Latest Odisha News
Browsing Category

ଫିଚର

ଦାନ୍ତ ଡାକ୍ତରରୁ ମୁଖ୍ୟମନ୍ତ୍ରୀ ଯାତ୍ରା: ଜାଣିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଏସବୁ କଥା?

ଅଗରରାଲା: ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମାଣିକ ଶାହା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ । ତେବେ ଶାହା ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ମୋଦିଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା…

ହୋଲିରେ ଗଡିଲା ମୁଣ୍ଡ: ବାପା ମୃତ, ମା-ଝିଅ ଗୁରୁତର

ଆଠଗଡ: ଆଜି ହୋଲି । ରଙ୍ଗ ବଦଳରେ ରକ୍ତର ରଙ୍ଗରେ ଭିଜିଲା ଗାଁଦାଣ୍ଡ । କଟକ ଜିଲ୍ଲା ନୂଆପାଟଣା ପଞ୍ଚାୟତ ସ୍ଥିତ ସୁରେନ୍ଦ୍ରପାଟଣା ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । କିଛି ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ଗୁରୁତର ଆହତ…

ଠକିଦେଲା ଧରମ ଝିଅ: ସ୍ୱାମୀକୁ କ୍ୟାନ୍ସର ହୋଇଛି କହି ମା’ଠୁ ଟଙ୍କା ନେବା ପରେ ଫାଙ୍କିଦେଲା

କେନ୍ଦ୍ରାପଡା: ସେ ମା’ । ତେଣୁ ସନ୍ତାନ ପାଳିତ ବା ଜନ୍ମିତ ତାର ହିସାବ ରଖି ନ ଥିଲେ । ଅନ୍ତରରୁ ମମତା ନିଗାଡି ଭଲ ପାଉଥିଲେ । ହେଲେ ଝିଅ ମନରେ ଥିଲା ଅନ୍ୟ କିଛି । ସେ ବୁଝି ପାରି ନ ଥିଲା ମାର ମମତାକୁ । ତାର ବିଶ୍ୱାସ ଓ ଭଲ ପାଇବାକୁ । ତେଣୁ ମା’କୁ ଠକିଦେଲା ଧରମ ଝିଅ । ସ୍ୱାମୀକୁ…

ଭାରତୀୟ ସେନାର ଏହି ୫ ମହିଳା ଅଧିକାରୀ ଯିଏ ବଢାଇଛନ୍ତି ଦେଶର ଗର୍ବ ଓ ଗୌରବ

ନୂଆଦିଲ୍ଲୀ:ମାର୍ଚ୍ଚ ୮ ତାରିଖ ଆର୍ନ୍ତଜାତିକ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ସେମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରିବା ପାଇଁ ଦିନଟିଏ । ଆଜି ମହିଳାଙ୍କୁ ସବୁ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିଛି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବାରେ ନିଜ ଦକ୍ଷତାକୁ…

ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ; ଆଜି ରଙ୍ଗର ପର୍ବ ହୋଲି। ଦେଶ ଠାରୁ ରାଜ୍ୟ ସମସ୍ତେ ହୋଲିର ରଙ୍ଗୀନ। ବନ୍ଦୁ ପରିବାର ସମସ୍ତେ ପରପ୍ସର ମୁହଁରେ ରଙ୍ଗ ବୋଳି ଜଣାଉଛନ୍ତି ହୋଲି ଶୁଭେଚ୍ଛା। ଏଥିସହିତ ମାତୃଶକ୍ତି ଦିବସ ମହିଳା ଦିବସ ମଧ୍ୟ ଆଜି ପଡ଼ୁଛି। ଏଥିପାଇଁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ…

୮ ବର୍ଷ ତଳେ ସୁମୋ ପହିଲମାନ ସହ ଲଢୁଥିଲେ ଏଲନ ମସ୍କ

ନୂଆଦିଲ୍ଲୀ:ପୁଣି ଏଲନ ମସ୍କଙ୍କୁ ନେଇ ଚର୍ଚ୍ଚା । ଟୁଇଟରର ମାଲିକାନା ହାତକୁ ନେବା ପରେ ପ୍ରତ୍ୟେକ ଦିନ ଖବର ଶିରୋନାମାକୁ ଆସିଥାନ୍ତି ଏଲନ ମସ୍କ । ଏବେ କିନ୍ତ ଟୁଇଟର ପାଇଁ ଚର୍ଚ୍ଚାକୁ ଆସି ନାହାନ୍ତି । ଏଥର ଏଲନ ମସ୍କ ତାଙ୍କର ଏକ ଟୁଇଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏମିତି ନୂଆ ରୂପରେ…

ପାରମ୍ପରିକ ରିତି ନୀତିରେ ହେଲା ମା’ ବିରଜାଙ୍କ ଝୁଲଣ ଯାତ୍ରା, ନୂଆ ପଞ୍ଜିକା ପାଠ କଲେ ସେବକ

ଯାଜପୁର; ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ମା’ ବିରଜାଙ୍କ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଛି। ପାରମ୍ପକି ରୀତିନୀତିରେ ପୂଜାର୍ଚ୍ଚନା ହେବା ସହିତ ସେବକ ଜ୍ୟୋତିଷମାନେ ମାଆ ବିରଜା ନିକଟରେ ନୂଆ ବିରଜା ପାଞ୍ଜୀ ପାଠ କରିଛନ୍ତି। ଝୁଲଣ ଯାତ୍ରା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି…

ଭାରତକୁ ନେଇ ଆସୁଥିଲେ ୪୨୫କୋଟିର ହେରୋଇନ: ଧରାପଡ଼ିଲେ ୫ ଜଣ ଇରାନ ନାଗରିକ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ(ICG) ଏକ ଇରାନୀ ଡଙ୍ଗା ଜବତ କରି ୫ ଜଣ ଇରାନ ନାଗରିକଙ୍କୁ ଗିରଫ କରିଛି । ଇରାନୀ ନାଗିରକମାନେ ଏହି ବୋଟରେ ୬୧ କିଲୋ ଗ୍ରାମ ହେରୋଇନ ଆଣୁଥିଲେ । ଜବତ ହେରୋଇନର ମୂଲ୍ୟ ୪୨୫କୋଟି ହେବ । ଏହି ବିପୁଳ ପରିମାଣର ଡ୍ରଗ୍ସକୁ ଭାରତକୁ ଆଣିବାକୁ ଆଣୁଥିଲେ ।…

ଆଜି ରଙ୍ଗର ପର୍ବ ହୋଲି; ଗାଁ ଠୁ ସହର ସବୁଠି ଜମୁଛି ହୋଲିର ଆସର

ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇବେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୂଲିଯାଆନ୍ତି ଦୁଃଖ ଓ କଷ୍ଟ  । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଆନ୍ତି ନାଚ ଗୀତରେ । ଆଉ ନିଜକୁ ହଜାଇଦେବେ ଫଗୁଣର ଫଗୁ  ରଙ୍ଗରେ  । ଏଥିସହ…

ଚାକିରି ବଦଳରେ ଜମି ଦୁର୍ନୀତି: ଲାଲୁ ଯାଦବଙ୍କୁ ପ୍ରାୟ ୩ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ: ମଙ୍ଗଳବାର ସିବିଆଇ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରାୟ ୩ ଘଣ୍ଟା ଧରି ଜେରା କରିଥିଲା। ସୋମବାର ବିହାରର ପାଟାନରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବାସଭବନରେ ସିବିଆଇ ପହଞ୍ଚି ଜେରା କରିଛି। ଲାଲୁ ଯାଦବଙ୍କୁ ତାଙ୍କ ଝିଅ…