Latest Odisha News

BREAKING NEWS

Browsing Category

ଫିଚର

ମୋ ସ୍କୁଲ୍ ଅଭିଯାନ ପାଇଁ ବଜେଟରେ ୮୦୫ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁ୍ତ୍ୱ ଦିଆଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଶ୍ରେଣୀଗୃହ ଭିତରୋ ଓ ବାହାରେ ଛାତ୍ରାଛାତ୍ରୀଙ୍କୁ ସହାୟତା ପାଇଁ ଏକାଡେମିକ କ୍ୟାଲେଣ୍ଡର, ହାଉସ୍ ସିଷ୍ଟମ ଏବଂ ସ୍କୁଲସ୍ତରୀୟ କ୍ଲବ ପ୍ରଚଳନ କରାଯିବ । ଉଚ୍ଚ ବିଦ୍ୟାଳୟ…

ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ କ’ଣ ମିଳିଲା ?

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣାଙ୍ଗ ବଜେଟ୍ । ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟବରାଦ କରାଯାଇଛି ।…

ବିଲେଇ ଓ ମଣିଷର ନିଆରା ବନ୍ଧୁତ୍ୱ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଛି । ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହାକି ବେଶ୍ ହୃଦୟସ୍ପର୍ଶୀ । ତେବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଲେଇ ଓ ମଣିଷକୁ ଭିତରେ ଥିବା ନିବିଡତାକୁ ଦର୍ଶାଇଛି । ये किस तरह की मौत है? इतना…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଜଣେ ଗିରଫ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଚାକିରି କରୁଥିଲେ, ପାକିସ୍ତାନକୁ ଦେଉଥିଲେ ଗୁପ୍ତ ତଥ୍ୟ । ଆଇଟିଆରରେ କାର୍ଯ୍ୟରତ ଜଣେ ବରିଷ୍ଠ ଟେକ୍ନିକାଲ୍ ଅଫିସରଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ । ଅଶ୍ଳୀଳ ଭିଡିଓ ଦେଇ…

କାମାକ୍ଷାନଗର ପୋଲିସ କବଜାରେ ଡକାୟତି ଗ୍ୟାଙ୍ଗ

ଢେଙ୍କାନାଳ :  ଡକାୟତି ଯୋଜନା ପଣ୍ଡ । କାମାକ୍ଷାନଗର ପୋଲିସକୁ ମିଳିଲା ବଡ଼ ସଫଳତା ।  ଜିରାଳ କଲେଜ ନିକଟରୁ କୁଖ୍ୟାତ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀ ଶରତ ମହାଳିକ କଲେଜ ନିକଟରେ ଚଢ଼ାଉ କରିଥିଲେ ।…

ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା, ୯୦ଟି ପଞ୍ଚାୟତରେ କରିବେ ସଚେତନ 

ନୂଆପଡା : ଗରିବ ସେନା ପକ୍ଷରୁ ସ୍ୱାଭିମାନ ପଦଯାତ୍ରା । ଆଜକୁ ୨୭ ଦିନ ହେବ ସାମାଜିକ, ରାଜନୈତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଗରିବ ସେନା ସଂଗଠନ ପକ୍ଷରୁ ସ୍ୱାଭିମାନ ପଦଯାତ୍ରା ଚାଲିଛି । ଗତ ଜାନୁଆରୀ ୨୯ ତାରିଖ ଦିନରୁ ଗରିବ ସେନା ସଭାପତି ରବି…

ଜାତୀୟ ମଞ୍ଚରେ ଚମକିଛନ୍ତି ଓଡ଼ିଆ ବୋହୂ, ଗୃହିଣୀରୁ ହେଲେ ବଡି ବିଲଡର

ପୁରୀ: ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଏ ତାହା କେହି ବି ଜାଣି ନଥାନ୍ତି । ଏମିତି ଏକ ନିଆରା କାହାଣୀ ହେଉଛି ଶ୍ରୀକ୍ଷେତ୍ର ଝିଅ ଓ ସେଇ ଶ୍ରୀକ୍ଷେତ୍ରର ବୋହୁ ମଧୁସ୍ମିତା ରଥଙ୍କର । ଦିନେ ମା’ ହେବା ପରେ ମୋଟା ହେଇଯିବା ତାଙ୍କ ପାଇଁ ଅସହଜ ହୋଇଥିଲା । ପରେ ବଡି ବିଲ୍‌ଡ଼ର…

ବର୍ଡର ଗାଭାସ୍କର ଟ୍ରଫି: ତୃତୀୟ ଟେଷ୍ଟ ଖେଳିବେ ନାହିଁ ପାଟ୍ କମିନ୍ସ, ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଷ୍ଟିଭ୍ ସ୍ମିଥ୍

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପୂର୍ବରୁ ୱାର୍ଣ୍ଣର ଆହତ ହୋଇ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଦ୍ୱିତୀୟ ଟେଷ୍ଟ ହାରିବା ପରେ ଘରକୁ ଫେରିଯାଇଥିଲେ ଅଧିନାୟକ ପାଟ୍‌ କମିସନ୍ସ। ଏବେ ସେ ତୃତୀୟ ଟେଷ୍ଟ ବି…

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବିସିଂହ ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ ହୋଇଛି। ଶୁକ୍ରବାର ସକାଳ ୯.୩୦ ମିନିଟ୍‌ରେ ପୁଣେରେ ୮୯ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀ ଶେଖାୱତ। ମିଳିଥିବା ସୂଚନା…

ନିସର୍ତ୍ତ କ୍ଷମା ମାଗିଲେ ପବନ ଖେଡ଼ା, ଆଶା କରୁଛି ସେ ଆଉ କେବେ ଏମିତି ଭୁଲ୍ କରିବେନି; ହିମନ୍ତ ବିଶ୍ୱ ଶର୍ମା

ଦିଶପୁର: କ୍ଷମା ମଗିଲେ କଂଗ୍ରେସ ନେତା ପବନ ଖେଡ଼ା। ସାର୍ବଜନିକ ସ୍ଥାନରେ ଅଶ୍ରାବ୍ୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଖେଡ଼ା ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଗତକାଲି ଖେଡ଼ାକୁ ବିମାନରୁ…