Latest Odisha News

BREAKING NEWS

Browsing Category

ଫିଚର

ଗୁଜରାଟ ବିପକ୍ଷରେ କୋଲକାତାର ସ୍ମରଣୀୟ ବିଜୟ: ରଶିଦଙ୍କ ହ୍ୟାଟ୍ରିକକୁ ବେକାର କଲା ରିଙ୍କୁଙ୍କ ସୁନାମୀ

ଅହମ୍ମଦାବାଦ: ଚଳିତ ଆଇପିଏଲର ସବୁଠାରୁ ରୋମାଂଚକ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୩ ୱିକେଟରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ୨୦୦ରୁ ଊର୍ଦ୍ଧ୍ୱ ରନ, ଶେଷ ଓଭରରେ ୨୯ ରନ ଏବଂ ହ୍ୟାଟ୍ରିକ ୱିକେଟ ସବୁ କିଛି ଦେଖିବାକୁ ମିଳିଥିଲା । ତେବେ ରିଙ୍କୁ ସିଂଙ୍କ ୨୧ ବଲରୁ…

ବାଘ ସଂଖ୍ୟା ବୃଦ୍ଧି ଦେଶ ପାଇଁ ଗୌରବର ବିଷୟ : ନରେନ୍ଦ୍ର ମୋଦି

କର୍ଣ୍ଣାଟକ : ଦେଶରେ ବାଘ ସଂଖ୍ୟାରେ ବୃଦ୍ଧି ହୋଇଛି ଓ ଏହା ଦେଶପାଇଁ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩ ହଜାର ୧୬୭ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ୫୩ଟି ବ୍ଯାଘ୍ର ପ୍ରକଳ୍ପ ରହିଥିବାବେଳେ ଜାତୀୟ…

ପିଏମ୍ ମୋଦିଙ୍କୁ କାଉଣ୍ଟର, ଆମ୍ ଆଦମୀ ପାର୍ଟି ଆରମ୍ଭ କଲା ‘ଡିଗ୍ରୀ ଦେଖାଅ’ ଅଭିଯାନ

ନୂଆଦିଲ୍ଲୀ: ସାର୍ଟିଫିକେଟ୍ ଲଢ଼େଇକୁ ଶାଣିତ କଲା ଆମ୍ ଆଦମୀ ପାର୍ଟି । ଶନିବାର ଆପ୍ ପକ୍ଷରୁ ତୁମ ‘ଡିଗ୍ରୀ ଦେଖାଅ’ ଅଭିଯାନ ଆରମ୍ଭ ହୋଇଛି । ବିଜେପି ନେତାଙ୍କୁ ଶିକ୍ଷାଗତ ପ୍ରମାଣପତ୍ର ଦେଖାଇବାକୁ ଦଳ ଚ୍ୟାଲେଞ୍ଜ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷା ପ୍ରମାଣ ପତ୍ର…

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୁଦ୍ଧ ଅପରାଧୀଙ୍କ ଶୁଣାଣୀରେ ସାମିଲ ଶେଷ ଓକିଲ ଫ୍ରେଙ୍କଜଙ୍କ ପରଲୋକ

ନୂଆଦିଲ୍ଲୀ:ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯୁଦ୍ଧ ଅପରାଧୀଙ୍କ ଶୁଣାଣୀରେ ସାମିଲ ଶେଷ ଓକିଲ ବେନ ଫ୍ରେଙ୍କେଜଙ୍କ ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଫ୍ଲୋରିଡାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜନସଂହାର ରଚିଥିବା ଦୋଷୀଙ୍କୁ ଦଣ୍ଡ ଦେଇଥିବାରୁ ସେ ସର୍ବନା ସ୍ମରଣୀୟ ହୋଇ ରହିବେ । ୧୯୪୩ରେ…

ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କାମାକ୍ଷାନଗର: ଅଧରାତିରେ ବୋମାମାଡ଼ । ଢେଙ୍କାନାଳ ଜିଲ୍ଲା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଏନେଇ ପୋଲିସରେ ଏତଲା ଦେଇଛନ୍ତି ପୂର୍ବତନ ସମିତି ସଭ୍ୟ ଅଶ୍ୱିନୀ ପରିଡ଼ା । ଅଭିଯୋଗ ଅନୁସାରେ, ଶନିବାର…

ସର୍ବଭାରତୀୟସ୍ତରର ଅଧିକାରୀଙ୍କୁ ଡକାୟତ କହି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ !

ବାଲେଶ୍ୱର : ସର୍ବଭାରତୀୟ ସ୍ତରର ଅଧିକାରୀ ଜଣେ ଜଣେ ଡକାୟତ ଓ ତାଙ୍କଠୁ ବଡ଼ ଡକାୟତ ଦୁନିଆରେ କେହି ନାହାନ୍ତି । କିଛି ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିକଟରେ ବାଲେଶ୍ବର ବାଲିଆପାଳ…

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦରୁ ହଟିବେ ୱାର୍ଣ୍ଣର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳର ମୂଖ୍ୟ କୋଚ ରିକି ପଂଟି ଏ ନେଇ କଠୋର ପଦକ୍ଷେପ ନେବା ପାଇଁ ନିଷ୍ପତି ନେଇଛି । ରିପୋର୍ଟ ମୁତାବକ ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ପଦରୁ ହଟେଇବା ପାଇଁ ସେ ସଙ୍କେତ ଦେଇ ସାରିଛନ୍ତି । ସେ ଭଲ ବ୍ୟାଟିଂ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଡିଜିଟାଲ୍ କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ସରକାର ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି । ଯାହା ଦେଶ ଏବଂ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଲାଗି କାର୍ଯ୍ୟ କରିବ । ପ୍ରବାସୀ ଓଡ଼ିଆଙ୍କ ସହ ଜଡ଼ିତ ରହିବା…

‘ସପ୍ତ ମୁକ୍ତି କ୍ଷେତ୍ର’ ତାଲିକାରେ ସ୍ଥାନ ପାଇଲା ଶ୍ରୀକ୍ଷେତ୍ର ପୁରୀ, ମୋକ୍ଷସ୍ଥଳ ଭାବେ ମାନ୍ୟତା…

ନୂଆଦିଲ୍ଲୀ : ‘ଭାରତର ସପ୍ତ ମୁକ୍ତି କ୍ଷେତ୍ର’ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ ସ୍ଥାନିତ ହୋଇଛି। ଏଥିସହ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପୁରୀକୁ ମୋକ୍ଷସ୍ଥଳ ଭାବେ ଘୋଷଣା କରାଯାଇଛି । ସପ୍ତ ମୁକ୍ତି କ୍ଷେତ୍ର ତାଲିକାରେ ପୁରୀ ଶ୍ରୀକ୍ଷେତ୍ର ସମେତ…

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ କେଜ୍ରିୱାଲଙ୍କୁ ଜବାବ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ବି.କେ.ସକ୍ସେନା କେଜ୍ରିୱାଲଙ୍କକ ଉପରେ ପରୋକ୍ଷରେ ବର୍ଷିଛନ୍ତି । ଉପରାଜ୍ୟପାଳ କାହାର…