Latest Odisha News

BREAKING NEWS

Browsing Category

ଫିଚର

ବଢ଼ିଲା ଅଭିନେତ୍ରୀ ତାପସୀଙ୍କ ଅଡୁଆ

ମୁମ୍ବାଇ: ଅଙ୍ଗ ପ୍ରଦର୍ଶନ ପୋଷାକ ସହ ମାଆ ଲକ୍ଷ୍ମୀଙ୍କ ଲକେଟ ପିନ୍ଧିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଡୁଆ ବଢ଼ାଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଛତ୍ରିପୁରା ପୋଲିସ ଥାନାରେ ଏ ନେଇ ତାଙ୍କ ବିରୋଧରେ ହିନ୍ଦୁ ରକ୍ଷକ ସଂଗଠନ ମୋକଦ୍ଦମା ରୁଜୁ କରିଛି । ଏହାର ସଂଯୋଗକ ଏକଲବ୍ୟ ଗୌଡ ଏହି ଅଭିଯୋଗ…

ଖରାପ ମାନର ଔଷଧ, ଲାଇସେନ୍ସ ହରାଇବେ ୧୮ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ: ୧୮ଟି ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଔଷଧ ଉତ୍ପାଦନ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବା ସହ ଲାଇସେନ୍ସକୁ ବାତିଲ୍ କରାଯାଇଛି । ୨୬ଟି ଫାର୍ମା କମ୍ପାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ର ଆଧାରରେ ଏନଡିଟିଭି ପ୍ରକାଶ କରିଥିବା ଖବର…

ଆଗ୍ରେସିଭ ରାଜ୍ୟ ବିଜେପି, କେନ୍ଦ୍ରର ସହଯୋଗ ମିଳିବ ତ?

ଭୁବନେଶ୍ୱର: ଆକ୍ରମଣତ୍ମକ ମୁଦ୍ରାରେ ରାଜ୍ୟ ବିଜେପି। ନୂଆ ଆଗ୍ରେସିଭ ଟିମକୁ ନେଇ ଆଗାମୀ ସାଧାରଣ ନିର୍ବାଚନରେ ଶାସନକୁ ଆସିବାକୁ ଯୋଜନା କରୁଛି ଦଳ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶାସକ ଦଳ ଉପରେ ଲଗାତର ବର୍ଷି ଚାଲିଛନ୍ତି। ବହୁ ସମ୍ବେଦନଶୀଳ ପ୍ରସଙ୍ଗରେ ଶାସକ ଦଳର ମଙ୍ଗୁଆଳଙ୍କୁ…

ଗେମଚେଞ୍ଜର ହେବ ରାହୁଲ ପ୍ରସଙ୍ଗ !

ଭୁବନେଶ୍ୱର: ମାତ୍ର ଅଳ୍ପ କିଛି ସମୟରେ ବଦଳିଯାଇଛି ଦେଶର ରାଜନୈତିକ ଚିତ୍ର। ଯିଏ ବ୍ୟାକଫୁଟରେ ଥିଲା ସେ ଫ୍ରଣ୍ଟଫୁଟରେ ଆଉ ଯିଏ ଫ୍ରଣ୍ଟରେ ଥିଲା ସେ ବ୍ୟାକରେ। ରାହୁଲଙ୍କ ପ୍ରସଙ୍ଗ ପରେ ଏବେ ଦେଶରେ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ଓ…

ପ୍ରିୟଙ୍କା ଘଟଣାରେ କରନଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ରାଜନୀତିରେ ଅତିଷ୍ଠ ହୋଇ ମୁମ୍ବାଇ ଛାଡିଥିଲି ବୋଲି ପ୍ରିୟଙ୍କା ଚୋପ୍ରା ବୟାନ ଦେଇଛନ୍ତି । ଏହି ବୟାନ ଏବେ ଝଡ ସୃଷ୍ଟି କରିଛି କହିଲେ ଭୁଲ ହେବନି । ଏବେ ଏହି ଘଟଣାରେ ବିବାଦୀୟ କୁଇନ କଙ୍ଗନା ରାନାୱାତ ପାଦ ଥାପିଛନ୍ତି । ସେ ସିଧାସଳଖ ପ୍ରିୟଙ୍କା ଘଟଣାରେ କରନ ଜୋହରଙ୍କୁ…

ପୁଣି ନୂଆ ବିବାଦ ଘରରେ ରାହୁଲ ! କ୍ଷମା ନମାଗିଲେ, FIR ଧମକ ଦେଲେ ବୀର ସାବରକରଙ୍କ ନାତି

ନୂଆଦିଲ୍ଲୀ : ସତେ ଯେମିତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଡ଼ିଛି ରାହୁ ଦଶା ! ପ୍ରଥମେ ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତା ହରାଇବାକୁ ପଡିଥିବାବେଳେ ଏବେ ପୁଣି ଏକ ନୂଆ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି ରାହୁଲ। ଏଥର ବୀର ଦାମୋଦର ସାବରକରଙ୍କ ନାତି…

ରାଘବ-ପରିଣୀତି ସମ୍ପର୍କରେ ମୋହର ମାରିଲେ ଆପ ଏମପି ସଞ୍ଜୀବ

ମୁମ୍ବାଇ:ଆମ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନ ଥିଲେ ମଧ୍ୟ ଆପର ଏମପି ସଞ୍ଜୀବ ଆରୋରା ଏଥିରେ ମୋହର ଲଗାଇଛନ୍ତି । ମଙ୍ଗଳବାର ସକାଳ ୧୧ଟା ବେଳେ…

ହୀରାକୁଦ ଜଳସ୍ତର ହ୍ରାସ ପଛରେ ମହାନଦୀ ବିବାଦ, ଟ୍ରିବ୍ୟୁନାଲଙ୍କ ଏପ୍ରିଲ ଗସ୍ତ ଉପରେ ନଜର

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏବେର ନୁହେଁ । ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦର ସମାଧାନ ହେବ କଣ, ଓଲଟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ…

ଏପ୍ରିଲ୍ ୧ ଯାଏ ବର୍ଷା, ଘଡ଼ଘଡ଼ି; ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ପାଇଁ ପାଣିପାଗ ବିଭାଗ ଘଡ଼ଘଡ଼ି ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

କରଦାତାଙ୍କୁ ଆଶ୍ୱସ୍ତି: ପୁଣି ଘୁଞ୍ଚିଲା ପାନ-ଆଧାର ଲିଙ୍କ

ନୂଆଦିଲ୍ଲୀ: କରଦାତାମାନଙ୍କୁ ମିଳିଲା ଆଶ୍ୱସ୍ତି । ପାନ-ଆଧାର ଲିଙ୍କ କରିବା ଡେଡ ଲାଇନ ପୁଣି ବଢିଛି । ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ଡେଡ ଲାଇନ ଦିଆଯାଇଥିଲା । ହେଲେ ଏହାର ସମୟସୀମା ଆହୁରି ୩ ମାସ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଆପଣ ଜୁନ ୩୧ ତାରିଖ ଭିତରେ ପାନ-ଆଧାର ଲିଙ୍କ…