Latest Odisha News

BREAKING NEWS

Browsing Category

ଫିଚର

ଆଇପିଏଲ ୨୦୨୩ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୧୬ତମ ସଂସ୍କରଣର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମାର୍ଚ୍ଚ ୩୧ରେ ପ୍ରଥମ ମ୍ୟାଚ ଖେଳାଯିବ । ମେ ୨୮ରେ ଫାଇନାଲ ମ୍ୟାଚ ଆୟୋଜିତ ହେବ । ଟୁର୍ଣ୍ଣାମେଂଟରେ ୧୮ଥର ଡବଲ ହେଡର ମୁକାବିଲା…

ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ, ଭାରତ ୨୧/୦

ନୂଆଦିଲ୍ଲୀ: ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ ହୋଇଯାଇଛି । ଜବାବରେ ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭାରତ କୌଣସି ୱିକେଟ ନ ହରାଇ ୨୧ ରନ ସଂଗ୍ରହ କରିଛି । ଘରୋଇ ଦଳ ଏବେ ବି ଭ୍ରମଣକାରୀ ଟିମଠାରୁ ୨୪୨ ରନ…

ପିଏମ୍ ମୋଦିଙ୍କୁ କାହିଁକି ହଟାଇବାକୁ ଚାହୁଁଛନ୍ତି ଆମେରିକୀୟ ଅରବପତି ଜର୍ଜ ସୋରୋସ ?

ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରେ ଖସି ଚାଲିଛି ଆଦାନୀଙ୍କ ସମ୍ପତ୍ତି । ଯାହାକୁ ନେଇ ଆମେରିକାର ଅରବପତି ବ୍ୟବସାୟୀ ଜର୍ଜ ସୋରୋସ ପିଏମ୍ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଦାବି କରି କହିଛନ୍ତି, ଆଦାନୀଙ୍କ ପ୍ରସଙ୍ଗରେ ଭାରତରେ ଏକ ବଡ଼ ଗଣତାନ୍ତ୍ରିକ ପରିବର୍ତ୍ତନ ହେବ । ଜର୍ଜ…

ପାଳିତା ମା’ର ବର୍ବରକାଣ୍ତ : ୭ ବର୍ଷର ଝିଅର ଜିଭ କାଟିଦେଲା, ଜଳନ୍ତା କୋଇଲାରେ ପକାଇ ଦେଲା

ନୂଆଦିଲ୍ଲୀ:  ଦିଲ୍ଲୀରେ ପୁଣି ଏକ ହୃଦୟଥରା ଘଟଣା । ଘଟଣା ତ ନୁହେଁ ଜଣେ ମହିଳାଙ୍କ ନିଷ୍ଠୁରତାର ଉଦାହରଣ । ରାଜଧାନୀ ଦିଲ୍ଲୀର ଆାରକେ ପୁରମ ଇଲାକାରେ ଜଣେ ମହିଳା ୭ ବର୍ଷ ବାଳିକା ସହ ଯେଉଁଭଳି ଅମାନବୀୟ ବ୍ୟବହାର ଦେଖାଇଛନ୍ତି ତାହା ଶୁଣିଲେ ମନରେ ସ୍ୱତଃସ୍ପୃତ ପ୍ରଶ୍ନ ଆସିବ, ଜଣେ ମହିଳା…

ବଦଳୁଛି କି ଗୋପାଳର ମନ ? ଜେଲରେ ପଢ଼ୁଛି ଭାଗବତ

କଟକ: ଗୋପାଳର ମନରେ ଆସୁଛି କି ପରିବର୍ତ୍ତନ ? ନବ ଦାସଙ୍କୁ ହତ୍ୟା ପରେ କରୁଛି କି ପଶ୍ଚାତାପ । ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ୧୦ ଦିନ ତଳେ ଗୋପାଳକୁ ଗୁଜରାଟ ନେଇଥିଲା । ସେତେବେଳେ ଗୋପାଳର ହସ ହସ ମୁହଁ କହୁଥିଲା ଗୁଳି କରିବା ପରେ ବି ତା ମନରେ ପଶ୍ଚାତାପର…

ଭାଇରାଲ୍‌ ହେଲା ସିଦ୍ଧାର୍ଥ-କିଆରାଙ୍କ ଅନ୍‌ସିନ୍‌ ଫଟୋ…

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଲଭବାର୍ଡ କିଆରା-ସିଦ୍ଧାର୍ଥ । ହାତକୁ ଦି ହାତ ହୋଇଛନ୍ତି ଏହି ଲଭବାର୍ଡ ।  ରାଜକୀୟ ଠାଣିରେ କରିଛନ୍ତି ବିବାହ । ବିବାହ ସ୍ଥାନଠାରୁ ଆରମ୍ଭ କରି ପୋଷାକ ଏବଂ ଖାଦ୍ୟ-ପାନୀୟ ପର୍ଯ୍ୟନ୍ତ ସବୁକିଛି ଗ୍ରାଣ୍ଡ ଢଙ୍ଗରେ ଆୟୋଜନ କରିଥିଲେ। ଦୁହିଁଙ୍କ ବିବାହରେ…

ରବୀନ୍ଦ୍ର ଜାଡେଜାଙ୍କ ଆଉ ଏକ କୀର୍ତିମାନ

ନୂଆଦିଲ୍ଲୀ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଏସୀୟ ଖେଳାଳିଙ୍କ ମଧ୍ୟରେ ଜାଡେଜା କମ ମ୍ୟାଚରେ ୨୫୦୦ ରନ ଏବଂ ୨୫୦ ୱିକେଟ ନେଇଛନ୍ତି । ସେ ୬୨ ଟେଷ୍ଟରେ ଏହି ସଫଳତା ହାସଲ…

ଶିଜାନ ଖାନଙ୍କ ନାଁରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ମୁମ୍ବାଇ : ପୁଣି ଅଡ଼ୁଆରେ ପଡ଼ିଲେ ଶିଜାନ ଖାନ୍‌ ।  ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା  । ତୁନିଶାଙ୍କ ପ୍ରେମିକ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି  । ପ୍ରସିଦ୍ଧ ଟିଭି ସିରିଏଲ 'ଆଲିବାବା ଦସ୍ତାନ-ଏ-କାବୁଲ'ର…

ରିଲ୍ସ କରିବା ନିଶାରେ ସ୍କୁଲ ଛାତରୁ ଡେଇଁଲେ ଛାତ୍ର, ଅଳ୍ପକେ ବର୍ତ୍ତିଗଲା ଜୀବନ

ନବରଙ୍ଗପୁର : ଘାରିଛି ରିଲ୍ସ ନିଶା । ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଛାତ୍ର । ରିଲ୍‌ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି।ନବରଙ୍ଗପୁର ଜିଲ୍ଲା ରାଇଘର ମୁଖ୍ୟ ଦପ୍ତର ଠାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ…

ନିର୍ମଳାଙ୍କ ପୋଷ୍ଟ ବଜେଟ ଆଲୋଚନା: ୫୦ ବର୍ଷ ବିନା ସୁଧରେ ଋଣ ପାଇବେ ରାଜ୍ୟ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।   ଭୁବନେଶ୍ୱ ଗସ୍ତରେ ବଜେଟ ଉପରେ ଆଲୋଚନା କରିଛନ୍ତି । ହୋଟେଲ ‘ମେ ଫେୟାର’ରେ ଆୟୋଜିତ ପୋଷ୍ଟ ବଜେଟ ଆଲୋଚନା ଚକ୍ରରେ ଭାଗ ନେଇ ନିର୍ମଳା କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ…