Latest Odisha News

BREAKING NEWS

Browsing Category

ଫିଚର

ବରକୁ ନେଇ ଛୁ ମାରିଲା ଘୋଡ଼ା; ଭିଡିଓ ହେଉଛି ଭାଇରାଲ୍‌…

ରାଜସ୍ଥାନ : ବିବାହକୁ ନେଇ ସମସ୍ତେ ବହୁତ ଉତ୍ସୁକ ରହିଥାଆନ୍ତି  । ବିବାହକୁ ଅପେକ୍ଷା କରି ରହିଥିବା ବେଳେ ନିଜ ବିବାହକୁ କିପରି ସ୍ପେଶିଆଲ କରିବେ ସେନେଇ ବହୁତ୍‌ ତତ୍ପର ରହିଥାଆନ୍ତି  । ଆଉ ନିଜ ବିବାହ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ  ସମସ୍ତ ପ୍ରସ୍ତୁତି କରିଥାଆନ୍ତି  । ଏହି…

ଓଡ଼ିଶାରେ ୬ କେନ୍ଦ୍ରମନ୍ତ୍ରୀ; ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ

ଭୁବନେଶ୍ୱର: ୬ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତକାଲିଠାରୁ ଆସି ସେମାନେ ଭୁବନେଶ୍ୱରରେ ରହିଛିନ୍ତି । ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି । ଆଇଆଇଟି  ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ଆଲୋଚନା ପାଇଁ ଆସିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା…

ମୋଦୀଙ୍କୁ ବଦନାମ କରିବାକୁ ହେଉଛି ବିଦେଶୀ ପାଣ୍ଠି ଯୋଗାଣ; କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିଦେଶରେ ହେଉଛି ଷଡ଼ଯନ୍ତ୍ର। ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ଆମେରିକା ଆରବପତି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇାରାନୀ। ଆମେରିକା ଆରବବତି ଜର୍ଜ ସୋରୋସ ମୋଦୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ଏଥିପାଇଁ…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ହଟିଲା ବ୍ଲୁ ଟିକ୍; ବିଜେପିର ଆପ୍‌କୁ…

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ ଆର୍ଥିକ ହେର୍‌ଫେର୍‌ ମାମଲାରେ ତିହାର ଜେଲ୍‌ରେ ଥିବା ବେଳେ ତାଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ବ୍ଲୁ ଟିକ୍ ହଟାଇ ନିଆଯାଇଛି। ସତୈନ୍ଦ୍ର ଜୈନ୍‌ ୨୦୨୨ ମେ ୨୯ ତାରିଖରେ ଶେଷ ଟ୍ୱିଟ୍ କରିଥିଲେ। ଗିରଫ ହେବାର ଗୋଟିଏ ଦିନ ପୂର୍ବରୁ ଏହି…

ରୁଷରେ ଆଉ ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ କମିବାରେ ନାମ ଧରୁନି । ଆଜି ରକ୍ଷା ଅଧିକାରୀ ମାରିନା ୟାଙ୍କିନାଙ୍କ ଜମଶୀନ ଷ୍ଟ୍ରିଟର ପ୍ରବେଶ ଦ୍ୱାର ନିକଟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ୟାଙ୍କିନା ୧୬୦ ଫୁଟ ତଳକୁ ଖସି ପଡିବାରୁ…

ଭାରତରେ ଅଫିସ୍ ବନ୍ଦ କଲା ଟ୍ୱିଟର; କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତରେ ଅଫିସ ବନ୍ଦ କଲା ଟ୍ୱିଟର। କର୍ମଚାରୀଙ୍କୁ ଘରୁ ଥାଇ କାମ କରିବାକୁ ନିର୍ଦ୍ଦେଶ ଦେଲା କମ୍ପାନୀ। ଭାରତରେ ଟ୍ୱିଟର ୩ ଅଫିସ ରହିଥିବା ବେଳେ ସେଥିରୁ ଦୁଇଟିକୁ ବନ୍ଦ କରିଦେଇଛି। ବନ୍ଦ ହୋଇଯାଇଥିବା ଦୁଇଟି ଅଫିସ ଦିଲ୍ଲୀ ଓ ମୁମ୍ବାଇର। ଏଲନ ମସ୍କ ଯେବେ ଠାରୁ ଟ୍ୱିଟର…

ଏବେ ୬୫ ରୁ ଅଧିକ ବୟସ୍କ ରୋଗୀ ଅଙ୍ଗ ଗ୍ରହଣ ପାଇଁ ନାଁ ପଞ୍ଜିକରଣ କରିପାରିବେ

ନୂଆଦିଲ୍ଲୀ: ଏବେ ୬୫ ବର୍ଷରୁ ଅଧିକ ବୟସ୍କ ରୋଗୀ ମୃତ ବ୍ୟକ୍ତିଙ୍କୁ ଠାରୁ କିଡନୀ ଗ୍ରହଣ କରିବା ପାଇଁ ନିଜ ନାଁକୁ ପଞ୍ଜିକରଣ କରିପାରିବେ। ଅଙ୍ଗଦାନ ନେଇ ଥିବା ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ନିୟମରେ ପରିବର୍ତ୍ତନ କରିବାକୁ…

୯୦ ଲକ୍ଷର ମର୍ସିଡିଜ୍‌ କାର୍‌ କିଣିଲେ MBA ଚା’ ବାଲା’, ଇନଷ୍ଟାରେ ସେୟାର କଲେ ଭିଡିଓ

କଥାରେ ଅଛି କୌଣସି ପେଶା କେବେ ଛୋଟ ହୋଇନଥାଏ  । ଆଉ ପେଶାଠୁ ବଡ଼ ଧର୍ମ କୌଣସି ଧର୍ମ ହୋଇନଥାଏ । ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥାଏ କେବଳ ଯେ କଷ୍ଟ କଲେ ସଫଳତା ହାସଲ କରିହେବ ତାହା ନୁହେଁ । ବରଂ ନିଜ କାର୍ଯ୍ୟରେ ନିଷ୍ଠା,ଏକାଗ୍ରତା ବିଶ୍ବାସ ରଖିବା ଦରକାର ତେବେ ଯାଇ ସଫଳତାର…

ଆମେରିକା ସଂସଦରେ ଆଗତ ହେଲା ଦ୍ୱିଦଳୀୟ ବିଧେୟକ-ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ୱାଶିଂଟନ: ଆମେରିକାର ଦୁଇଜଣ  ସାଂସଦ ଅରୁଣାଚଳ ପ୍ରଦେଶର ସମସ୍ୟା ଉପରେ ଭାରତକୁ ସମର୍ଥନ କରି  ସଂସଦରେ ଏକ ଦ୍ୱିଦଳୀୟ ବଲ ଆଗତ କରିଛନ୍ତି । ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି । ଏହି ବିଲ ଓରେଗୋନର ସାଂସଦ ଜେଫ ମର୍କେଲ ଏବଂ ବିଲ ହାଗେର୍ଟୀ ଆଗତ…

ଦୁଇ ରାଜ୍ୟର ସୀମାରେ ରହିଛି ନିଆରା ରେଳ ଷ୍ଟେସନ

ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରଥାନ୍ତି। କେତେକ ଷ୍ଟେସନ ନିଜର ସୌନ୍ଦର୍ଯ୍ୟ କିମ୍ବା ଲମ୍ବା ପ୍ଲାଟଫର୍ମକୁ ନେଇ ବେଶ ଜଣାଶୁଣା । ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟେସନ ବିଷୟରେ କହିବୁ ଯାହା ଜାଣିଲେ ଆପଣ…