Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସ ଏଟିଏମ ଭାବୁଥିଲା, ଆମେ ଭାବୁ ଅଷ୍ଟଲକ୍ଷ୍ମୀ: ମୋଦୀ

କୋହିମା: ଆସନ୍ତା ଫେବୃଆରୀ ୨୭ରେ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗାଲାଣ୍ଡ ଏବଂ ମେଘାଳୟ ରାଜ୍ୟ ଗସ୍ତରେ ଯାଇ ପ୍ରଚାର କରିଛନ୍ତି | ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ସମାବେଶକୁ ସମ୍ବୋଧିତ କରିଥିଲେ। ମୋଦୀ କହିଛନ୍ତି ଯେ…

କମେଣ୍ଟମରାକୁ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କଲେ ୩ ଯୁବକ

ସୋର : କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ,  ବାଲେଶ୍ବର ଜିଲ୍ଲା ସୋର ଥାନା…

ଇଣ୍ଡୋନେସିଆରେ ଭୂମିକମ୍ପ; ଲାଗିଲା ୬.୮ ତୀବ୍ରତାର ଝଟ୍‌କା

ଜକାର୍ତ୍ତା: ଇଣ୍ଡୋନେସିଆରେ ଭୂମିକମ୍ପ। ଶୁକ୍ରବାର ସକାଳେ ପୂର୍ବୋତ୍ତର ରାଜ୍ୟ ମାଲୁକରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଛି। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ କି ସୁନାମୀ ଆସିବାର ଭୟ ସତର୍କ ସୂଚନା ବି ଦିଆଯାଇ ନାହିଁ। ସ୍ଥାନୀୟ ସମୟ ଅନୁସାରେ ଭୋର…

୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବି ଭଡା ଘରେ ରୁହନ୍ତି ଅନୁପମ ଖେର

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ନିଜର ଏକ ଘରକୁ ନେଇ ସ୍ବପ୍ନ ଦେଖିଥାନ୍ତି, ଯେଉଁଠାରେ ସେମାନେ ନିଜର ପରିବାର ଲୋକଙ୍କ ସହିତ ଖୁସିରେ ବଞ୍ଚିପାରିବେ | ଲୋକମାନେ ପ୍ରଥମେ ଘର କିଣିବା ପାଇଁ କଠିନ ପରିଶ୍ରମ କରନ୍ତି, ତା’ପରେ ଏହାକୁ ନିର୍ମାଣ କିମ୍ବା କିଣିବା ପାଇଁ ସେମାନଙ୍କର ପୁରା…

ୟୁକ୍ରେନ୍‌ରେ ସେନା ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ; ଭୋଟ୍‌ରୁ ବିରତ ରହିଲେ ଭାରତ-ଚୀନ

ନୂଆଦିଲ୍ଲୀ: ଋଷକୁ ପୁଣି  ଭାରତ ଓ ଚୀନର ସମର୍ତନ। ମିଳିତ ଜାତୀସଂଘ ସାଧାରଣର ସଭାରେ ହୋଇଥିବା ଭୋଟିଂରେ ପୁଣିତରେ ଭାରତ ଓ ଚୀନ ଦୂରେଇ ରହିଛନ୍ତି। ଋଷ ୟୁକ୍ରେନ୍‌ ଆକ୍ରମଣକୁ ବର୍ଷେ ପୂରୁଥିବାରୁ ସନ୍ଧ୍ୟାରେ ମିଳିତ ଜାତିସଂଘର ସାଧାରଣ ସଭା(UNGA)ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଋଷ ୟୁକ୍ରେନ୍…

କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ କୁମାର; କହିଲେ, ଭାରତ ମୋ ପାଇଁ ସବୁକିଛି

ମୁମ୍ବାଇ: କାନାଡ଼ା ନାଗରିକତା ତ୍ୟାଗ କରିବେ ବଲିଉଡ୍‌ ଷ୍ଟାର୍ ଅକ୍ଷୟ କୁମାର। ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଜାତୀୟ ଗମଣାଧ୍ୟମରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଦେଶ ପ୍ରତି ଥିବା ତାଙ୍କର ଭଲପାଇବାକୁ ସେ ପ୍ରମାଣିତ…

୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଲେ କୁକୁର ପଲ

ସୁରଟ : ପୁଣି ସାମ୍ନାକୁ ଆସିଲା କୁକୁରର ଉଗ୍ରରୂପ । ୨ ବର୍ଷର ଶିଶୁ କନ୍ୟାକୁ ଝୁଣି ଖାଇଗଲେ କୁକୁର ପଲ । ଏଭଳି ଛାତିଥରା ଘଟଣା ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ଘଟିଛି  । ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ । ଶିଶୁ କନ୍ୟାର ଦେହରେ ୬୦ଟି କ୍ଷତ…

ଟ୍ରକ-ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା, ୧୧ ଜଣଙ୍କର ମୃତ୍ୟୁ

ରାୟପୁର: ଛତିଶଗଡରେ ଭାଟ୍ଟାପରର ବାଲୋଡା ବଜାର ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଏବଂ ପିକଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାବେଳେ ଏହି ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଏହି ଦୁର୍ଘଟଣାରେ ୧୫ ଜଣ ଆହତ…

ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା; ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ କାଉନସିଲର

ନୂଆଦିଲ୍ଲୀ: ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା। ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ ଆପ କାଉନସିଲର ପୱନ ସେରାୱତ।  ଶୁକ୍ରବାର ସେ ବିଜେପିରି ଯୋଗ ଦେବା ସହ ସହ ସଂଗୀନ ଅଭିଯୋଗ ଆଣିଛନ୍ତି। ମ୍ୟୁନିସିପି ପାଲଟି କୋରପୋରେସନ ହାଉସ୍‌ରେ ମିଛଟାରେ  ହାଲ୍ଲା ମଚାଇବାକୁ ଆପ୍‌ ତାଙ୍କୁ ବାଧ୍ୟ…

ରାତିରେ ଟିକେଟ ଚେକିଂ ସହ ବିନା ଟିକେଟରେ ଯାଉଥିବା ମହିଳା ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇପାରିବେନି ଟିଟିଇ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷାଧିକ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରନ୍ତି | ଏଭଳି ପରିସ୍ଥିତିରେ ଦେଶ ମଧ୍ୟରେ ଅନେକ ଟ୍ରେନ୍ ଚଳାଚଳ କରୁଛି। ତେବେ ଯାତ୍ରା ସମୟରେ ଯାତ୍ରୀମାନେ ଯେଭଳି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭାରତୀୟ ରେଳବାଇ ଅନେକ…