Latest Odisha News
Browsing Category

ଫିଚର

FACT CHECK: ବିଶ୍ୱର ବୃହତମ ହକି ଷ୍ଟାଡିୟମ କେଉଁଠି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟରେ ହକି ବିଶ୍ୱ କପ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ରାଉରକେଲାରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଉଦଘାଟନ କରିଛନ୍ତି। ଆଉ ଏହି ସମୟରେ ବିଶ୍ୱର ବୃହତମ ହକି…

ଟି୨୦ରେ ଅର୍ଶଦୀପଙ୍କ ଅଲୋଡା ରେକର୍ଡ

ନୂଆଦିଲ୍ଲୀ: ଭାରତର ବାମହାତୀ ପେସ ବୋଲର ଅର୍ଶଦୀପ ସିଂ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି । ପୁଣେରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ କ୍ରମାଗତ ୩ଟି ନୋ ବଲ ପକାଇଥିଲେ । ଏଥିସହ ସେ ଟି୨୦ରେ ସର୍ବାଧିକ ୧୨ଟି ନୋ ବଲ ପକାଇ ପ୍ରଥମ ସ୍ଥାନରେ ରହିଛି । ତାଙ୍କ…

ଫୋକସରେ ୨୦୨୪, ଘନ ଘନ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଗୋଟି ଚାଳନା କରୁଛି । କେନ୍ଦ୍ରମନ୍ତ୍ରୀ ଘନ ଘନ ଓଡ଼ିଶା ଆସୁଛନ୍ତି । ୨୦୨୨ ବର୍ଷ ଶେଷରୁ ଆରମ୍ଭ ହୋଇଥିବା ଏହି ଧାରା ୨୦୨୩ ବର୍ଷର ପ୍ରଥମ ସପ୍ତାହରେ ଜୋର୍ ଧରିଛି । ଗୋଟିଏ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ୟୁକ୍ରେନ ସହ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

ମସ୍କୋ: ରୁଷିଆ ଆଜି ସାମୟିକ ଭାବେ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ବିରତି ଘୋଷଣା କରିଛି । ଗତବର୍ଷ ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ପ୍ରଥମ ଥର ପାଇଁ ଭ୍ଲାଡିମିର ପୁତିନ ଏ ଭଳି ଘୋଷଣା କରିଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ସମୟରେ ରକ୍ତପାତ ନ କରିବା ଲାଗି ପୁତିନଙ୍କୁ…

ପାଦରେ ଚପଲ ପିନ୍ଧନ୍ତିନି ଏହି ଆଦିବାସୀ, ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ଆସିଛି ଡାକରା

ନୂଆପଡ଼ା (ଦେବାନନ୍ଦ ତାଣ୍ଡି) : ଗଣତନ୍ତ୍ର ଦିବସ ପରେଡର ଅତିଥି ହେବେ ଚକଟିଆ ଭୁଞ୍ଜିଆ ଦମ୍ପତି । ଜାନୁଆରୀ ୨୬ରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ହେବେ ନୂଆପଡା ଜିଲ୍ଲାର ଆଦିବାସୀ ଦମ୍ପତି । ଏଥିଲାଗି ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝୀ ଓ କୁଞ୍ଜବାଇ ମାଝୀଙ୍କୁ…

ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ

ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ ଗମନାଗମନ…

ଶ୍ରୀ ସମ୍ମେଦ ଶିଖରଜୀ ବିବାଦ: ଝାଡଖଣ୍ଡ ନିଷ୍ପତି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜୈନ ସମ୍ପ୍ରଦାୟର ଧର୍ମପୀଠ ଶ୍ରୀ ସମ୍ମେଦ ଶିଖରଜୀ ବିବାଦରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଝାଡଖଣ୍ଡ ସରକାରଙ୍କ ପର୍ଯ୍ୟଟନସ୍ଥଳର ମାନ୍ୟତା ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ପୂର୍ବରୁ ଝାଡଖଣ୍ଡ ସରକାରଙ୍କ ନିଷ୍ପତିକୁ ବିରୋଧ କରି ଜୈନ…

ଦିଲ୍ଲୀ-ଏନସିଆରରେ ୫.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ । ଆଜି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣା ପଡ଼ିଛି । ତେବେ ଭୂମିକମ୍ପରେ କୌଣସି…

ଅମିତାଭଙ୍କ ନାତିଙ୍କୁ ଡେଟ କରୁଛନ୍ତି କି ଶାହାରୁଖଙ୍କ ଝିଅ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ପରସ୍ପରକୁ ଡେଟ କରୁଥିବା ଖବାର ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ କ୍ରିସମାସ ପାର୍ଟିରେ ସୁହାନଙ୍କୁ ଅଗସ୍ତ୍ୟା ଅନ୍ୟମାନଙ୍କ ସହ ପାର୍ଟନର ଭାବେ ପରିଚିତ…

ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ, ଏହି ରାଜ୍ୟ ଉପରେ ଫୋକସ

ନୂଆଦିଲ୍ଲୀ: ଜାନୁଆରୀ ୧୬ ଏବଂ ୧୭ ରେ ନୂଆଦିଲ୍ଲୀରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ। ବିଜେପିର ଏହି ବୈଠକରେ ଚଳିତ ବର୍ଷ ନଅଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରଣନୀତି ପ୍ରସ୍ତୁତ କରାଯିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…