Latest Odisha News

BREAKING NEWS

Browsing Category

ଫିଚର

ରାଘବ-ପରିଣୀତି ସମ୍ପର୍କରେ ମୋହର ମାରିଲେ ଆପ ଏମପି ସଞ୍ଜୀବ

ମୁମ୍ବାଇ:ଆମ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନ ଥିଲେ ମଧ୍ୟ ଆପର ଏମପି ସଞ୍ଜୀବ ଆରୋରା ଏଥିରେ ମୋହର ଲଗାଇଛନ୍ତି । ମଙ୍ଗଳବାର ସକାଳ ୧୧ଟା ବେଳେ…

ହୀରାକୁଦ ଜଳସ୍ତର ହ୍ରାସ ପଛରେ ମହାନଦୀ ବିବାଦ, ଟ୍ରିବ୍ୟୁନାଲଙ୍କ ଏପ୍ରିଲ ଗସ୍ତ ଉପରେ ନଜର

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏବେର ନୁହେଁ । ଅନେକବର୍ଷ ଧରି ଓଡ଼ିଶା ଓ ପଡୋଶୀ ଛତିଶଗଡ଼ ମଧ୍ୟରେ ପାଣିକୁ ନେଇ ଚାଲିଥିବା ଏହି ବିବାଦର ସମାଧାନ ହେବ କଣ, ଓଲଟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦର ସମାଧନ ପାଇଁ କେନ୍ଦ୍ର ଜଳ ମନ୍ତ୍ରାଳୟଙ୍କ…

ଏପ୍ରିଲ୍ ୧ ଯାଏ ବର୍ଷା, ଘଡ଼ଘଡ଼ି; ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ପାଇଁ ପାଣିପାଗ ବିଭାଗ ଘଡ଼ଘଡ଼ି ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

କରଦାତାଙ୍କୁ ଆଶ୍ୱସ୍ତି: ପୁଣି ଘୁଞ୍ଚିଲା ପାନ-ଆଧାର ଲିଙ୍କ

ନୂଆଦିଲ୍ଲୀ: କରଦାତାମାନଙ୍କୁ ମିଳିଲା ଆଶ୍ୱସ୍ତି । ପାନ-ଆଧାର ଲିଙ୍କ କରିବା ଡେଡ ଲାଇନ ପୁଣି ବଢିଛି । ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ଡେଡ ଲାଇନ ଦିଆଯାଇଥିଲା । ହେଲେ ଏହାର ସମୟସୀମା ଆହୁରି ୩ ମାସ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଆପଣ ଜୁନ ୩୧ ତାରିଖ ଭିତରେ ପାନ-ଆଧାର ଲିଙ୍କ…

ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ: ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ:ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ । କହିଲେ ବଲିଉଡରେ ରାଜନୀତି ଚାଲିଛି । ଏପରି ରାଜନୀତିରେ ସେ ଥକି ଗଲେଣି । ବର୍ଷ ବର୍ଷ ଧରି ବଲିଉଡ ବିରୋଧରେ ଚାଲି ଆସୁଥିବା ସଙ୍ଗୀନ ଅଭିଯୋଗ ସତ ବୋଲି କହିଲେ ପ୍ରିୟଙ୍କା ଚୋପ୍ରା । ଏହି ରାଜନୀତି ପାଇଁ ସେ ବଲିଉଡ ଛାଡିଛନ୍ତି ବୋଲି…

ଉମେଶ ପାଲ୍ ଅପହରଣ ମାମଲାରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଆଜୀବନ ସଜ୍ଜା

ପ୍ରୟାଗରାଜ: ୨୦୦୬ ଉମେଶ ପାଲ୍ ଅପହରଣ ମାମଲାରେ ୟୁପିର ଗ୍ୟାଙ୍ଗଷ୍ଟର ଅତିକ ଅହମଦ, ଦିନେସ ପାସୀ ଓ ସୌଲତ ହନିଫକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏମପି/ଏମଏଲ୍ଏ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୩ ଅଭିଯୁକ୍ତଙ୍କୁ ୧ ଲକ୍ଷ ଲେଖାଏ ଜରିମାନା କରିଛନ୍ତି…

ମୋଦିଙ୍କୁ ଟାର୍ଗେଟରେ ରଖିଥିଲେ ରାହୁଲ, ତେଣୁ ଦେଶରୁ ବିଦେଶ ସବୁଠି ମିଛ କହୁଥିଲେ-ସ୍ମୃତି ଇରାନୀ

ନୂଆଦିଲ୍ଲୀ: ମୋଦି ସାଂଜ୍ଞାକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ରାଜନୀତି ସରଗମର ହୋଇପଡିଛି । କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବାସଭବନ ଛାଡିବା ପାଇଁ ବି ନୋଟିସ ଦିଆଯାଇଛି…

୩ ମାସରେ ୨୪ ହଜାର ଥର ଜଳିଲାଣି ଜଙ୍ଗଲ

ଭୁବନେଶ୍ୱର: ଖରା ଆସିଲେ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଫଳରେ ଜଳି ଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ । ଜଙ୍ଗଲ ନିଆଁ ନେଇ ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିବା ବେଳେ ୨୦୧୯ରୁ ୨୦୨୩ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା କେତେ ଜଙ୍ଗଲରେ ନିଆଁ ଲାଗିଛି…

ଗତ ୧୦ ବର୍ଷ ରାଜ୍ୟରେ ମରିଛନ୍ତି ୬ ମହାବଳ ବାଘ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ମହାବଳ ବାଘଙ୍କ ସହ କଲରାପତରିଆ ପ୍ରଜାତିର ବାଘ ରହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା (NTCA)ଙ୍କ ଦ୍ୱାରା ୨୦୧୮ରେ ପ୍ରକାଶିତ ଆକଳନ ଅନୁସାରେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଏବେ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ…

ସେନାର ୬୫୩ ଗୁଳି ହଜିଗଲା, ସହରକୁ ଲକଡାଉନ କରିଦେଲେ କିମ ଜୋଙ୍ଗ

ନୂଆଦିଲ୍ଲୀ: ଉତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି । ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଏଠାକାର ସୈନିକଙ୍କ ୬୫୩ ଗୁଳି ହଜି ଯାଇଥିଲା । ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶ ଅନୁସାରେ ରିୟାଙ୍ଗଗ୍ୟାଙ୍ଗର ହେସନ ସହରକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ କରାଯାଉଛି ।…