଜେପି ୭୦ ରୁ ଅଧିକ ନୂଆ ଚେହେରାକୁ ନିର୍ବାଚନ ମଇଦାନକୁ ଓଲ୍ହାଇଛି। ଏପରିକି ପ୍ରାୟ ୨୦ ଜଣ ବିଧାୟକଙ୍କ ଟିକେଟ କାଟିଛି ଦଳ। ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ବରିଷ୍ଠ ବିଧାୟକ ତଥା ବହୁ ହେଭିୱେଟଙ୍କୁ ଟିକେଟ…

ଅପରାଜିତାଙ୍କୁ ଶ୍ରୀମୟୀଙ୍କ ସମାଲୋଚନା, ‘ସାଢେ ୪ କୋଟି ଓଡ଼ିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ସାଂସଦ’

ଭୁବନେଶ୍ୱର: ସମ୍ବଲପୁର ହିଂସାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥନ ପରେ ପ୍ରତିକ୍ରିୟାଶୀଳ ହୋଇଛି ବିଜେଡି । ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର, ଅପରାଜିତାଙ୍କୁ କାଉଣ୍ଟର କରିଛନ୍ତି । ଶ୍ରୀମୟୀ କହିଛନ୍ତି, ଓଡ଼ିଶାର ୪.୫ କୋଟି ଲୋକ…

ମାଟ୍ରିକ୍ ପରୀକ୍ଷା ଉତ୍ତରଖାତା ନେଇ ଘରକୁ ପଳାଇଲେ ଛାତ୍ରୀ, ତା’ପରେ…

ବାଲେଶ୍ୱର: ମାଟ୍ରିକ୍ ପରୀକ୍ଷା ଶେଷ ପରେ ଖାତା ଦେଖା ବି ସରିଛି । ଖାତା ଦେଖା ସରିବା ପରେ ବାଲେଶ୍ୱରରୁ ସାମ୍ନାକୁ ଆସିଛି ସମସ୍ତଙ୍କୁ ତାଜୁବ୍ କଲା ଭଳି ତଥ୍ୟ । ମାଟ୍ରିକ୍ ପରୀକ୍ଷାର୍ଥୀ ଦେଇଥିବା ଜଣେ ଛାତ୍ରୀଙ୍କ ଘରୁ ମିଳିଛି ଉତ୍ତରଖାତା । ସୂଚନା ଅନୁସାରେ, ମାର୍ଚ୍ଚ ୨୦ ତାରିଖରେ…

ସମ୍ବଲପୁର ପରିସ୍ଥିତି ପାଇଁ ବିଜେଡିକୁ ଦାୟୀ କରି ବିଜେପିର ଟାର୍ଗେଟ, ପ୍ରଶାସନ ଉପରେ ବର୍ଷିଲେ ମନମୋହନ

ଝାରସୁଗୁଡା : ସମ୍ବଲପୁରରେ ଦେଖାଦେଇଥିବା ଅଶାନ୍ତ ସ୍ଥିତିକୁ ନେଇ ସରକାରଙ୍କୁ ବୁଧବାର ଟାର୍ଗେଟ କରିଛି ରାଜ୍ୟ ବିଜେପି । ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟସ୍ତରୀୟ ଟିମ ସରକାର ଓ ପ୍ରଶାସନର ଦାୟିତ୍ବହୀନତା, ଅପାରଗତା ପାଇଁ ଏଭଳି ଘଟଣା ଘଟିଥିବା କହି ବର୍ଷିଥିବାବେଳେ…

କୁଆଡ଼େ ଗଲା ଶ୍ରୀମନ୍ଦିର ଫାଇଲ ? ହଜିଛି ନା ଲୁଚାଇ ଦିଆଯାଇଛି ?

ପୁରୀ: ପ୍ରଥମେ ରତ୍ନ ଭଣ୍ଡାର ଚାବି ହଜାଇଦେଲେ  । ଏବେ ହଜାଇଦେଲେ ଶ୍ରୀମନ୍ଦର ଫାଇଲ ! ଶ୍ରୀମନ୍ଦିରରୁ ଏମିତି ସବୁଜିନିଷ ହଜି ଯାଉଛି କାହିଁକି ? ହଜି ଯାଉଛି ନା ହଜାଇ ଦିଆଯାଉଛି ?  ଶ୍ରୀମନ୍ଦିର ସଂକ୍ରାନ୍ତୀୟ ୨ଟି ଫାଇଲ ଗାଏବ ଘଟଣାକୁ ନେଇ ଉଠୁଛି ଏମିତି ପ୍ରଶ୍ନ । ଫାଇଲ ହଜିବା ଘଟଣା…

ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିଲେ ମେଡିକାଲ୍ ଅଫିସର, ଧରିଲା ଭିଜିଲାନ୍ସ

ଯାଜପୁର: ପୋଷ୍ଟ ମର୍ଟମ ରିପୋର୍ଟ ପାଇଁ ଲାଞ୍ଚ । ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଦାନଗଦି ସିଏଚସିର ମେଡିକାଲ୍ ଅଫିସର ଓ ସିକ୍ୟୁରିଟି ଗାର୍ଡ । ଡକ୍ଟର ପବିତ୍ର କୁମାର ସେଠୀଙ୍କ ସହ ସିକ୍ୟୁରିଟି ଗାର୍ଡ ଅଭିରାମଙ୍କୁ ଭିଜିଲାନ୍ସ ହେପାଜତକୁ ନେଇ ତଦନ୍ତ କରୁଛି । ସୂଚନା ଅନୁସାରେ, ଗତ…

ଝିଅର ବାହାଘର ଖର୍ଚ୍ଚ ଉଠାଇବାକୁ ବାପା ବାଧ୍ୟ-କୋର୍ଟ

କୋଚି: ବାପାଙ୍କ ସମ୍ପତ୍ତିରେ ପୁଅମାନେ ଯେତିକି ହକ ଦେଖାଇ ଥାନ୍ତି ଝିଅମାନେ ସେତିକି ଦେଖାଇ ପାରି ନ ଥାନ୍ତି । ଆଇନ ଯାହା କହୁ ପଛେ, ଝିଅମାନେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଭୟ କରିଥାନ୍ତି । ସମାଜର ଭୟ ହେଉ ବା ପରବାରର ଝିଅମାନେ ଏହି ଅଧିକାରରୁ ନିଜକୁ ଦୂରେଇ ରଖିବା ପାଇଁ ଚେଷ୍ଟା…

ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୩ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ତାତିରୁ ତ୍ରାହି ନାହିଁ । ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୨.୮ ଡିଗ୍ରୀ, ଭୁବନେଶ୍ୱରରେ ୪୧.୮ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ,…

ରାଜ୍ୟ ସରକାରଙ୍କ ଫଣ୍ଡା କ୍ଲିୟର ନାହିଁ, ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି- ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଫଣ୍ଡା କ୍ଲିୟର ନାହିଁ । ସେ ଖାଲି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।୨ ହଜାର ହେକ୍ଟର ଜମି ଜଳସେଚନ ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଆବଶ୍ୟକତା ନାହିଁ । ଛତିଶଗଡ ସରକାରଙ୍କ ପରି ଯଦି ମହାନଦୀରେ ଛାେଟ ଛୋଟ ବ୍ୟାରେଜ କରିପାରିଥାନ୍ତିେ ତା ହେଲେ ଆଜି ଏପରି…

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ର ସୁଟିଂ

ମାଲକାନଗିରି: ସ୍ଵାଭିମାନ ଅଞ୍ଚଳରେ ପୁଷ୍ଟା ଟିମ୍ । ଆରମ୍ଭ ହେଲା ସୁଟିଂ ।   ସାଉଥ ଫିଲ୍ମ ପୁଷ୍ପା ପାର୍ଟ୍ -୨ ର ସୁଟିଂ ମାଲକାନଗିରିରେ ଆରମ୍ଭ ହୋଇଛି ।   ଆନ୍ଧ୍ର ଓଡିଶା ସୀମାନ୍ତ ତରାବୁ ଜଳପ୍ରପାତ ନିକଟରେ ପୁଷ୍ପାର ଏକ ଟିମ ଗତକାଲି  ପହଞ୍ଚି ଏକ ଜଙ୍ଗଲି ସେଟ୍ ଅପ୍ ତିଆରି କରିବା ପରେ…