Latest Odisha News

BREAKING NEWS

Browsing Category

ଫିଚର

ସନ୍ଧ୍ୟାରେ ସରକାର ଜାରି କରିବେ କୋଭିଡକୁ ନେଇ ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ବିଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସରକାର ସଜାଗ ଅଛନ୍ତି । ବିଶେଷକରି ଚୀନରେ ତାଣ୍ଡବ ରଚିଥିବା କରୋନାର ବିଏଫ୍.୭ ଭାରିଆଣ୍ଟ ଆକ୍ରାନ୍ତ ଓଡ଼ିଶାରେ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ଦିନକ ପରେ ବଡ଼ଦିନ ଏବଂ ପରେ ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି…

ଆଇପିଏଲ୍ ନିଲାମରେ ରେକର୍ଡ: ସାମ କୁରେନଙ୍କୁ ୧୮.୫୦କୋଟି ଟଙ୍କାରେ କିଣିଲା ପଞ୍ଜାବ

କୋଚି: କୋଚିରେ ଆରମ୍ଭ ହେଲା ଆଇପିଏଲ ୨୦୨୩ ନିଲାମ । ସବୁଠୁ ଅଧିକ ଦାମରେ ବିକ୍ରିହେଲେ ଇଂଲଣ୍ଡ ଖେଳାଳି ସାମ୍ କୁରେନ୍ । ପଞ୍ଜାବ କିଙ୍ଗସ୍ ତାଙ୍କୁ ୧୮.୫୦ କୋଟି ଟଙ୍କାରେ କିଣିଛି । ଯାହା ଆଇପିଏଲ୍ ନିଲାମ ଇତିହାସରେ ରେକର୍ଡ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିଲା । ପ୍ରଥମ ନିଲାମ…

ଉଠା ଦୋକାନୀଙ୍କ ପ୍ରତିବାଦ ପରେ ନରମିଲା ବିଏମସି, କାଲିଠୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ବିଏମସି ରାସ୍ତାକଡ଼ରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି । ଯାହାକୁ ନେଇ ଆଜି ପ୍ରତିବାଦ ଶାଣିତ ହେବା ପରେ ବିଏମସି ଉଚ୍ଛେଦ ବନ୍ଦ କରିଛି । ଆଜି ପଟିଆ ଓ ଡମଣା ଅଞ୍ଚଳର ଶତାଧିକ ଉଠା ଦୋକାନୀ ଉଚ୍ଛେଦର ପ୍ରତିବାଦ କରି ବିଏମସି ନର୍ଥ ଜୋନ୍ ଅଫିସ୍ ଘେରାଉ…

ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ହରମନପ୍ରୀତ ଅଧିନାୟକ, ଅମିତ ଉପଅଧିନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଏଫଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୮ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ ସିଂ ନେବେ । ଦଳର ଉପ ଅଧିନାୟକ ଦାୟିତ୍ୱ ଓଡିଶାର ଅମିତ ରୋହିଦାସଙ୍କୁ…

ସାନିଆ ମିର୍ଜା ହେବେ ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍

ନୂଆଦିଲ୍ଲୀ : ବାପା ଜଣେ ଟିଭି ମେକାନିକ । ଝିଅ ହେବାକୁ ଯାଉଛନ୍ତି ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ୍ । ଉତ୍ତରପ୍ରଦେଶରେ ରହୁଥିବା ସାନିଆ ମିର୍ଜା ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଛନ୍ତି । ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ । ୨୭…

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଗୋରୁ ଭର୍ତ୍ତି କଣ୍ଟେନର, ୫୦ ଗାଈଙ୍କ ମୃତ୍ୟୁ

କୋରାପୁଟ: ରାଜ୍ୟରେ ଗୋ-ଚାଲାଣ ଥମୁ ନଥିବା ବେଳେ କୋରାପୁଟରୁ ଆସିଛି ଦୁଃଖଦ ଖବର । ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥରେ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଗୋରୁ ଭର୍ତ୍ତି କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳର ଘଟଣାସ୍ଥଳରେ ୫୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ମୃତ୍ୟୁ ପୂର୍ବରୁ ଝିଅକୁ ଲେଖିଥିଲେ ଶେଷ ଚିଠି.. ଚିଠିରେ ସବୁ ସତ ଲେଖି ଯାଇଛନ୍ତି କି ଗୋବିନ୍ଦ ?

ଭୁବନେଶ୍ୱର: ଗୋବିନ୍ଦ ଲେଖିଥିଲେ ତାଙ୍କର ଶେଷ ଚିଠି । ସେ ଶେଷ ଚିଠି କୁଆଡେ ଝିଅ ନାଁରେ  ଲେଖିଥିଲେ । ୨ ପୃଷ୍ଠା ସମ୍ବଳିତ ଏହି ଚିଠିରେ ସେ ତାଙ୍କର ଶେଷକଥା ଲେଖିଯାଇଛନ୍ତି । ତେବେ କ’ଣ ଲେଖିଥିବେ ଗୋବିନ୍ଦ ? ତାଙ୍କ ଆତ୍ମହତ୍ୟାର କାରଣ ଏଥିରେ ଜଣାଇ ଥିବେ କି ? ନା ମମିତା ମେହେର…

ନିଆଁ ପୁଇଁବା ବେଳେ ଗର୍ଭବତୀଙ୍କ ଦେହରେ ଲାଗିଗଲା ନିଆଁ, ପୋଡ଼ିଗଲା ଗୋଡ଼  

ନବରଙ୍ଗପୁର : ନିଆଁ ପୁଇଁବା ସମୟରେ ଗର୍ଭବତୀଙ୍କ ଶାଢ଼ୀରେ ଲାଗିଯାଇଥିଲା ନିଆଁ  ।ଗୁରୁତର ଅବସ୍ଥାରେ ୬ ମାସର ଗର୍ଭବତୀ । ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗାଁର ଗ୍ରାମର ମୋନଜ ବିଷୋୟୀଙ୍କ ୬ ମାସର ଗର୍ଭବତୀ ସ୍ତ୍ରୀ ମମତା ବିଷୋୟୀ  । ଆଜି ସକାଳୁ ନିଆଁ ପୁଇଁବା ସମୟରେ…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ଠର: ଗିରଫ ହେଲେ ଜଗବନ୍ଧୁ ଚାନ୍ଦ । ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି । ଗିରଫ ପରେ  ଜଗବନ୍ଧୁଙ୍କୁ ପୁଣି ୨ୟ ଥର ପାଇଁ ରିମାଣ୍ଡରେ ନେଇପାରେ ଇଡି । ଏହା ପୂର୍ବରୁ ପୋଲିସ ଅର୍ଚ୍ଚନା ନାଗ ଏବଂ ତାଙ୍କର ସହଯୋଗୀ…