Latest Odisha News

BREAKING NEWS

Browsing Category

ଫିଚର

ବାଇଗଣରେ ପୋକ ରହିଛି ବୋଲି କିପରି ଜାଣିବେ ?

ସମସ୍ତ ପନିପରିବା ମଧ୍ୟରେ ବାଇଗଣ ଅନ୍ୟତମ । ହେଲେ ବାଇଗଣ ନାଁ ଶୁଣିଲେ କିଛି ଲୋକଙ୍କର ମୁହଁର ରଙ୍ଗ ବଦଳିଯାଏ । କାରଣ କିଛି ଲୋକ ବାଇଗଣ ଖାଇବାକୁ ପସନ୍ଦ କରିନଥାନ୍ତି । ବାଇଗଣକୁ ଅଧିକାଂଶ ଲୋକେ ଭର୍ତ୍ତା କରି ଖାଇବାକୁ ଭଲପାଆନ୍ତି । କେବେ ଆପଣ ଭାବିଛନ୍ତି ବାଇଗଣ କାଟିବା ସମୟରେ କିମ୍ବା…

ସମ୍ବଲପୁରରେ ଶୋଭାଯାତ୍ରା ସାରି ଫେରିବା ବେଳେ ଯୁବକଙ୍କୁ ହତ୍ୟା ଅଭିଯୋଗ

ସମ୍ବଲପୁର: ସହର ଭିତରେ ବ୍ୟାପକ ପୋଲିସ ମୁତୟନ ଥାଇ ଜଣେ ଯୁବକ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସଂଧ୍ଯାରେ ସହର ହିତରେ ଚାଲିଥିବା ହନୁମାନ ଜୟନ୍ତୀ ଦେଖି ଫେରିବା ବାଟରେ ଚନ୍ଦ୍ରମଣି ମିର୍ଦ୍ଦା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର ବଡସିଂହାରୀ ଗାଁର ବୋଲି…

ଶ୍ରମମନ୍ତ୍ରୀଙ୍କ ବିରୋଧରେ ଥାନାରେ ଦ୍ବାରସ୍ଥ ହେଲେ ଦଳୀୟ ମହିଳା ନେତ୍ରୀ, ପୋଲିସ ସ୍ପଷ୍ଟ କରୁନି ଏତଲା ବାବଦରେ

ଭୁବନେଶ୍ୱର: ଶ୍ରମ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦଳର ଜଣେ ମହିଳା ନେତ୍ରୀ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ରାଜଧାନୀର ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗୁରୁବାର ମହିଳା ଜଣଙ୍କ ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ମନ୍ତ୍ରୀଙ୍କ…

ଟାର୍ଗେଟ ପିଛା କରି ଭିଡିଗଲେ ‘ରନ୍ ମେସିନ’ ରିଙ୍କୁ ସିଂହ, ଭାଗିଦାରୀ ନମିଳିବାରୁ ହାରିଲା କେକେଆର

କୋଲକାତା: ଚଳିତ ଆଇପିଏଲର ୧୯ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସକୁ ୨୩ ରନରେ ପରାସ୍ତ କରିଛି ଢ କେକେଆର୍ ଅଧିନାୟକ ନୀତୀଶ ରାଣା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ହାଇଦ୍ରାବାଦ ୨୦ ଓଭରରେ ୨୨୮ ରନ୍…

କ’ଣ କଲେ ପଶ୍ଚିମବଙ୍ଗରେ ମମତା ସରକାର ଭାଙ୍ଗିଯିବ? ଦଳୀୟ ସମାବେଶରେ କହିଲେ ଗୃହମନ୍ତ୍ରୀ

କୋଲକାତା: ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦାବି କରିଛନ୍ତି ଯେ ଯଦି ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୩୫ଟି ଆସନରେ ଜିତିବାରେ ସଫଳ ହୁଏ, ତେବେ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଏହାର କାର୍ଯ୍ୟକାଳର ବହୁ ପୂର୍ବରୁ ଭାଙ୍ଗିଯିବ। ଯଦି…

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାରଙ୍କ ମେଗାପ୍ଲାନ୍

ପାଟନା: ନିକଟରେ ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ବିହାର ମୁଖ୍ୟ ନୀତିଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ପାଟନାର ଦଳୀୟ କାର୍ଯ୍ୟାଳୟରେ ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏହି ନୂଆ ରଣନୀତି…

ଅବକାରୀ ଦୁର୍ନୀତି ମାମଲା: ରବିବାର ସିବିଆଇରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି। କେଜ୍ରିୱାଲଙ୍କୁ ସିବିଆଇ ଏବେ ପଚରାଉଚରା କରିବ। ଏପ୍ରିଲ ୧୬ରେ ସିବିଆଇ ଅଫିସରେ ହାଜର ହେବାକୁ କହିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।…

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ କର୍ଫ୍ୟୁ: ଘରୁ ବାହାରିବାକୁ ମନା, ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ପାଖରୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁର ସହରରେ ଶେଷରେ କର୍ଫ୍ୟୁ ଲାଗୁ ହୋଇଛି। ଆଜି ରାତି ୧୨ଟାରୁ ୪୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲା ପ୍ରଶାସନ ଏହି କର୍ଫ୍ୟୁ ଲାଗୁ କରିଥିବା ଏସପି ସୂଚନା ଦେଇଛନ୍ତି। ଘରୁ ବାହାରିବା…

ଆଇଟିଏଫ ଏସିଆନ ଜୁନିୟର ଚାମ୍ପିୟନଶିପ: କୋରିଆ ଓଭରାଲ ଚାମ୍ପିୟନ, ଭାରତକୁ ରୌପ୍ୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ଜୁନିୟର ଚାମ୍ପିୟନଶିପ ଉଦଯାପିତ ହୋଇଛି । କୋରିଆ ଟିମ ଓଭରାଲ ଚାମ୍ପିୟନ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନ…

ବ୍ରୁକ୍ସଙ୍କ ଶତକ: କୋଲକାତା ସମ୍ମୁଖରେ ୨୨୯ ରନର ଲକ୍ଷ୍ୟ

ଇଡେନଗାର୍ଡେନ: ଏଠାରେ ଶୁକ୍ରବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୨୯ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ହ୍ୟାରୀ ବ୍ରୁକସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୫୫ ବଲରେ ୧୨ ଚୌକା ଓ ୩ଛକା ବଳରେ ୧୦୦ ରନ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ…