Latest Odisha News

BREAKING NEWS

Browsing Category

ଫିଚର

ହାଇକୋର୍ଟଙ୍କ ରାୟ: ରାଜ୍ୟରେ ସିଏ ଡିଗ୍ରୀ କମର୍ସରେ ସ୍ନାତକୋତ୍ତର ସହିତ ସମାନ

ଭୁବନେଶ୍ୱର: ୨୦୨୧, ଏପ୍ରିଲ ୧୫ର ୟୁଜିସି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବା ସିଏ ଡିଗ୍ରୀ ପାସ କରିଥିବା ଛାତ୍ର କମର୍ସ ବା ବାଣିଜ୍ୟରେ ସ୍ନାତକୋତ୍ତର କରିବ ସହିତ ସମାନ ବୋଲି ହାଇକୋର୍ଟ କହିଛନ୍ତି। ଜଣେ ବ୍ୟକ୍ତି ୟୁଜିସି ବିଜ୍ଞପ୍ତି ଆଧାରରେ ସିଏ ଡିଗ୍ରୀ ପାସ…

ଆଜି ପବିତ୍ର ମହାଶିବରାତ୍ରି; ୭୦୦ ବର୍ଷ ପରେ ପଡିଛି ଏପରି ଶୁଭ ମୁହୂର୍ତ୍ତ

ଆଜି ପବିତ୍ର ମହାଶିବରାତ୍ରି । ପଞ୍ଚାଙ୍ଗ ହିସାବରେ ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ଦେବ ଦେବ ମହାଦେବଙ୍କର ହଜାର ହଜାର ଶ୍ରଦ୍ଧାଳୁ ଆଜି ଆଜି ମାନସିକ କରିି ବ୍ରତ ରଖିଥାନ୍ତି । ସାରା ଦିନ ଉପବାସ ରହିବା ପରେ ରାତିରେ ମହାଦୀପ ଉଠିବା ପରେ ପ୍ରସାଦ ସେବନ କରିଥାନ୍ତି । ସାରା ରାତି ବସି…

ରାଜ୍ୟରେ ନକଲି ଔଷଧ କାରବାର, ତଦନ୍ତ ପାଇଁ ବାରଣାସୀ ଯିବ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନକଲି ଔଷଧ କାରବାର ପଛରେ ରହିଛି ଅନ୍ତଃରାଜ୍ୟ ଲିଙ୍କ୍ । ନିକଟରେ ଝାରସୁଗୁଡା ଏବଂ ବରଗଡରୁ ଧରାପଡିଥିବା ନକଲି ଔଷଧ ପଛରେ ଏହି ଅନ୍ତଃରାଜ୍ୟ ଲିଙ୍କ୍ ଥିବା ଜଣାପଡିଛି। ଉତ୍ତରପ୍ରଦେଶର ବାରଣାସୀରୁ ଏହି ନକଲି ଔଷଧ କାରବାର ବ୍ୟାପିଛି ବୋଲି ଜଣାପଡିଛି। ଏବେ ଏହାର…

‘ଆୟ୍ମଷ୍ମାନ ଭାରତ’ ପରେ ‘ପିଏମ ଶ୍ରୀ’କୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ଅସହମତି!

ଭୁବନେଶ୍ୱର: ସ୍ବାସ୍ଥ୍ୟ ପରେ ଶିକ୍ଷାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅସହମତି! ରାଜ୍ୟରେ ପିଏମ ଶ୍ରୀ (ପିଏମ ସ୍କୁଲସ ଫର ରାଇଜିଂ ଇଣ୍ଡିଆ) ଯୋଜନା ଲାଗୁ କରାଯାଉଛି। ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଓ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ…

ଗୋପାଳର ନାର୍କୋ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ ମୁହଁ ବନ୍ଦ ରଖିବାକୁ ଚାପ ପଡ଼ିଛି କି?

ଭୁବନେଶ୍ୱର: ନବ ଦାସ ପଶ୍ଚିମ ଓଡ଼ିଶାର ଜନପ୍ରିୟ ନେତା ସହିତ ଜଣେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କ ହତ୍ୟାକୁ ୨୧ ଦିନ ବିତିଲାଣି। ହେଲେ ହତ୍ୟା ପଛର କାରଣ ବାବଦରେ ସାରା ରାଜ୍ୟ ଅନ୍ଧାରରେ ରହିଛନ୍ତି। ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବାଧୀନ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ହେଲେ…

କରାଚି ଥାନା ଉପରେ ଆତଙ୍କବାଦୀ ଆକ୍ରମଣ, ୭ ଜଣଙ୍କର ମୃତ୍ୟୁ

ଇସଲାମାବାଦ: ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ପାକିସ୍ତାନର କରାଚିରେ ଥିବା ପୁଲିସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଏଥିରେ ମୋଟ୍ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ, ପୋଲିସ କର୍ମଚାରୀଙ୍କ ସମେତ ତିନି ଆତଙ୍କବାଦୀ…

ଜଣିକିଆ ନୁହଁ, ଚୌଦ୍ବାର ଜେଲର ତିନି ଜଣିଆ ସେଲରେ ରହୁଛି ଗୋପାଳ ଦାସ

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଚୌଦ୍ୱାର ଜେଲର ତିନି ନମ୍ବର ସେଲରେ ରହୁନାହିଁ। ବରଂ ଗୋଟିଏ କୋଠରୀରେ ରହୁଥିବା ଅନ୍ୟ ଦୁଇ ଅନ୍ତେବାସୀଙ୍କ ସହିତ ରହୁଛି। ଗୋପାଳ ଭାଗବତ ପଢୁଛି, ଟିଭି ଦେଖିବାକୁ ଇଚ୍ଚା ପ୍ରକାଶ କରୁଛି ଇତ୍ୟାଦି ଅନେକ ଚିତ୍ତଚାଞ୍ଚଲ୍ୟ ଖବର…

ରାଜଧାନୀ ଉପକଣ୍ଠରେ ଦିଲ୍ଲୀର ‘ତିହାର’ ଭଳି ଜେଲ୍ ତିଆରି ହେବ

ଭୁବନେଶ୍ୱର: ଝାରପଡ଼ା ଜେଲରେ ବଢୁଥିବା କଏଦୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଜାମୁଝାଡ଼ିରେ ଏକ ହାଇ ସିକ୍ୟୁରିଟି ଜେଲ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ଯାହା ଦେଶର ରାଜଧାନୀରେ ଥିବା ତିହାର ଜେଲ ଭଳି ରହିବ। ଝାରପଡ଼ା ଜେଲର କ୍ଷମତା ୯୯୦ ଥିବା ବେଳେ ଏଥିରେ…

ଅମୃତ କାଳ ବଜେଟରେ ମହିଳା ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ: ନିର୍ମଳା ସୀତାରମଣ

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ବର୍ଷ ଆଗତ ହେଉଥିବା ବାର୍ଷିକ ବଜେଟକୁ ଅଧିକରୁ ଅଧିକ ଜନପ୍ରିୟ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଆଗତ ହୋଇଥିବା ଅମୃତ କାଳ ବଜେଟରେ ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଜୟନାରାୟଣଙ୍କ ପାଇଁ ବିଜେପି ସୁରକ୍ଷା ମାଗିବା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣଙ୍କୁ ନେଇ ରାଜନୀତି ତେଜୁଛି । ବିଜେପି ଜୟନାରାୟଣଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇଥିବା ବେଳେ ବିଜେଡି ସମାଲୋଚନା କରିଛି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ବିଜେପି ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ, ଯାହାଙ୍କ ବିରୁଦ୍ଧରେ ହତ୍ୟା…