Latest Odisha News

BREAKING NEWS

Browsing Category

ଫିଚର

ବ୍ରିଟେନ୍‌ରେ ପରିବା କିଣିବା ଉପରେ ଲାଗିଲା ପ୍ରତିବନ୍ଧକ,୨ଟି ଟମାଟୋ ଓ ୨କାକୁଡ଼ି କିଣିବାକୁ ମିଳିବ ଅନୁମତି

ବ୍ରିଟେନ୍‌ରେ ଦେଖାଦେଇଛି ଖାଦ୍ୟ ସଙ୍କଟ, ଅଧିକ ପରିବା କିଣିପାରିବେନି ଗ୍ରାହକ । ଜଣେ ଗ୍ରାହକ କିଣିପାରିବେ ୨ଟି ଟମାଟୋ ଓ ୨କାକୁଡ଼ି । ବ୍ରିଟେନର ଦୁଇ ସର୍ବବୃହତ ସୁପରମାର୍କେଟ୍‌ ‘ମୋରିସନ୍’ ଏବଂ ‘ଏସ୍‌ଡା’ ସୁପରମାର୍କେଟରେ ଦେଖାଦେଇଛି ପନିପରିବାର ଅଭାବ । ବ୍ରିଟେନର ଅର୍ଥନୀତି ଏବେ…

ଆଜି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ୍‌ । ବିଧାନସଭାରେ ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ବଜେଟ ଅଧିବେଶନର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ।…

ଚେହେରାରେ ଚମକ ଭରିଦେବ କାକୁଡ଼ି…

ଅନେକ ଦୃଷ୍ଟିରୁ କାକୁଡ଼ି ସ୍ୱାସ୍ଥ୍ୟପାଇଁ ଲାଭଦାୟକ । କେବଳ ସ୍ବାଦ ପାଇଁ ନୁହେଁ, ବରଂ ତ୍ବଚା ପାଇଁ ବି ଏହା ଖୁବ୍ ଉପକାରୀ। ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିପାରେ କାକୁଡ଼ି । କାକୁଡ଼ି ଆପଣଙ୍କ ତ୍ବଚାକୁ ଯୁବା ଦିଶିବାରେ ସାହାଯ୍ୟ କରିଥାଏ। ଆପଣ ହୁଏତ ଏକଥା ନିଶ୍ଚୟ ଜାଣିଥିବେ ଯେ…

ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ପ୍ରତିଭାଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା କେନ୍ଦ୍ର ସଂଗୀତ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୦ ଓ ୨୦୨୧ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶାରୁ ୫ ଜଣଙ୍କୁ ଏହି ପୁରସ୍କାର ମିଳିଥିବାରୁ ଏହା ରାଜ୍ୟ ପାଇଁ ଏକ…

ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା, ଜେରା ହେବେ ସୋନାଲି

ଭୁବନେଶ୍ୱର: ବହୁଚର୍ଚ୍ଚିତ ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ଗୁରୁବାର କ୍ରାଇମବ୍ରାଞ୍ଚ ତାଙ୍କ ବାପା-ମାଆଙ୍କ ବୟାନ ରେକର୍ଡ କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ନିଜ ହାତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଠ ଜଣିଆ…

ବିଜେଡିର ୪୬ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି: ଜୟନାରାୟଣ

ଭୁବନେଶ୍ୱର: ଚଳିତ ବଜେଟ୍ ଅଧିବେଶନର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାସକ ଦଳ କିପରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲା ତାହାର ପ୍ରମାଣ ସେ ରଖିଛନ୍ତି। ଯାହାକୁ ସେ ସାର୍ବଜନୀନ କରିପାରିବେ। ଜୟନାରାୟଣ ମିଶ୍ର କଟାକ୍ଷ କରି…

‘କ୍ରାଇମବ୍ରାଞ୍ଚ ଗୋପାଳ ଦାସଙ୍କୁ ମାନସିକ ଅସୁସ୍ଥ ବୋଲି ଚିତ୍ରିତ କରିବାକୁ ପ୍ରୟାସ କରୁନି’

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ତଦନ୍ତ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ରଖି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଅଭିଯୁକ୍ତ ଗୋପାଳ ଦାସଙ୍କୁ କେବେ ବି କ୍ରାଇମବ୍ରାଞ୍ଚ ମାନସିକ ଅସୁସ୍ଥ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରିନାହିଁ। ଗୁରୁବାର ଓଡ଼ିଶା ବିଧାନସଭାରେ…

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ, ସରକାରଙ୍କ ପାଖରେ ନାହିଁ ଖବର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀ ଦିନ ଦ୍ବିପ୍ରହରରେ ପ୍ରବେଶ କରି ନିଜ ଯୋଜନାର ପ୍ରଚାର କରି ଲୋକଙ୍କୁ ନିଜ ସମର୍ଥନରେ ନେବାକୁ ପ୍ରୟାସ କରୁଛନ୍ତି। ଅଥଚ ରାଜ୍ୟ ସରକାରଙ୍କ ପାଖରେ ଏ ନେଇ କୌଣସି ଖବର ନାହିଁ। ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ…

ଜାତୀୟ ସୁରକ୍ଷା ପାଇଁ ଭାରତ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ: ଜୟଶଙ୍କର

ପୁଣେ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଗୁରୁବାର ଦିନ କହିଛନ୍ତି ଯେ ଆଜି ଭାରତର ଭାବମୂର୍ତ୍ତି ଏପରି ଏକ ଦେଶରେ ପରିଣତ ହୋଇଛି ଯାହା ଜାତୀୟ ସୁରକ୍ଷା ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଦେଶର ନିଜସ୍ୱ ଚ୍ୟାଲେଞ୍ଜ ରହିଛି,…

ଯୁଦ୍ଧକୁ ପୁରିଲା ବର୍ଷେ, କେଉଁଠି ପଢ଼ୁଛନ୍ତି ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ?

ନୂଆଦିଲ୍ଲୀ:ଋଷ ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରଣ ହୋଇଛି। ଯୁଦ୍ଧ ବେଳେ ଭାରତର ଅଧିକାଂଶ ବିଦ୍ୟାର୍ଥୀ ମେଡିକାଲ ପଢିବାକୁ ଯାଇ ଅଡୁଆରେ ପଡ଼ିଥିଲେ। କାରଣ ସେଠାରେ ଘନଘନ ମିସାଇଲ ମାଡ ଓ ବୋମା ବିସ୍ପୋରଣ କାରଣରୁ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତେ ସ୍ୱଦେଶ ଫେରିଆସିଥିଲେ। ହେଲେ ଯୁଦ୍ଧ କେବେ ଶେଷ…