Latest Odisha News

BREAKING NEWS

Browsing Category

ଫିଚର

ଚାଉଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ; ବିଜେପି କହିଲା-ହନୁ ମଲାବେଳେ ସତ ମାନିଛି

ଭୁବନେଶ୍ୱର:କିଏ ଦେଉଛି ମାଗଣା ଚାଉଳ ? କିଏ ନେଉଛି ବାହାବା ? ଏହାର ଉତ୍ତରକୁ ଦୁଇ ଦଳ ଭିତରେ ଛିଣ୍ଡୁନି ବିବାଦ । ତେବେ ଆଜି ଏହି ପ୍ରଶ୍ନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ ବିଜେଡି-ବିଜେପି । ମାଗଣା ଚାଉଳ ବଣ୍ଟନକୁ ନେଇ ଆଜି ବିଜେଡି ଉପରେ ବର୍ଷିଛି ବିଜେପି । ପ୍ରଧାନମନ୍ତ୍ରୀ…

ଆକାଶ ପାଠକଙ୍କ ବିଏମଡବ୍ଲୁ କାରକୁ ଜବତ କଲା ଇଡି

ଭୁବନେଶ୍ୱର: ଜବତ ହେଲା ଆକାଶ ପାଠକଙ୍କ ବିଏମଡବ୍ଲୁ କାର  । ଟାଟା ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ଆକାଶଙ୍କ BMW ଗାଡିକୁ ଉଠାଇ ନେଇଛି ED । ୭୨ ଲକ୍ଷ ନଗଦ ଟଙ୍କା ଦେଇ  ବିଏମଡବ୍ଲୁ କାରକୁ ଓଏସ୍‌ଏଲ୍‌ ଶୋ’ ରୁମ୍‌ରୁ କିଣିଥିଲେ ଆକାଶ। ଏବେ ଏହି ଗାଡିର ବର୍ତ୍ତମାନର ମୂଲ୍ୟ ପାଖାପାଖି…

ନାଗ ଦମ୍ପତିଙ୍କ ଅଡୁଆ ବଢିଲା; ଜଗବନ୍ଧୁଙ୍କ ଦସ୍ତଖତ ସଂଗ୍ରହ ପାଇଁ ପହଞ୍ଚିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର: ବଢୁଛି  ନାଗ ଦମ୍ପତିଙ୍କ ଅଡୁଆ । ହୋଇପାରେ ସମ୍ପତ୍ତି ବାଜ୍ୟାପ୍ତି । ପ୍ରକ୍ରିୟା ଆରମ୍ଭ କରି ଦେଇଛି ଇଡି । ଜଣଜଣ କରି ସମସ୍ତଙ୍କୁ ଟାଣି କରୁଛି ଜେରା । ଅର୍ଚ୍ଚନା, ଖଗେଶ୍ୱରଙ୍କୁ ଘନ ଘନ ଜେରା ପରେ ଏବେ ପାଳି ପଡିଛି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କର ।  ପୁଣି  ଝାରପଡା…

ବିଶ୍ବର ସବୁଠୁ ବଡ଼ ସୁଇମିଂପୁଲ…

ନୂଆଦିଲ୍ଲୀ : ଆପଣମାନେ ଜାଣିଥିବେ ସାଧାରଣତ ଲୋକମାନେ ନଦୀ, ସମୂଦ୍ର, ବା ପୋଖରୀରେ ଗାଧୋଇବାକୁ ପସନ୍ଦ କରନ୍ତି । ଏବଂ ସେଥିମଧ୍ୟରୁ ଅେନକଙ୍କର ଇଛା ଥାଇବି ଡରିକି ଗାଧୋଇନଥାନ୍ତି । ଆଉ ସେଥିପାଇଁ ସେମାନେ ସୁଇମିଂପୁଲକୁ ନିଜର ଇଛା ପୁରଣ କରିବାକୁ ଯାଇଥାନ୍ତି । ଦେଖିବାକୁ ଗଲେ ବତ୍ତର୍ମାନ…

ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଋତୁକାଳୀନ ଫଳ

କୋଲାକାତା: ଏଣିକି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଚିକେନ୍ ଓ ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଯିବ। ଏହି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ହେଲେ ମାତ୍ର ୪ ମାସ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଜାନୁଆରୀ ମାସରୁ ସରକାରଙ୍କର ଏହି ଯୋଜନା ଆରମ୍ଭ ହୋଇ ଏପ୍ରିଲ…

ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ପରେଡ୍ କରାନ୍ତି: ଅଶୋକ ଗେହେଲୋଟ୍

ଉଦୟପୁର: ଯଦି ମୋ ହାତରେ ଥାନ୍ତା ତେବେ ମୁଁ ଗ୍ୟାଙ୍ଗଷ୍ଟର ଓ ଦୁଷ୍କର୍ମକାରୀଙ୍କୁ ବିଚ୍ ବଜାରରେ ଲୋକଙ୍କ ସାମ୍ନାରେ ପରେଡ୍ କରାନ୍ତି। ଫଳରେ ତାଙ୍କୁ ଲାଜ ଲାଗନ୍ତା। ଆଉ ସେ ଅପରାଧ କରିବା ପୂର୍ବରୁ ଭାବନ୍ତେ। ଗୁରୁବାର ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ…

ପ୍ରକୃତି ସେବାରେ ୯୦ ବର୍ଷୀୟ ବୃଦ୍ଧ, ଗଛ ଲଗାଇବା ତାଙ୍କର ନିଶା

କାମାକ୍ଷାନଗର : ନଇଁ ପଡ଼ିଛି ଅଣ୍ଟା, ଲୋଚାକୋଚା ହୋଇଯାଇଛି ଚର୍ମ, କାନକୁ ବି ଆଉ ଠିକରେ ଶୁଭା ଯାଉନି । ଶରୀରର ଇନ୍ଦ୍ରୀୟ ଗୁଡିକ ଆଉ ବୋଲ ମାନୁନାହିଁ । ହେଲେ ପ୍ରକୃତିର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ଆଉ ଗଛ ଲଗାଇବା ନିଶାରେ ଲାଗି ପଡିଛନ୍ତି ମିଟୁ । ପିଲାଟି ଦିନରୁ…

ଆଫଗାନିସ୍ତାନ ସୀମା ନିକଟରେ ୧୧ ଆତଙ୍କବାଦୀ ମାରିଲେ ପାକ ସେନା

ଲାହୋର: ପାକିସ୍ତାନ ସୁରକ୍ଷାକର୍ମୀ ଆଫଗାନିସ୍ତାନ ସୀମା ନିକଟରେ ଦକ୍ଷିଣ ୱଜିରସ୍ତାନରେ ୧୧ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ଏଥିରେ ୨ ଆତ୍ମଘାତୀ ଆତଙ୍କୀ ସାମିଲ । ସର୍ଚ୍ଚ ଅପରେଶନ ବେଳେ ସେମାନଙ୍କୁ ଏହି ସଫଳତା ମିଳିଛି । କମାଣ୍ଡର ହଫିଜୁଲ୍ଲା ତୋରେ ଓରଫ ତୋରେ ହାଫିଜ ଏଥିରେ ମୃତ୍ୟୁବରଣ…

ସମ୍ମେଦ ଶିଖର ପାଇଁ ପ୍ରାଣ ହାରିଲେ ଆଉ ଜଣେ ଜୈନ ମୁନୀ

ଜୟପୁର: ସମ୍ମେଦ ଶିଖରଙ୍କୁ ବଂଚାଇବା ପାଇଁ ଆମରଣ ଅନଶନରେ ବସିଥିବା ଜୟପୁର ସାଂଗାନେରରେ ଆଉ ଜଣେ ଜୈନ ମୁନୀଙ୍କ ନିଧନ ହୋଇଯାଇଛି । ସମର୍ଥ ସାଗର ମହାରାଜାଙ୍କ ଜୀବନ ମଧ୍ୟ ରାତ୍ରି ୧ଟା୨୦ରେ ଚାଲି ଯାଇଥିଲା । ସୁଗନେୟ ସାଗର ମହାରାଜାଙ୍କ ମୃତ୍ୟୁ ପରେ ସେ ଆମରଣ ଅନଶନରେ ବସିଥିଲେ । ଶୁକ୍ରବାର…

ପକ୍ଷୀ କଲା ବିଶ୍ୱ ରେକର୍ଡ; ଆଲାସ୍କାରୁ ଉଡିଲା ତାସମାନିଆ

ଭୁବନେଶ୍ୱର:ପକ୍ଷୀର ରେକର୍ଡ ନିଶା । ପକ୍ଷୀ ହେଲେ କ’ଣ ହେଲା ଜିଦ୍ଦି କମ ନୁହେଁ । ମଣିଷ ସାଙ୍ଗରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଣ୍ଟା ଭିଡିଛି । ଲଢୁଆ ମନରେ ତାର ପ୍ରଶ୍ନ - ତମେ କରିବ ବିଶ୍ୱ ରେକର୍ଡ । ଆମେ କାହିଁକି ପାରିବୁନି । ସେଥିପାଇଁ କରିଛି ଏ ବିଶ୍ୱ ରେକର୍ଡ ।  ୧୧ ଦିନରେ…