Latest Odisha News

BREAKING NEWS

Browsing Category

ଫିଚର

‘ସ୍ୱାଧୀନତା ଆନ୍ଦୋଳନ ପାଇଁ କଂଗ୍ରେସ ‘ଏକ ସ୍ୱତନ୍ତ୍ର ମଞ୍ଚ’ ଥିଲା’

ବେଙ୍ଗାଲୁରୁ: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା କର୍ଣ୍ଣାଟକ ଗସ୍ତରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ କରି ଏକ ପରିବାର ଦ୍ୱାରା ପରିଚାଳିତ ଦଳ ବୋଲି କହିଛନ୍ତି। ଦେଶର ସ୍ୱାଧୀନତା ଆନ୍ଦୋଳନରେ କଂଗ୍ରେସ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଲୋକଙ୍କ ସର୍ତ୍ତ ଓ ପ୍ରତିବାଦ ଦେଖି ଝୁକିଲା ପଞ୍ଜାବ ପୁଲିସ

ଅମୃତସର: ପଞ୍ଜାବର ଅମୃତସର ଅଜନାଲା ଠାରେ 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ଅମୃତପାଲ ସିଂ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ ଅମୃତପାଲ ସିଂଙ୍କ ସମର୍ଥକମାନେ ଅଜନାଲା ପୋଲିସ ଷ୍ଟେସନକୁ ଘେରି ରହିଥିଲେ। ଏଭଳି ପରିସ୍ଥିତିରେ ପଞ୍ଜାବ ପୋଲିସ ଅସହାୟ ମନେ ହେଉଥିଲା। ପ୍ରକୃତରେ ଅମୃତପାଲ…

ରନ୍ ଆଉଟ ହେଲା କାଳ, ଅଧାରେ ରହିଲା ଟି-୨୦ ମହିଳା ବିଶ୍ୱକପ୍ ଟାଇଟଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୨୩ ମହିଳା ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଟିମକୁ ୫ ରନରେ ପରାସ୍ତ ହୋଇଛି। ଆଇସିସି ମହିଳା ଟି -୨୦ ବିଶ୍ୱକପର ଏହି ପ୍ରଥମ…

ଭରସା ହରାଉଛନ୍ତି କି କ୍ରାଇମବ୍ରାଞ୍ଚ ଓ CBI ?

ଭୁବନେଶ୍ୱର: କୌଣସି ଚର୍ଚ୍ଚିତ ଅପରାଧିକ ଘଟଣା ଘଟିଲେ ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସିବିଆଇ କଥାକୁ ନେଇ ଲଢେଇ ହୁଏ। କିନ୍ତୁ ନବ ଦାସଙ୍କ ହତ୍ୟା ଘଟଣାରେ ଏଫବିଆଇକୁ ନେଇ ଏବେ ରାଜନୀତି ତୀବ୍ର। ରାଜ୍ୟର ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା…

ବିଜୟ ଶଙ୍କରଙ୍କ ସପକ୍ଷରେ ବାହାରିଲେ ବିଜେଡି ନେତ୍ରୀ, କହିଲେ ‘ଠିକ୍ ବାଟରେ ହେଉଛି ତଦନ୍ତ’

ଜଗତସିଂହପୁର: ପୁରୁଣା ବାନ୍ଧବୀଙ୍କୁ ନେଇ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟଙ୍କ ବିରୋଧରେ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରୁଥିବା ବେଳେ ବିଧାୟକଙ୍କ ସପକ୍ଷରେ ବାହାରିଛି ବିଜେଡି । ତିର୍ତ୍ତୋଲ ମହିଳା ବିଜେଡି ପକ୍ଷରୁ ରଘୁନାଥପୁର…

ଅମିତ ଶାହଙ୍କୁ ଅମ୍ରିତପାଲଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଆଜି ୱାରିସ ପଞ୍ଜାବ ଦେ ସଂଗଠନର ମୂଖ୍ୟ ଅମ୍ରିତପାଲ ସିଂ ଖୋଲାଖୋଲି ଭାବେ ହତ୍ୟା ଧମକ ଦେଇଛନ୍ତି । ଅମିତ ଶାହଙ୍କ ପରିସ୍ଥିତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ହେବ ବୋଲି ସେ କହିଛନ୍ତି । ଖଲିସ୍ତାନ ସମର୍ଥକ ଅମ୍ରିତଙ୍କ…

୨୦ ମାସର ଶିଶୁକୁ ଡାକ୍ତର ଦେଲେ ୩ ଘଂଟା ସିପିଆର, ଆଉ ତା ପରେ…

ନୂଆଦିଲ୍ଲୀ: ଲଣ୍ଡନର ପେଟ୍ରୋଲିଆ ଡାକ୍ତରଖାନାକୁ ଏକ ୨୦ ମାସର ଶିଶୁକୁ ଗୁରୁତର ଅବସ୍ଥାରେ ଅଣା ଯାଇଥିଲା । ତା ଦେହରେ ଜୀବନ ନ ଥିଲା କହିଲେ ଭୁଲ ହେବନି । ଭଗବାନଙ୍କ ବ୍ୟତୀତ ସମସ୍ତ ପରୀକ୍ଷଣରେ ସେ ଥିଲା ମୃତ । ତେବେ ଚିକିତ୍ସା କରୁଥିବା ଡାକ୍ତର ଓ ସହଯୋଗୀମାନେ ଶେଷ ଉଦ୍ୟମ କରିଥିଲେ । ୩…

୩ ଦିନ ଘନ କୁହୁଡ଼ି, ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ବୌଦ୍ଧ, ନୟାଗଡ଼ ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିଛି । ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୪…

ନବ ଦାସଙ୍କ ହତ୍ୟା ଘଟଣାରେ FBIର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କହିଛନ୍ତି, ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ…

୫୬ ବର୍ଷ ତଳର ଘଟଣା: ୧୦ ପରମାଣୁ ଅସ୍ତ୍ର ଅଚଳ କରିଥିଲେ କି ପରଗ୍ରହୀ

ୱାଶିଂଟନ: ୫୬ ବର୍ଷ ତଳେ ଆମେରିକାର ଏକ ମିଲିଟ୍ରି ବେସ ଉପରେ ୟୁଏଫଓ ଉଡିଥିବା ଦାବୀ କରାଯାଇଥିଲା । ଏପରିକି ଏଥିରେ ଥିବା ପରଗ୍ରହୀ ୧୦ଟି ପରମାଣୁ ଅସ୍ତ୍ରକୁ ଅଚଳ କରି ଦେଇଥିଲେ ବୋଲି ବାୟୁ ସେନାର ଜଣେ ପୂର୍ବତନ ଅଧିକାରୀ ଦାବୀ କରିଥିଲେ । ଦୀର୍ଘ ଦିନ ପରେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ…