Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଝାରସୁଗୁଡ଼ାବାସୀ

ଝାରସୁଗୁଡ଼ା : ସାଂସ୍କୃତିକ ସପ୍ତ ରଙ୍ଗରେ ରଙ୍ଗିଗଲା ଶିଳ୍ପ ନଗରି ଝାରସୁଗୁଡ଼ା । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି…

ହକି ବିଶ୍ୱକପ୍ ବେଳେ କେତେ ଆଲର୍ଟ ପୋଲିସ ? ଅଭିଯୋଗ କଲେ ଶୁଣୁନି ୧୧୨

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ କମିଶନରେଟ୍ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି । ଭୁବନେଶ୍ୱରର ରାସ୍ତା ସାରା ସିସିଟିଭି ଲାଗିଛି । ତଥାପି ଅସାମାଜିକ ଲୋକଙ୍କ ଉତ୍ପାତ ଥମୁନି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏନେଇ ଜରୁରୀକାଳୀନ ନମ୍ବର ୧୧୨କୁ ଅଭିଯୋଗ କଲେ ଉତ୍ତର ଆସୁଛି… ଦେଖୁଛୁ ।…

ଜହ୍ଲାଦ ସାଜିଲା ସ୍ବାମୀ : ୬ ପିଲାଙ୍କ ଆଗରେ ମାଆକୁ କଡେଇରେ ସିଝାଇଲା ବାପା

ବ୍ୟୁରୋ : ଆପଣମାନଙ୍କର ଦିଲ୍ଲୀର ଶ୍ରଦ୍ଧା ଓ୍ବାକର ହତ୍ୟା ଘଟଣା ମନେଥିବ । କାରଣ ଆପଣଙ୍କ ଜୀବନରେ ଏମିତି ଲୋମହର୍ଷଣକାରୀ ହତ୍ୟା କେବେ ଦେଖି ନଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଏକ ହତ୍ୟା ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ତାଜୁବ୍‌ ହୋଇଯିବେ । ଆଉ ଆପେ ଆପେ ଆପଣଙ୍କ…

ଚାକିରି ନାଁରେ ୫୦ ହଜାର ଯୁବକ ଯୁବତୀଙ୍କୁ ଠକେଇ, ମଧ୍ୟପ୍ରଦେଶରୁ ହେଉଥିଲା ଅପରେଟ୍

ଭୁବନେଶ୍ୱର: ୱେବସାଇଟରେ ଚାକିରି ଅଫର୍ । ଲୋଭନୀୟ ଅଫର୍ ଦେଇ ଲୁଟୁଥିଲେ । ଟାର୍ଗେଟରେ ଥିଲେ ଓଡ଼ିଶା ସହ ଗୁଜରାଟର ଯୁବକ ଯୁବତୀ । ଚାକିରି ନାଁରେ ଠକେଇ କରୁଥିବା ଅଭିଯୋଗରେ ଓଡ଼ିଶା ଅର୍ଥନୈତିକ ଅପରାଧିକ ଶାଖା ମଧ୍ୟପ୍ରଦେଶର ଜାଓାରରୁ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଅର୍ପିତ…

ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ୍‌ ପିନ୍ଧିଲେ ଆର୍‌ ବୋନି ଗାବ୍ରିଏଲ୍‌

ଲୋଇସିଆନା: ଆମେରିକାର ସୁନ୍ଦରୀ ଆର୍‌ ବୋନି ଗାବ୍ରିଏଲ୍‌ ଜିତିଲେ ମିସ୍ ୟୁନିଭର୍ସ-୨୦୨୨ ଟାଇଟଲ । ଶନିବାର ଆମେରିକାର ଲୋଇସିଆନାଠାରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ଗାବ୍ରିଏଲ୍‌ । View this post on…

ସାହିତ୍ୟ ଏକ ନିରବଚ୍ଛିନ୍ନ ସାଧନା : ସୁମିତା ବେହେରା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ସୁମିତା ବେହେରା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ…

ନେପାଳ ବିମାନ ଦୁର୍ଘଟଣା, ମୃତକଙ୍କ ମଧ୍ୟରେ ୫ ଭାରତୀୟ ଥିବା ସୂଚନା

କାଠମାଣ୍ଡୁ: ନେପାଳର ପୋଖରାରେ ବିମାନ ଦୁର୍ଘଟଣାରେ ଏବେ ସୁଦ୍ଧା ୩୬ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ୭୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନରେ ୧୦ ଜଣ ବିଦେଶୀ ଥିଲେ । ବିମାନଟି ପୋଖରା ବିମାନବନ୍ଦରରେ ଅବତରଣ ବେଳେ ନଦୀ ପାର୍ଶ୍ୱକୁ ଖସି ଜଳି ଯାଇଥିଲା । ଦୁର୍ଘଟଣାଗ୍ରସ୍ତ ATR-72…

ଜାଣନ୍ତୁ ଶିଶିର ସରସ ମେଳାରେ କ’ଣ ଉପଲବ୍ଧ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଯାହା ଫଳରେ କନ୍ଧମାଳର ହଳଦି, ନୟାଗଡ଼ର ଡାଲି, ମୟୂରଭଞ୍ଜର ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ମିଳୁଛି ଗୋଟିଏ ସ୍ଥାନରେ। ଏହି ମେଳାରେ ପଡ଼ିଥିବା ପ୍ରତ୍ୟେକ ଷ୍ଟଲରେ ରହିଛି…

ହକି ବିଶ୍ୱକପ: ଏଥର ଟିମ ଇଣ୍ଡିଆର ଟାର୍ଗେଟ ଇଂଲଣ୍ଡ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆମ୍ନା ସାମ୍ନି ହେବେ । ଗ୍ରୁପ ଡିର ଏହି ୨ଟି ଟିମ ସେମାନଙ୍କ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲ ଟପର ହେବା ପାଇଁ ଉଭୟ ଟିମ ଉଦ୍ୟମ କରିବେ । ୱେଲ୍ସକୁ…

ଜଳିଗଲା ATR-72 ବିମାନ, ଚାଲିଗଲା ୩୨ ଜଣଙ୍କ ଜୀବନ

କାଠମାଣ୍ଡୁ : ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାଟି ଆଜି ସକାଳେ ହୋଇଥିବା ଜଣାପଡ଼ିଛି  । ବିମାନରେ ୬୮ ଯାତ୍ରୀଙ୍କ ସହ ୪ ଜଣ ପାଇଲଟ୍‌ ଥିଲେ  । ବିମାନଟି ହୁତୁ ହୁତୁ ହୋଇ…