Latest Odisha News

BREAKING NEWS

Browsing Category

ଫିଚର

୪୭୯୦ କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ପୋଲିସ ଚାକିରୀ ଆଶାୟୀଙ୍କ ପାଇଁ ଆସିଲା ଖୁସି ଖବର ।  ଖୁବ୍‌ ଶୀଘ୍ର ପୋଲିସ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନୋଟିସ୍‌ ଜାରି କରିଛନ୍ତି । ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବାଂଲାଦେଶ ବିପକ୍ଷରେ ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ମୀରପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୮୭ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଦ୍ୱିତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୭ ରନ ସଂଗ୍ରହ କରିଛି । ଭାରତର ଦୁଇ ଷ୍ଟାର ଖେଳାଳି ରିଷଭ ପନ୍ତ ଓ ଶ୍ରେୟାଶ ଆୟାର ପ୍ରଥମ…

ଏଣିକି ସୁରକ୍ଷିତ ଉଦ୍ଧାର ହେବେ ବୋରୱେଲରେ ଫସିଥିବା ଶିଶୁ

କୋରାପୁଟ: ବୋରୱେଲ ଭିତରେ ଅଜାଣତରେ ଖସି ଯାଉଛନ୍ତି ଛୋଟ ଛୋଟ ଶିଶୁ । ସେମାନଙ୍କୁ ସୁରକ୍ଷିତ ଭା‌ବେ ବାହାର କରିବାକୁ ବହୁ ପ୍ରଚେଷ୍ଟା କରାଯାଉଛି। ଉଦ୍ଧାର ପାଇ ବହୁତ ସମୟ ଲାଗିଯାଉଥିବାରୁ ବେଳେ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।  ଅନେକ ସମୟରେ ଏମାନେ ମୃତ୍ୟୁବରଣ କରୁଛନ୍ତି।…

ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ରେହମ୍‌ ମିର୍ଜା ବିଲାଲଙ୍କୁ କଲେ ତୃତୀୟ ବିବାହ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପିଟିଆଇ ପାର୍ଟି ପ୍ରମୁଖ ଇମ୍ରାନ ଖାନଙ୍କ ପୂର୍ବ ପତ୍ନୀ ତଥା ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ୍‌ ଖାନ ତୃତୀୟ ବିବାହ କରିଛନ୍ତି । ରେହମ୍‌ଙ୍କ ସ୍ୱାମୀଙ୍କ ନାଁ ହେଉଛି ମିର୍ଜା ବିଲାଲ । ପାକିସ୍ତାନୀ ମିଡିଆ ରିପୋର୍ଟ…

୪ ମାସ ହେଲାଣି କତାରରେ ବନ୍ଦୀ ଅବସରପ୍ରାପ୍ତ ୮ ଭାରତୀୟ ସେନା ଅଧିକାରୀ, କାହିଁକି ସରକାର ଚୁପ୍ ?

ନୂଆଦିଲ୍ଲୀ: ଭାରତ-କତାର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ୫୦ ବର୍ଷ ପୂରିବାକୁ ଯାଉଛି । ଦ୍ୱିପାକ୍ଷିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତିକୁ ନେଇ ଭାରତ ଓ କତାର ୨୦୨୩ରେ ଉତ୍ସବ ମନାଇବେ । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଅକ୍ଟୋବର ଶେଷ ସପ୍ତାହରେ ଟ୍ୱିଟ୍ କରିଥିଲେ । କିନ୍ତୁ ଅନ୍ୟପଟେ…

ଘାଟିରେ ସେନା ବସ୍ ଦୁର୍ଘଟଣାରେ ମୃତ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା

ଗାଙ୍ଗଟକ୍ : ସେନା ବସ୍ ଦୁର୍ଘଟଣାରେ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତ ଯବାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା…

ରୁଷିଆରୁ ଆସି ଓଡ଼ିଶାରେ ଆଖିବୁଜିଲେ ପର୍ଯ୍ୟଟକ, ସନ୍ଦେହ ଘେରରେ ମୃତ୍ୟୁ

ରାୟଗଡା: ଭାରତ ବୁଲିବା ପାଇଁ ରୁଷିଆରୁ ଆସିଥିଲେ  । ଓଡ଼ିଶା ଦାରିଂବାଡି ବୁଲିବା ପରେ  ରାୟଗଡ଼ା ଯାଇଥିଲେ । ରାୟଗ୍‌ଡ଼ା  ଆସି ଆଖିବୁଜିଲେ ୬୧ ବର୍ଷୀୟ ରୁଷିଆ ପର୍ଯ୍ୟଟକ ।ମୃତ ପର୍ଯ୍ୟଟକଙ୍କ ନା ବ୍ଲାଡ଼ିମିର ବିଦାନୋଭ । ଅତ୍ୟଧିକ ମଦ୍ୟପାନ ହେତୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।…

ଚୟନ କମିଟି ଅଧ୍ୟକ୍ଷ ପାଇଁ ଆବେଦନ କଲେ ସଚିନ, ଧୋନୀ, ସେହ୍ୱାଗ ଓ ହକ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ଖରାପ ପ୍ରଦର୍ଶନ ଯୋଗୁ ଚୟନକମିଟି ଚେତନ ଶର୍ମା ଏବଂ ଟିମକୁ ବରଖାସ୍ତ କରିଛି । ଏବେ ବିସିସିଆଇ ଚୟନ କମିଟି ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି । ଇତି ମଧ୍ୟରେ ୬୦୦ ଊର୍ଦ୍ଧ୍ୱ ଆବେଦନ ଏ ନେଇ କରି ସାରିଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ସଚିନ…

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ଗାଙ୍ଗଟକ୍: ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ୧୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଲାଚେନ ଠାରୁ ୧୫ କିଲୋମିଟର ଦୂର ଲାଚେନ ଠାରେ ଆଜି ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଛି । ୨୦ଜଣ ଯବାନଙ୍କୁ ନେଇ ଆର୍ମିର ଏହି ବସ୍ ସୀମା…

ଗୋଟିଏ ଦୁର୍ଘଟଣା ବଦଳାଇଦେଲା ମହାଦେବଙ୍କ ଜୀବନର ଗତିପଥ,ସଂସାର ଚଳିବ କେମିତି?

ନବରଙ୍ଗପୁର : ଗୋଟିଏ ଦୁର୍ଘଟଣା ବଦଳାଇଦେଲା ସବୁକିଛି । ଆଉ ଉଜାଡ଼ି ଦେଲା ଗୋଟିଏ ହସଖୁସିର ସଂସାର । ସ୍ତ୍ରୀ ଛାଡି ଚାଲିଗଲା ଆରପାରିକୁ, ପୁଅ,ଝିଅ ଅଧାରୁ ପାଠ ଛାଡିଲେ, ବିକଳାଙ୍ଗ ହୋଇଗଲେ ମହାଦେବ, ଆଉ କଷ୍ଟ ହୋଇଯାଇଛି ଘର ଚଳିବା, ସମ୍ପର୍କୀୟ ଓ ପଡ଼ୋଶୀ ଦୟାକଲେ ପେଟ ଚାଖଣ୍ଡକୁ ମିଳୁଛି…