Latest Odisha News

BREAKING NEWS

Browsing Category

ଫିଚର

ଚୋରି ହୋଇଗଲା ବାଘର ଗତିବିଧି ଉପରେ ନଜର ରଖିବାକୁ ଲାଗିଥିବା କ୍ୟାମେରା

ଓଡିଶା ସମ୍ବାଦ ବ୍ୟୁରୋ: ବାଘର ଗତିବିଧ ଉପରେ ନଜର ରଖିବାକୁ କେନ୍ଦୁଝର ପାଟଣା ଫରେଷ୍ଟ ରେଞ୍ଜରେ କ୍ୟାମେରା ଲାଗିଥିଲା । ବନ ବିଭାଗ ପକ୍ଷରୁ ୧୦ଟି କ୍ୟାମେରା ଲଗାଯାଇଥିଲ।। ହେଲେ ୨ଟି କ୍ୟାମେରା ଏବେ ଚୋରି ହୋଇଯାଇଛିା ତେଣୁ ବାଘର ଗତିବିଧିକୁ ଦେଖିବା ଏବେ ସମ୍ଭବ ହେବ ନାହିଁ । ଯାହାକି ଆଗାମୀ…

ଲକ୍ଷ୍ମୀ ମାର୍କେଟ କମ୍ପେଲେକ୍ସରେ ଅଗ୍ନିକାଣ୍ଡ ପରେ ପୁରୀରେ ଆଉ ଏକ ଅଗ୍ନିକାଣ୍ଡ

ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ପରେ ଶୁକ୍ରବାର ପୁରୀର ଆଉ ଏକ ମାର୍କେଟ କମ୍ପେ୍ଲକ୍ସରେ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନଯାୟୀ, ଲକ୍ଷ୍ମୀ ମାର୍କେଟ୍ କମ୍ପେ୍ଲକ୍ସଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ନୀଳାଦ୍ରି କମ୍ପେ୍ଲକ୍ସରେ ଥିବା ଓଡ଼ିଶା ହ୍ୟାଣ୍ଡଲୁମ୍…

ଆମେରିକା ଆକାଶରେ ଚୀନ ଉଡାଉଥିବା ‘ଗୁଇନ୍ଦା ବେଲୁନ’ ଭଳି ଏହି ଗୁଇନ୍ଦା ପାରା ନୁହେଁ ତ?

ଭୁବନେଶ୍ୱର: କିଛି ଦିନ ତଳେ ଆମେରିକା ଆକାଶରେ ଚୀନ ଉଡାଉଥିବା ଗୁଇନ୍ଦା ବେଲୁନକୁ ଖସାଇ ଦେଇଥିଲା ଆମେରିକା ସରକାର। ଠିକ୍ ସେହିଭଳି ପାରାଦୀପରେ ସମୁଦ୍ର ମଝିରୁ ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ଏବେ ସନ୍ଦେହ ବଢିଛି। କାରଣ ଏହି ଗୁଇନ୍ଦା ବା ସନ୍ଦିଗ୍ଧ ପାରାର ଶରୀରରେ ଲେଖାହୋଇଥିବା…

ସଂଧ୍ୟା ହେଲେ ରାଜଧାନୀରେ ଆସର ଜମାଇବା ମନା, ଆରମ୍ଭ ହେଲା କମିଶନରେଟ ପୋଲିସର ‘ସେଫ୍ ସିଟି’ ଡ୍ରାଇଭ୍

ଭୁବନେଶ୍ୱର: ରାତି ହେଲେ ରାଜଧାନୀରେ ବଢୁଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ । ଏପରି ଅଭିଯୋଗର ସମାଧାନ ପାଇଁ ତତ୍ପର ହୋଇ ଉଠିଛି କମିଶନରେଟ ପୋଲିସ । ଆଉ ଆରମ୍ଭ କରିଛି ସେଫ୍ ସିଟି ଡ୍ରାଇଭ୍ । ଅସାମାଜିକ ବ୍ୟକ୍ତି, ମଦୁଆ, ଦ୍ରୁତ ଗତିରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ…

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା…

ଏଫଆଇଏଚ ପ୍ରୋ ଲିଗ: ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ହରାଇଲା ଭାରତ

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫଆଇଏଚ ପ୍ରୋ ଲିଗ ମୁକାବିଲାରେ ଭାରତ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରିଛି । ନୂତନ କୋଚ କ୍ରେଗ ଫୁଲଟନ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ୩-୨ ଗୋଲରେ ଜର୍ମାନୀକୁ ହରାଇଛି । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ…

ଦକ୍ଷିଣ ଭାରତର ସବୁଠାରୁ ଦାମୀ ହୀରୋ ହେଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଦାମୀ ହୀରୋ ସାଜିଛନ୍ତି । ସେ ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଆଗାମୀ ହିନ୍ଦୀ ଫିଲ୍ମ ସାଇନ କରିଛନ୍ତି । ଏଥିପାଇଁ ତାଙ୍କୁ ୧୨୫ କୋଟି ଅଫର କରାଯାଇଥିବା ଚର୍ଚ୍ଚା ଜୋର ଧରିଛି । ଯଦି ଏହା ସତ ହୋଇଥାଏ…

ଚରିତ୍ରକୁ ନେଇ ମୁହାଁମୁହିଁ ହେଲେ ବିଜେଡି,ବିଜେପି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଚାଲିଛି ଟ୍ୱିଟ ଫାଇଟ। ନବ ଦାସ ହତ୍ୟା ପ୍ରସଙ୍ଗକୁ ନେଇ ବିଜେଡି ବିଜେପି ମଧ୍ୟରେ ଟ୍ୱିଟ ଯୁଧ୍ୟ ଜୋର ହୋଇଛି। ନବ ଦାସଙ୍କ ହତ୍ୟା ପରେ ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ବର୍ଷା ସିଂ…

ବିରୋଧୀଙ୍କ ଉପରେ ରେଡକୁ ଦେଖି ଡରୁଛି କି ବିଜେଡି ?

ଭୁବନେଶ୍ୱର: ଦେଶ ହେଉ କିମ୍ବା ରାଜ୍ୟ ମହିଳା ସବୁବେଳେ ରାଜନୀତିର କେନ୍ଦ୍ରବିନ୍ଦୁ ହୋଇ ଆସିଛନ୍ତି। ମହିଳାଙ୍କୁ ନେଇ ରାଜନୀତି ହେଉ କିମ୍ବା ରାଜନୀତିରେ ମହିଳା ସବୁଥିରେ ମହିଳା ହିଁ ଚର୍ଚ୍ଚାରେ। ଆଗକୁ ନିର୍ବାଚନ ଥିବାରୁ ଏବେ ମହିଳାଙ୍କୁ ରାଜନୈତିକ କ୍ଷେତ୍ରରେ ଅଧିକ ସଂରକ୍ଷଣକୁ ନେଇ…

ଅଧିକ ଆଇରନ ଟାବଲେଟ ଖାଇବା ପାଇଁ ଲାଗିଥିଲା ଚ୍ୟାଲେଞ୍ଜ, ଆଉ ତା ପରେ..

ଉଟୀ: ତାମିଲନାଡୁର ଉଟ୍ଟୀ ସହରରେ ଏ ଭଳି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଦୁଃଖିତ କରିଛି । ଉଟୀ ମ୍ୟୁନିସିପାଲ ଊର୍ଦ୍ଦୁ ମିଡିଲ ସ୍କୁଲର ୮ମ ଶ୍ରେଣୀର କେତେକ କେତେକ ଛାତ୍ର ଓ ଛାତ୍ରୀ ପରସ୍ପର ମଧ୍ୟରେ ଅଧିକ ଆଇରନ ଟାବଲେଟ ଖାଇବା ନେଇ ଚ୍ୟାଲେଞ୍ଜ ପଡିଥିଲା । ୧୩ ବର୍ଷୀୟା ଜେବା ଫାତିମା…