Latest Odisha News

BREAKING NEWS

Browsing Category

ଫିଚର

ହକି ବିଶ୍ୱକପ: ୱେଲ୍ସକୁ ହରାଇ ଖାତା ଖୋଲିଲା ସ୍ପେନ

ରାଉରକେଲା: ଓଡିଶାରେ ଚାଲିଥିବା ବିଶ୍ୱକପ ହକିରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସ୍ପେନ ୫-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ବିଶ୍ୱକପରେ ସ୍ପେନ ବିଜୟ ଖାତା ଖୋଲିଛି । ପୂର୍ବରୁ ସ୍ପେନ ୦-୨ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଟିମ…

ଆସନ୍ତାକାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି ଗାଡ଼ିଗୁଡ଼ିକ ଚେକିଂ ପରିସରକୁ ଆସିବ। ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ…

ଅନୁଗୁଳ NH-୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ, ବେବୀ ବମ୍ପ ଫଟୋ ଶେୟାର କଲେ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି…

ସଚିନଙ୍କୁ ପଛରେ ପକାଇଲେ କୋହଲି, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

ଥିରୁୱନ୍ତପୁରମ: ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ୩୯୧ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । କୋହଲି ୧୧୦ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ବଳରେ ୧୬୬ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ…

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣରେ ବିଫଳ କି ପ୍ରଶାସନ ? ଅଣନିଶ୍ୱାସୀ ହେଲେ ଭକ୍ତ

ପୁରୀ: ବ୍ୟାରିକେଡ୍, ଧାଡ଼ି ଦର୍ଶନ । ତଥାପି ଶ୍ରୀମନ୍ଦିରରେ ଭକ୍ତ ହେଉଛନ୍ତି ହଇରାଣ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସୁଧାର ପାଇଁ ପଦକ୍ଷେପ ସତ୍ତ୍ୱେ ସ୍ଥିତି ସୁଧୁରୁନି । ରବିବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିବା ବେଳେ ଠେଲାପେଲା ସ୍ଥିତି…

ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସୁଛି ସୁବର୍ଣ୍ଣ ଲୋକ ମହୋତ୍ସବ

ସୁବର୍ଣ୍ଣପୁର : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହୋଇଯାଇଛି ସୁବର୍ଣ୍ଣ ଲୋକ ମହୋତ୍ସବ । ନାଚ ଗୀତରେ ପୂରି ଉଠୁଛି ସୁବର୍ଣ୍ଣପୁର । ଏହି ମହୋତ୍ସବ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଶୁଭ ଉଦ୍‌ଘାଟନ କରିଥିଲେ । କରୋନା କଟକଣା ଯୋଗୁଁ ଦୀର୍ଘ ତିନି ବର୍ଷ ହେଲା ଲୋକ…

ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି : ବିଜେପି ନେତା, ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଓ କଲ୍ କରିବା ଅଭିଯୋଗରେ  ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ  ଗାଁର ଆଶିଷ ପରିଛା । ଗତ କିଛି ଦିନ ପୂର୍ବରୁ ଯୁବକ…

ଅବତରଣର ୧୦ ସେକେଣ୍ଡ ପୂର୍ବରୁ ଜଳିଗଲା ବିମାନ, ୧୪ ଦିନ ତଳେ ଉଦଘାଟନ ହୋଇଥିଲା ବିମାନବନ୍ଦର

କାଠମାଣ୍ଡୁ: ବିମାନବନ୍ଦର ଉଦଘାଟନକୁ ମାତ୍ର ୧୪ ଦିନ । ଘଟିଗଲା ବଡ଼ ଅଘଟଣ । ରବିବାର ୟେଟି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬୮ ଯାତ୍ରୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ୭୨ ଜଣ ଥିଲେ । ଆଉ ବିମାନ ATR-72 ଅବତରଣର ଠିକ୍ ୧୦ ସେକେଣ୍ଡ ପୂର୍ବରୁ ଜଳି ଯାଇଛି ।…

ମାୟାବତୀଙ୍କ ବଡ ଘୋଷଣା: ଆଉ ମେଂଟ କରିବେ ନାହିଁ, ଏଥର ଏକାକୀ ଲଢିବେ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟି ମୂଖ୍ୟ ସୁଶ୍ରୀ ମାୟାବତୀ ତାଙ୍କ ଜନ୍ମ ଦିନରେ ଏକ ବଡ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ବିଏସପି ଏବେ କୌଣସି ଦଳ ସହ ମେଂଟ କରିବ ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଦଳ ଏକାକୀ ଲଢ଼ିବ ବୋଲି କହିଛନ୍ତି । ୨୦୨୩ରେ କର୍ଣ୍ଣାଟକ,…