Latest Odisha News

BREAKING NEWS

Browsing Category

ଫିଚର

ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତା କାଲିଠାରୁ ଖାତା ଦେଖା ଆରମ୍ଭ ହେବ । ଏହା ଏପ୍ରିଲ ୨୩ ତାରିଖ ଯାଏ ଚାଲିବ । ଏହାପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ ଖାତା ଦେଖା । ଏହା ମେ’ ୭ ତାରିଖ ଯାଏ ଚାଲିବ । ତେଣୁ ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ…

ଢେଙ୍କାନାଳରେ ସେକ୍ସ ରାକେଟ ଠାବ ! ୨ ଯୁବତୀ ଉଦ୍ଧାର ଓ ଜଣେ ଗିରଫ

ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ। କାଲଟାକ୍ସ ନିକଟରେ ଥିବା ଏକ ଘରେ ଦେହ ବେପାର ଚାଲିଥିବା ଖବର ପାଇ ଢେଙ୍କାନାଳ ଟାଉନ ଥାନା ପୋଲିସ ଶନିବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ାଉ କରିଥିଲା। ଚଢାଇ ସମୟରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ…

ଆତ୍ମପ୍ରଚାର, ସାହିତ୍ୟ ଯାତ୍ରାର ବଡ଼ ପ୍ରତିବନ୍ଧକ : ଅସିତ କୁମାର ପଣ୍ଡା

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅସିତ କୁମାର ପଣ୍ଡା । ସ୍ତମ୍ଭ , ଗଳ୍ପ , କବିତା, ନାଟକ ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ…

ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହେଲେ ଗେହଲଟ-ପାଇଲଟ

ଜୟପୁର(ରାଜସ୍ଥାନ ): ରାଜସ୍ଥାନ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ରାଜନୖତିକ ଯୁ୍ଦ୍ଧ । ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ପୁଣି ଜୋରଦାର ଆକ୍ରମଣ…

ଅଲୌକିକ ଦୃଶ୍ୟ: ନିମ୍ବଗଛ ଜଳୁଛି, ପୂଜାର୍ଚ୍ଚନା କଲେ ଲିଭିଯାଉଛି

ତାଳଚେର: ଆପେ ଆପେ ଜଳୁଝି ନିମ୍ବଗଛ । ବହୁ ବର୍ଷର ଏହି ନିମ୍ବଗଛଟି ଜଳିବାରେ ଲାଗିଛି । କେଉଁଠୁ ନିଆଁ ଆସିଲା କେହି ଜାଣନ୍ତିନି । କେତେବେଳେ ଜଳୁଛି, କେତେବେଳେ ଲିଭିଯାଉଛି । ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ତାଳଚେର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ। ଜଗନ୍ନାଥ ପୁର…

ସିସି କ୍ୟାମେରାକୁ ଚକମା ଦେଉଛନ୍ତି ଅମାନିଆ ! ଧରିବାକୁ ଯୋଜନା ପ୍ରସ୍ତୁତ କଲା କମିସନରେଟ୍‌‌ ପୋଲିସ

ଅମାନିଆ ଗାଡି ଚାଳକଙ୍କୁ ଧରିବା ଲାଗି ଖଞ୍ଜାଯାଇଥିବା ସିସି କ୍ୟାମେରାକୁ ବି ଚକମା ଦେଉଛନ୍ତି କିଛି ଅମାନିଆ ଗାଡ଼ି ଚାଳକ। କେତେବେଳେ ଗାଡ଼ିର ନମ୍ବର ପ୍ଲେଟ୍‌‌ ଲିଭାଇ, ଲୁଚାଇ କିମ୍ବା ଅଳ୍ପ ଭାଙ୍ଗି(ଯେପରି ଗାଡ଼ିର ଗୋଟିଏ ନମ୍ବର କିମ୍ବା ଅକ୍ଷର ଜଣା ନପଡ଼ିବ) ଦେଇ ଏମାନେ ବେଧଡ଼କ ଗାଡ଼ି…

୨୦୨୪ରେ କଂଗ୍ରେସ ଓ ସପା ପାଇଁ ପ୍ରଚାର କରିବେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ସତ୍ୟପାଲ ମଲ୍ଲିକଙ୍କୁ ଦଳ ବିହାର, ଜାମ୍ମୁ-କାଶ୍ମୀର ଓ ଗୋଆ ସମେତ କେତେକ ରାଜ୍ୟରେ ରାଜ୍ୟପାଳ କରାଇଛି। ହେଲେ ଏବେ ଦଳ ଉପରେ ଖପ୍ପା ସତ୍ୟପାଲ। ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି। ସତ୍ୟପାଲ…

ଆସନ୍ତା ମେ’ ୭ରେ ନିଟ୍‌‌ ୟୁଜି ପ୍ରବେଶିକା, ଓଡ଼ିଶାର ମୋଟ୍‌‌ ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ନିଷ୍ପତ୍ତି

ଆସନ୍ତା ମେ’ ମାସ ୭ତାରିଖରେ ଅନୁଷ୍ଠିତ ହେବ ନିଟ୍‌‌ ୟୁଜି ପ୍ରବେଶିକା ଏହି କ୍ରମରେ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟର ୨୭ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ଓ କଟକ ସମେତ ଅନୁଗୁଳ,…

ନିର୍ମାଣର ୨ ମାସ ପୂରିନି, ଭୁଶୁଡି ପଡ଼ିଲା ରମାଦେବୀ ବିଶ୍ୱବିଦ୍ୟାଳୟ ପାଚେରୀ

ଭୁବନେଶ୍ୱର: ଭୁଶୁଡି ପଡିଲା ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଚେରୀ । ୧୨ ଫୁଟ ଉଚ୍ଚ ଏବଂ ୧୦୦ ଫୁଟ ଲମ୍ବର ଏହି ପାଚେରୀ ୟୁନିଭର୍ସିଟି ଗାର୍ଡେନକୁ ପଟକୁ ଭୁଶୁଡି ପଡିଛି । ତେବେ ଆଜି ରବିବାର ଥିବାରୁ ଛାତ୍ରୀମାନେ ଏଠାରେ ନ  ଥିବାରୁ କାହାରି କିଛି କ୍ଷତି ହୋଇନାହିଁ । ସବୁଠାରୁ…

ବର୍ଷ ୨୦୨୧-୨୨ରେ ୧୦ ଆଞ୍ଚଳିକ ଦଳ ନେଇଛନ୍ତି ୮୫୨ କୋଟି ଟଙ୍କାର ଚାନ୍ଦା; ଏଡିଆର୍ ରିପୋର୍ଟ

ନୂଆଦିଲ୍ଲୀ: ଡିଏମକେ, ଆପ୍, ୱାଇଏସଆର କଂଗ୍ରେସ, ଜେଡିୟୁ, ବିଜେଡି ସହ ମୋଟ ୧୦ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଏହାର ପରିଚାଳନା ପାଇଁ ୨୦୨୧-୨୨ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୮୫୨.୮୮ କୋଟି ଟଙ୍କା ଚାନ୍ଦା ନେଇଛନ୍ତି। ରାଜନୈତିକ ଦଳଗୁଡିକର ହିସାବନିକାସ ରଖୁଥିବା ଏନଜିଓ ସଂସ୍ଥା ଆସୋସିଏସନ ଫର୍…