Latest Odisha News
Browsing Category

ଫିଚର

ଆଜି ରଙ୍ଗର ପର୍ବ ହୋଲି; ଗାଁ ଠୁ ସହର ସବୁଠି ଜମୁଛି ହୋଲିର ଆସର

ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇବେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୂଲିଯାଆନ୍ତି ଦୁଃଖ ଓ କଷ୍ଟ  । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଆନ୍ତି ନାଚ ଗୀତରେ । ଆଉ ନିଜକୁ ହଜାଇଦେବେ ଫଗୁଣର ଫଗୁ  ରଙ୍ଗରେ  । ଏଥିସହ…

ଚାକିରି ବଦଳରେ ଜମି ଦୁର୍ନୀତି: ଲାଲୁ ଯାଦବଙ୍କୁ ପ୍ରାୟ ୩ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ: ମଙ୍ଗଳବାର ସିବିଆଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲା। ସୋମବାର ବିହାରର ପାଟାନରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବାସଭବନରେ ସିବିଆଇ ପହଞ୍ଚି ଜେରା କରିଛି। ଲାଲୁ ଯାଦବଙ୍କୁ ତାଙ୍କ ଝିଅ…

ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ହେଲେ ଆପ୍ ବିଧାୟକ ଆତିଶୀ ଏବଂ ସୌରଭ ଭରଦ୍ୱାଜ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଆପ୍ ବିଧାୟକ ଆତିଶୀ ଏବଂ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଗୁରୁବାର ସେମାନେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ…

ମେଟ୍ରୋ ସହରରେ ଖରାପ ହେଉଛି ବାୟୁର ମାନ, ସର୍ଭେ ରିପୋର୍ଟ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବାୟୁର ଗୁଣବତ୍ତାରେ ସାମାନ୍ୟ ଉନ୍ନତି ହୋଇଛି। ପୂର୍ବରୁ ଯେଉଁଭଳି ଋତୁକାଳୀନ ପ୍ରଦୂଷଣରେ ଦିଲ୍ଲା ଘାଣ୍ଟି ହେଉଥିଲା ସେଥିରୁ ଟିକିଏ ଉନ୍ନତି ହୋଇଛି। କିନ୍ତୁ ଅନ୍ୟ ଅଧିକାଂଶ ମେଟ୍ରୋ ସହରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଯାହାକି ଚିନ୍ତାଜନକ। କାରଣ ଏହି…

ସାରା ଦେଶରେ କାଶ, ଜ୍ବର ବ୍ୟାପିଛି: ଜାଣନ୍ତୁ ଏହାର କାରଣ ଏବଂ ନିରାକାରଣ

ନୂୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ପରେ ଆଡେନୋଭାଇରସ୍ ଏବଂ ସ୍ୱାଇନ୍ ଫ୍ଲୁ ଭଳି ରୋଗ ବ୍ୟାପିବାରେ ଲାଗିଛି। ସ୍ୱାଇନ୍ ଫ୍ଲୁର ସବ କ୍ୟାଟାଗୋରୀ ହେଉଛି H3N2 ଭୂତାଣୁ। କାଶ, ନିଶ୍ୱାସ ପ୍ରଶ୍ୱାସ ଏବଂ ବାରମ୍ବାର ଛିଙ୍କିବାରେ ଅଧିକାକଂଶ ଲୋକ ପୀଡ଼ିତା। ବିଶେଷକରି ଉତ୍ତର ଭାରତ ଅଞ୍ଚଳରେ ଏହି…

୨୦୨୪ ଅଧିବର୍ଷ ହୋଇଥିବା ବେଳେ ପାଞ୍ଜିରେ ବର୍ଷର ଦିନ ସଂଖ୍ୟା ୩୬୫ ଦିନକୁ ନେଇ ବିବାଦ

ଭୁବନେଶ୍ୱର: ଆଗାମୀ ଓଡ଼ିଆ ବର୍ଷ ପାଇଁ ଅନେକ କ୍ୟାଲେଣ୍ଡର ବା ପାଞ୍ଜି ପ୍ରକାଶ ପାଇଛି। ଏବେ ଏହି ଭୁଲ ତଥ୍ୟ ଥିବା ଅଭିଯୋଗକୁ ନେଇ ବିବାଦ ଦେଖାଦେଇଛି। ପଞ୍ଜିକାରେ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷର ତାରିଖ ସଂକ୍ରାନ୍ତି ସମ୍ପର୍କିତ ସୂଚନାକୁ ନେଇ ମତଭେଦ ଆରମ୍ଭ ହୋଇଛି। ୨୦୨୪ ଏକ…

ପ୍ରବାସୀ ଓଡ଼ିଆ ଶ୍ରମିକକୁ ହତ୍ୟା ଅଭିଯୋଗ, ପୋଲିସ କହିଲା ଘଟଣାର ତଦନ୍ତ ହେଉଛି

ମୋହନା: ତାମିଲନାଡୁର କାବିଲାପଟ୍ଟା ଠାରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ହତ୍ୟା କରାଯାଇଛି। ଏବେ ତାଙ୍କ ମୃତଦେହକୁ ଓଡ଼ିଶା ପଠାଇବା ପାଇଁ କିଛି ଏଜେଣ୍ଟ ଟଙ୍କା ମାଗୁଛନ୍ତି। ମୋହନା ଅଞ୍ଚଳର ମୃତ ପ୍ରବାସୀ ଶ୍ରମିକ ଶରତ ପରିଚ୍ଛା ଦକ୍ଷିଣ…

ମନ୍ତ୍ରୀ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି ଅଭିଯୋଗର ସରକାରଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା ବିଜେପି

ଭୁବନେଶ୍ୱର: ମହିଳା ସଶକ୍ତିକରଣ ନେଇ ଓଡ଼ିଶା ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହା ଉପରେ ପ୍ରଶ୍ନ ଉଠାଇ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦାବି କରିଛି ଯେ ବିଜେଡି ନେତା ତଥା ଜଣେ ମନ୍ତ୍ରୀଙ୍କ ବିରୋଧରେ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଉପରେ ସରକାର ସ୍ପଷ୍ଟୀକରଣ…

ଭୂଷଣ୍ଡପୁର ଘଟଣା ପରେ ଚେତିଲା ପ୍ରଶାସନ: ବାଣ ଶୋ’ ଉପରେ ଲଗାଇଲା ରୋକ୍, ବିଭିନ୍ନ ସ୍ଥାନରେ ଚଢ଼ାଉ

ଖୋର୍ଦ୍ଧା: ଦୋଳ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ବାଣ ଶୋ' ଉପରେ କଟକଣା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି କଟକଣା ଲଗାଇଛି। ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଜିଲ୍ଲା ପ୍ରଶାସନ ପାଇଁ ସତର୍କ ଘଣ୍ଟି ପାଲଟିଛି। ଏହାପରେ ପ୍ରଶାସନ ବାଣ ଶୋ' ଉପରେ ରୋକ୍ ଲଗାଇଛି। ଏଥିସହ…

ଢାକାରେ ବଡ଼ ଧରଣର ବିସ୍ଫୋରଣ, ୧୪ ମୃତ

ଢାକା: ବାଂଲାଦେଶର ଢାକାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଢାକାର ଏକ ୭ ମହଲା କୋଠାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ଦେଇଛି ବାଂଲାଦେଶ ପୋଲିସ । ବିସ୍ଫୋରଣ ପରେ ସେଠାରେ ୧୧ ଗୋଟି ଅଗ୍ନିଶମ…