Latest Odisha News

BREAKING NEWS

Browsing Category

ଫିଚର

ହାତ ଧରିଲେ ଅଭିନେତା ମନୋଜ ମିଶ୍ର

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ତଥା ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଆଜି ସେ ଭୁବନେଶ୍ୱର ଆସି ହାତ ଧରିଛନ୍ତି । କଂଗ୍ରେସରେ ମିଶିବା ପରେ…

ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୭ ସଦସ୍ୟ ଦଳରେ ବିରାଟ କୋହଲି ଓ ଶ୍ରେୟାସ ଆୟାର ନାହାନ୍ତି । ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଯଶପ୍ରୀତ ବୁମରାହ ବିଶ୍ରାମ ନେବେ ବୋଲି ଆଲୋଚନା ହେଉଥିଲେ…

ବିଧାୟିକା ଭି ସୁଜ୍ଞାନୀ ଦେଓଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ଵର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ । ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ବିଧାୟିକା ଭି.…

ଦିନେ ଫୁଡ ଷ୍ଟଲ କରିଥିଲେ, ଏବେ ଆମେରିକାରେ ନିର୍ବାଚନ ଲଢ଼ିବେ! ଜାଣନ୍ତୁ ଏହି ଭାରତୀୟ ବଂଶୋଦ୍ଭବଙ୍କୁ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ଭାବିନୀ ପଟେଲ ଆଗାମୀ ନିର୍ବାଚନରେ ନିଜର ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ରାଜନୀତିରେ ପାଦ ଥାପିଛନ୍ତି। ସେ ଆମେରିକା ସଂସଦର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଥିବା ଏକ ଆସନ ଉପରେ ନଜର ରଖିଛନ୍ତି। ଅକ୍ସଫୋର୍ଡ…

ସିନେମାରେ ଡେବ୍ୟୁର ୬୪ ବର୍ଷ ପରେ ପରଦାରେ ଧର୍ମେନ୍ଦ୍ର ବଦଳାଇଲେ ନାଁ

ନୂଆଦିଲ୍ଲୀ: ୧୯୬୦ ମସିହାରେ 'ଦିଲ୍ ଭି ତେରା ହମ୍ ଭି ତେରେ' ଚଳଚ୍ଚିତ୍ର ଜରିଆରେ ଡେବ୍ୟୁ କରିବା ପରଠାରୁ ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସବୁବେଳେ ପରଦାରେ ନିଜ ନାମକୁ ଧର୍ମେନ୍ଦ୍ର ବୋଲି ରଖିଛନ୍ତି। ପୁଅ ସନ୍ନି ଦେଓଲ ଓ ବବି ଦେଓଲ କିମ୍ବା ତାଙ୍କ ଝିଅ ଇଶା ଦେଓଲଙ୍କ ଭଳି ତାଙ୍କର…

ଅପରେସନ ଥିଏଟରରେ ଡାକ୍ତର ଏବଂ ତାଙ୍କ ପ୍ରେମିକାଙ୍କ ପ୍ରି-ଓ୍ବେଡିଂ ସୁଟିଂ

ବେଙ୍ଗାଲୁରୁ: ଏମିତି ବି ଡାକ୍ତର ଥାନ୍ତି ... ଯିଏକି ନିଜ ବିବାହର ପ୍ରି ଓ୍ବେଡିଂ ସୁଟିଂ ପାଇଁ ଅପରେସନ ଥିଏଟରକୁ ବ୍ୟବହାର କରିଛନ୍ତି। ଏକ ସରକାରୀ ହସ୍ପିଟାଲରେ ଅପରେସନ୍ ଥିଏଟର ଭିତରେ ପ୍ରେମିକାଙ୍କ ସହ ପ୍ରି-ୱେଡିଂ ସୁଟିଂ କରୁଥିବାରୁ ଏହି ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି…

ପାକିସ୍ତାନରେ କିଏ ଗଢିବେ ସରକାର: ଜେଲରେ ଥିବା ଇମ୍ରାନଙ୍କ ସମର୍ଥିତ ନେତା କଲେ କମାଲ

ଇସଲାମାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଭଳି ତିନି ନେତା ସଂସଦୀୟ ନିର୍ବାଚନରେ ନିଜ ଦଳର ସହଜ ବିଜୟ ଆଶା ରଖିଥିଲେ, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଦଳ କ୍ଷମତାରେ ପହଞ୍ଚିବା ପାଇଁ ଏକ…

ଓଡ଼ିଶାର ସର୍ବବୃହତ ଘରୋଇ କ୍ରିକେଟ କୋଚିଂ ସେଣ୍ଟର ଖୋଲିବେ ରବି ଶାସ୍ତ୍ରୀ

କଟକ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓଡ଼ିଶାରେ ଏକ କ୍ରିକେଟ୍ କୋଚିଂ ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମହତ୍ତ୍ୱାକାଂକ୍ଷୀ କୋଚିଂ ସେଣ୍ଟର ଦେଶର ପୂର୍ବାଞ୍ଚଳର ସର୍ବବୃହତ ଘରୋଇ କ୍ରିକେଟ୍ କୋଚିଂ…

କେନ୍ଦ୍ର ଡେପୁଟେସନରେ ଥିବା ଓଡ଼ିଶା କ୍ୟାଡର ଆଇଏଏସଙ୍କୁ ମିଳିଲା ଗୁରୁ ଦାୟିତ୍ବ

ଭୁବନେଶ୍ୱର: ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍ (ଏନ୍ଏଚ୍ଆଇଡିସିଏଲ୍) ଏହାର ପରିଚାଳନା ନିର୍ଦ୍ଦେଶକ ଭାବେ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ତଥା କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ ଅଧିକାରୀ ଡ. କ୍ରିଷ୍ଣନ କୁମାରଙ୍କୁ ନିଯୁକ୍ତ କରିଛି। ୨୦୦୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ…

ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନୀ ଦେଓ

ଭୁବନେଶ୍ୱର: ପରଲୋକରେ ଖଲ୍ଲିକୋଟର ରାଣୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓ। ଗତ କିଛି ଦିନ ହେବ ସେ ଗୁରୁତର ହୋଇପଡିବାରୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତି ୧୨ଟା ୪୪ ମିନିଟରେ ସେ ୮୬ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ…