Latest Odisha News

BREAKING NEWS

Browsing Category

ଫିଚର

ଜୟନାରାୟଣଙ୍କୁ ବିରୋଧ କରି ପ୍ରତିବାଦ, ବିକ୍ଷୋଭକାରୀଙ୍କୁ ଝିଅ ଖୁଆଇଲେ ମିଠା

ସମ୍ବଲପୁର: ଗଣତନ୍ତ୍ରରେ ବିରୋଧ ଏକ ସ୍ୱାଭାବିକ ପ୍ରକ୍ରିୟା । ରାଜ୍ୟରେ ଅନେକ ସମୟରେ ବିରୋଧ ରାଜନୀତି ହୁଏ । ଅନେକ ସମୟରେ ବିରୋଧ ବି ହିଂସାର ରୂପ ନିଏ । ହେଲେ ବିରୋଧ ରାଜନୀତିରେ ଆଜି ସମସ୍ତଙ୍କ ମନ ଜିଣିଛନ୍ତି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ…

ଆଦାନୀ-ହିଣ୍ଡେନବର୍ଗ ମାମଲା, ନିଜ ଆଡୁ କମିଟି ଗଠନ କରି ତଦନ୍ତ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଆଦାନୀ ହିଣ୍ଡେନବର୍ଗ ମାମଲାରେ ତଦନ୍ତ ପାଇଁ ଏବଂ ସେୟାର ବଜାରକୁ ପରାମର୍ଶ ଦେବାକୁ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଏହି ବିଶେଷଜ୍ଞ କମିଟିର ନେତୃତ୍ୱ ଜଣେ ପୂର୍ବତନ ବିଚାରପତି ନେବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଡ ଆଜି ଶୁଣାଣି ବେଳେ…

ଉଦ୍ଧବଙ୍କୁ ବଡ଼ ଝଟକା, ଅସଲି ଶିବ ସେନା ସିନ୍ଦେ ଗୋଷ୍ଠୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ବଡ଼ ଝଟକା । ଶିବସେନା କାହାର ? ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ଉଦ୍ଧବ ଠାକରେଙ୍କ ହାତରୁ ଶିବସେନା ସହ ଦଳର ଚିହ୍ନ ଧନୁ ତୀର ଖସିଥିବା ବେଳେ ପାଇଛନ୍ତି…

ବିବିସି ଆୟକର ଟିକସ ଦେବାରେ ଅନିୟମିତତା କରିଛି: ଆୟକର ବିଭାଗ

ନୂଆଦିଲ୍ଲୀ: ବିବିସି ଆୟକର ଟିକସ ଦେବାରେ ଅନିୟମିତତା କରିଛି। ଏଭଳି ଦାବି କରିଛି ଆୟକର ବିଭାଗ। ତିନି ଦିନରେ ପାଖାପାଖି 60 ଘଣ୍ଟା ସର୍ଭେ କରି ବିବିସି ଅଫିସରୁ ଯାଇଥିଲା ଆୟକର ବିଭାଗ। ଏହାପରେ ଆଜି ଆୟକର ବିଭାଗ ଦାବି କରିଛି ଯେ, ବ୍ରିଟିଶ ବ୍ରଡକାଷ୍ଟ କର୍ପୋରେସନ (ବିବିସି) ଆୟକର ଟିକସ…

ଫାଇଦା ଦେବ କି ଆଇନଶୃଙ୍ଖଳା ପ୍ରସଙ୍ଗ ?

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ଆକ୍ରମନାତ୍ମକ ହୋଇଛି ବିଜେପି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ୧୪୭ ବିଧାନସଭା କ୍ଷେତ୍ରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଏବଂ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି…

ଚାଉଳ ରାଜନୀତିର ହେବ କି ଅନ୍ତ ?

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତିରେ ଚାଉଳ ଏକ ବିଶେଷ ରାଜନୈତିକ ପ୍ରସଙ୍ଗ ହୋଇ ରହି ଆସିଛି। ଲୋକଙ୍କୁ ଦୁଇ ଟଙ୍କିଆ ଚାଉଳ ଦେବା କିମ୍ବା ଚାଉଳ ଦେବାର ଶ୍ରେୟ ନେବା ପ୍ରସଙ୍ଗ ହେଉ ଏହାକୁ ନେଇ ବିଜେଡି ବିଜେପି ମଧ୍ୟରେ ଲଢେଇ ସବୁବେଳେ ହୁଏ। ଏପରିକି ନିର୍ବାଚନ ଆସିଲେ ଚାଉଳକୁ ନେଇ…

ଚେତନଙ୍କ ଇସ୍ତଫା ପରେ ଚୟନ କମିଟି ଚେୟାରମ୍ୟାନ ଦୌଡରେ ଓଡିଶାର ଶିବସୁନ୍ଦର

ଭୁବନେଶ୍ୱର: ଷ୍ଟିଙ୍ଗ ଅପରେଶନ ପରେ ବିସିସିଆଇ ଚୟନ କମିଟି ଚେୟାରମ୍ୟାନ ପଦରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି । ଖାଲି ପଡିଥିବା ଏହି ସ୍ଥାନ ପାଇଁ ଏବେ ଉପଯୁକ୍ତ ପ୍ରାର୍ଥୀ ଖୋଜା ଚାଲିଛି । ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ତଥା ଓଡିଶାର ପ୍ରତିଷ୍ଠିତ ଖେଳାଳି ଶିବ…

ଏମସିଡି ମେୟର ନିର୍ବାଚନ: ୨୪ ଘଂଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏମସିଡି ମେୟର ନିର୍ବାଚନ ଏବଂ ବୈଠକ ପାଇଁ ୨୪ ଘଂଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ଶୁଣାଣି ନେଇ ବିଜେପିକୁ ଝଟକା…

ଠକେଇ ପାଇଁ ବାରମ୍ବାର ବଦଳାଉଥିଲା ପରିଚୟ, ଚଳାଉଥିଲା ଯାତ୍ରା ପାର୍ଟି

ଭୁବନେଶ୍ୱର: କେତେବେଳେ ପୋଲିସ ତ ଆଉ କେବେ ଡାକ୍ତର ? ଭେକ ବଦଳାଇ ଏହି ଠକ ୪୨୦ ଠକୁଥିଲା । ଶେଷରେ ଚାକିରି ଯୋଗାଇ ଦେବା ନାଁରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ହାତରେ ହାତକଡ଼ି ପଡ଼ିଛି । ପାହାଳ ଥାନା ପୋଲିସ ଅଭିଯୁକ୍ତ ରଞ୍ଜନ ନାୟକକୁ ଗିରଫ କରିବା ସହ ଅନେକ ଖୁଲାସା କରିଛି । ଅଭିଯୁକ୍ତ…

ସନ୍ତୋଷ ଟ୍ରଫି: ସେମିଫାଇନାଲ ଦୌଡରୁ ବାଦ ପଡିଲା ଓଡିଶା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଓଡିଶା ପରାଜିତ ହୋଇ ସେମି ଫାଇନାଲ ଦୌଡରୁ ବାଦ ପଡିଛି । ଗ୍ରୁପ ଏର ମୁକାବିଲାରେ ଓଡିଶା ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କେରଳଠାରୁ ୧-୦ ଗୋଲରେ ହାରି ଯାଇଥିଲା । ୧୬ତମ…