Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା ଚୀନ ଗଣମାଧ୍ୟମ କାହିଁକି ମୋଦିଙ୍କ ଛଦ୍ମନାମ ଲାଓଶିୟାନ ଦେଇଛନ୍ତି

ବେଜିଂ: ଭାରତ-ଚୀନ ମଧ୍ୟରେ ଏବେ ବିବାଦ ତୀବ୍ର ରୂପ ଧାରଣ କରିଛି । ଅନ୍ୟ ଅର୍ଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବେ ଚୀନର ପ୍ରକୃତ ଶତ୍ରୁ ସାଜିଛନ୍ତି । ଆମେରିକା ଏବଂ ଅନ୍ୟ ବଡ ଦେଶ ସହ ଭାରତର ବନ୍ଧୁତାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି । ତେବେ ମୋଦିଙ୍କ ପ୍ରତି ଚୀନ…

ନବ ଦାସଙ୍କୁ ହତ୍ୟା ଘଟଣାରେ ତେଜିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବିଧାନସଭା ଅଚଳ କଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଗୃହ ଚାଲି ପାରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ବିରୋଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି । ଫଳରେ ଆଜି ବାରମ୍ବାର ଗୃହକୁ…

୨୦ ମହଲାରୁ ଖସି ଓୟୋ ଫାଉଣ୍ଡର ରିତେଶଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ

ମୁମ୍ବାଇ: ଦେଶର ଚର୍ଚ୍ଚିତ ଓୟୋ ରୁମ୍ସ ଚେନ ଫାଉଣ୍ଡର ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲଙ୍କ ପରଲୋକ ହୋଇଛି । ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂର ୨୦ ମହଲାରୁ ଖସି ପଡିବା ଯୋଗୁ ତାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ସେଠାରେ…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଫେରିଲା ପୁରୁଣା ପେନସନ ଯୋଜନା: କିଏ ପାଇବାକୁ ଯୋଗ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିଛି । କେନ୍ଦ୍ର କମର୍ଚାରୀମାନଙ୍କୁ ମିଳିବ ଓଲଡ ପେନସନ ସ୍କିମର ଫାଇଦା(Old Pension Scheme ବା OPS)  । ତେବେ ଏହି ସୁବିଧାର ଲାଭ ସବୁ କେନ୍ଦ୍ରୀୟ କର୍ମଚାରୀ ପାଇବେ ନାହିଁ । ନିର୍ଦ୍ଦିଷ୍ଟ…

ଚତୁର୍ଥ କ୍ରିକେଟ ଟେଷ୍ଟ: ଭାରତଠାରୁ ୪୪୪ ରନ ଆଗରେ ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଏଠାରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତଠାରୁ ୪୪୪ ରନ ଆଗରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଭାରତର ଦୁଇ ଓପନର ରୋହିତ ଶର୍ମର ୧୭ ଓ ଶୁଭମନ ଗିଲ ୧୮ ରନ କରି ଅପରାଜିତ ରହିଛନ୍ତି । ପ୍ରଥମେ…

ଚିନ୍ତା ବଢାଇଲା H3N2 ଭାଇରସ; ନେଲାଣି ୨ ଜୀବନ

ନୂଆଦିଲ୍ଲୀ: ଚିନ୍ତା ବଢାଇଲା H3N2 ଭାଇରସ । ଦେଶରେ ୨ ଜୀବନ ନେଇ ସାରିଲାଣି ଏହି  H3N2 ଭୂତାଣୁ ।   ରାଜ୍ୟରେ ଏଚ୩ଏନ୨ ଭୂତାଣୁ ପ୍ରକୋପ ବଢୁଥିବାବେଳେ ୨ ଜଣଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରୁ ଜଣେ ହରିଆଣାର ହୋଇଥିବାବେଳେ ଅନ୍ୟ ଜଣକ କର୍ଣ୍ଣାଟକ ।…

ମହିଳା ଦିବସରେ ମହିଳାଙ୍କୁ ସମ୍ମାନ: ବିନା ଯୌତୁକରେ ହେଲା ଗଣ ବିବାହ

ଯାଜପୁର:  କିଏ କେମିତି ପାଳିଲେ ବିଶ୍ବ ମହିଳା ଦିବସ । ହେଲେ ଏମାନେ ପାଳିଲେ ନିଆରା ଢଙ୍ଗରେ । ନିଆରା ଢଙ୍ଗ କହିଲେ ଭୁଲ ହେବ, ନିର୍ଭୁଲ ଢଙ୍ଗରେ । ମହିଳା ଦିବସରେ  ମହିଳାଙ୍କୁ ସହାୟତାର ହାତ ବଢାଇ ସେମାନଙ୍କୁ ଦେଲେ ଉଚିତ ସମ୍ମାନ । ବିନା ଯୌତୁକରେ ଆୟାଜନ କରିଥିଲେ  ଗଣବିବାହ ।   ଯାଜପୁର…

୩୬ ଘଣ୍ଟା ପରେ ଲିଭିଲା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ; ୪୩ ଦୋକାନ ଘର ପୋଡି ପାଉଁଶ

ପୁରୀ:  ୩୬ ଘଣ୍ଟା ପରେ ଲିଭିଲା ନିଆଁ । ହେଲେ ନିଆଁ ସିନା ଲିଭିଲା, ଉଜୁଡି ଗଲା ଅନେକ ବ୍ୟବସାୟୀଙ୍କ ଜୀବିକା । ଏହି ନିଆଁର ଗର୍ଭରେ ପୋଡି ପାଉଁଶ ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ। ଏବେ ପାଉଁଶ ସ୍ତୁପକୁ ଦେଖି ମୁଣ୍ଡ ପିଟି କାନ୍ଦୁଛନ୍ତି ବ୍ୟବସାୟୀ । ପୁରୀ…

ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବା ହିନ୍ଦୁ ପରମ୍ପରାରେ ଗ୍ରହଣୀୟ ନୁହେଁ-ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁର ତଦନ୍ତକୁ ନେଇ ବିରୋଧୀଙ୍କ କଡ୍ଡା ସମାଲୋଚନା ପରେ ମୁହଁ ଖୋଲିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ବର୍ଷା  ଟୁଇଟ କରି ଏପରି ସମାଲୋଚନାରୁ କ୍ଷାନ୍ତ ହେବାକୁ ବିରୋଧୀକୁ ଅନୁରୋଧ କରିଛନ୍ତି। ବିଜେଡି ବିଧାୟିକା ବର୍ଷା  ତାଙ୍କ ଟୁଇଟକୁ…

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ କେନ୍ଦ୍ର ବୁଲି ଦେଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସକାଳ ୮ଟାରୁ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଯାଇଛି ଦଶମ ଶ୍ରେଣୀ ପରୀକ୍ଷା । ପ୍ରଥମ ଦିନରେ  ରହିଛି ମାତୃଭାଷା ସାହିତ୍ୟ ପରୀକ୍ଷା  । ପ୍ରଥମ ଦିନ   ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।   ୧୦ ଟାରେ ଶେଷ ହୋଇଛି ପରୀକ୍ଷା । ଆଜି ମୋଟ୍…