Latest Odisha News
Browsing Category

ଫିଚର

ପକ୍ଷୀ କଲା ବିଶ୍ୱ ରେକର୍ଡ; ଆଲାସ୍କାରୁ ଉଡିଲା ତାସମାନିଆ

ଭୁବନେଶ୍ୱର:ପକ୍ଷୀର ରେକର୍ଡ ନିଶା । ପକ୍ଷୀ ହେଲେ କ’ଣ ହେଲା ଜିଦ୍ଦି କମ ନୁହେଁ । ମଣିଷ ସାଙ୍ଗରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଣ୍ଟା ଭିଡିଛି । ଲଢୁଆ ମନରେ ତାର ପ୍ରଶ୍ନ - ତମେ କରିବ ବିଶ୍ୱ ରେକର୍ଡ । ଆମେ କାହିଁକି ପାରିବୁନି । ସେଥିପାଇଁ କରିଛି ଏ ବିଶ୍ୱ ରେକର୍ଡ ।  ୧୧ ଦିନରେ…

ସୁରକ୍ଷିତ ନୁହେଁ ଟ୍ୱିଟର ! ହ୍ୟାକ୍‌ ହୋଇ ଚୋରି ହୋଇଛି ୨୦୦ ମିଲିୟନ ୟୁଜରଙ୍କ ଇ-ମେଲ୍ ଆଡ୍ରେସ୍

ୱାଶିଂଟନ: ସୋସିଆଲ୍ ମିଡିଆ ସାଇଟ୍ ଫେସ୍‌ବୁକ, ୟୁଜରଙ୍କ ତଥ୍ୟ ଚୋରି ନେଇ ସବୁବେଳେ ସନ୍ଦେହ ଘେରରେ ରହୁଥିବା ବେଳେ ଏବେ ଟ୍ୱିଟର ଆଉ ସରୁକ୍ଷିତ ନୁହେଁ ବୋଲି ୟୁଜର କହିଲେଣି। ଟ୍ୱିଟରରେ ଏବେ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଅଭିଯୋଗ ଆସୁଛି। ସଦ୍ୟତମ ରିପୋର୍ଟ ଅନୁସାରେ, ହ୍ୟାକରମାନେ…

ହକି ବିଶ୍ୱକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ ୧ କୋଟି: ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହକି ବିଶ୍ୱକପ୍ ଜିତିଲେ ଟିମ୍‌ ଇଣ୍ଡିଆର ପ୍ରତି ଖେଳାଳିଙ୍କୁ ମିଳିବ ଏକ କୋଟି ଟଙ୍କା ଉପହାର। ଗତକାଲି ରାଉରକେଲାରେ ହକି ଷ୍ଟାଡିୟମ୍ ଉଦ୍‌ଘାଟନ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ହକି ବିଶ୍ୱକପ୍ ମ୍ୟାଚ ଆରମ୍ଭ…

ଦିଲ୍ଲୀ ଅଞ୍ଜଳି ମୃତ୍ୟୁ ମାମଲାରେ କାର୍ ମାଲିକ ଗିରଫ; ମୋଟ ୬ଙ୍କୁ ଧରିଲାଣି ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳୀଙ୍କୁ କାର୍‌ରେ ୧୩ କିମି ଘୋଷାରି ହତ୍ୟା କରିବା ଘଟଣାରେ କାର୍ ମାଲିକ ଆଶୁତୋଷକୁ ଗିରଫ କରାଯାଇଛି। ଏହାକୁ ମିଶାଇ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ଘଟଣା କରିଥିବା ବାଲେନୋ କାରରଟି ଅଶୁତୋଷଙ୍କର ଜଣାପଡ଼ିବା ପରେ ଶୁକ୍ରବାର…

ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ହେଉଛି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ।  ଏହି ତିଥିରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ମହାପ୍ରଭୂଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା । ଅଧିବାସ ଗୃହରେ…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲାରେ ସିବିଆଇ ତଦନ୍ତ ଦାବି କଲେ ଡିସିଡବ୍ଲ୍ୟୁ ମୁଖ୍ୟ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଦିନ ଯେତିକି ଗଡ଼ୁଛି ସେତିକି ସନ୍ଦେହ ମଧ୍ୟ ବଢ଼ୁଛି । ଯୁବତୀଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦିଲ୍ଲୀ ପୁଲିସର ତଦନ୍ତ ପ୍ରକିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ଅଞ୍ଜଳିଙ୍କ ପରିବାର  । ଦିଲ୍ଲୀ…

ମଣିଷ ମରା ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା

ପାଟନା: ବଣୁଆ କୁକୁରଙ୍କ ଚାଲିଥିଲା ଆତଙ୍କରାଜ୍‌ । ସରକାରଙ୍କ ନିର୍ଦ୍ଦେଶକ୍ରମେ କୁକୁରଙ୍କୁ କରାଗଲା ନିପାତ୍‌ ।  ବିହାରର ବେଗୁସରାଇ ଜିଲ୍ଲାରେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍‌ ଗଠନ…

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ କିସ୍‌ମିସ୍‌

ଆମେ ଆମ ଶରୀରକୁ ନେଇ ସବୁବେଳେ ଯତ୍ନବାନ ରୁହନ୍ତି  । କିଛି ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ତାର ଉପଚାର କରିଥାଆନ୍ତି  । ଆଉ ଖାଦ୍ୟକୁ କୁ ନେଇ ଆମେ ଟିକିଏ ଅଧିକ ସଚେତନ ହେବା ଉଚିତ୍‌ । ଖାଦ୍ୟ ଖାଇବା ବେଳେ ସକାଳ ଜଳଖିଆରେ କିସ୍‌ମିସ୍‌ ସାମିଲ୍‌ କରିବା ନିହାତି ଦରକାର  । ଆମେ ଡ୍ରାଏ…

ପୁନେରେ ବ୍ୟାଟିଂ-ବୋଲିଂ ଫ୍ଲପ୍, ୧୬ ରନରେ ହାରିଲେ ହାର୍ଦ୍ଦିକ ଆଣ୍ଡ କୋ

ପୁନେ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଭାରତୀୟ ଦଳକୁ ୧୬ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସ‌ୋସିଏସନ୍‌ ଷ୍ଟାଡିୟମ୍‌ରେ ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୯୦ ରନ୍‌…

ରତ୍ନ ଭଣ୍ଡାର ସ୍ଥିତି କ’ଣ? ସତ୍ୟପାଠ ଦାଖଲ ପାଇଁ ସମୟ ମାଗିଲା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

କଟକ: ଗୁରୁବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ମାଗିଛି। ପରବର୍ତ୍ତୀ ଶୁଣାଣି ସୁଦ୍ଧା ସତ୍ୟପାଠ ଦାଖଲ କରାଯିବ ବୋଲି ଏସଜେଟିଏ ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ପୂର୍ବ…